<< prosector prosecute >>

prosecutable Meaning in Odia (Oriya). ( prosecutable ଶବ୍ଦର ଓଡିଆ ଅର୍ଥ)



ଅଭିଯୁକ୍ତ,

ଯଥାର୍ଥତା |,

prosecutable తెలుగు అర్థానికి ఉదాహరణ:

ବ୍ୟଭିଚାର ଅଭିଯୁକ୍ତ ପୁରୁଷ ପାଇଁ ଦଣ୍ଡର ପ୍ରାବଧାନ ଥିଲେ ବି ବ୍ୟଭିଚାରୀ ସ୍ତ୍ରୀ ପାଇଁ ଦଣ୍ଡର ବ୍ୟବସ୍ଥା ଭାରତୀୟ ଆଇନରେ ନାହିଁ ।

ଏହି ଘଟଣାର ପ୍ରାୟ ଦୁଇ ଦିନ ପରେ ଦିଲ୍ଲୀ ପୋଲିସ କମିଶନର ଦେଇଥିବା ତଥ୍ୟ ଅନୁସାରେ ଘଟଣାର ଚାରିଜଣ ଅଭିଯୁକ୍ତ ଧରାପଡିଥିଲେ ।

ପ୍ରବଳ ଚାପର ସମ୍ମୁଖୀନ ହୋଇ ଦୁଇ ଅଭିଯୁକ୍ତ ପଞ୍ଚନାମା ଦାଖଲ କରିବା ପାଇଁ ସହମତ ହେଲେ ।

ଦୌରା ଜଜ୍‌ ଏହି ମାମଲାରେ ଅଭିଯୁକ୍ତ ସପକ୍ଷରେ ରାୟ ଦେଇ କହିଲେ ଯେ ପୀଡ଼ିତା ଯୌନ ସଂଭୋଗ ସହ ଅଭ୍ୟସ୍ତ ଥିଲା ଓ ଘଟଣା ଦିନ ତାର ସହମତିରେ ଦୁଷ୍କର୍ମ ହୋଇଥିଲା ।

ଏହାର ବିଚାର କରି ମାଜିଷ୍ଟ୍ରେଟ ଗୋମତି ମାନୋଚ ୨୦ ପୃଷ୍ଠା ସମ୍ବଳିତ ସମନରେ କହିଥିଲେ ଯେ, ଅଭିଯୋଗ ଓ ସାକ୍ଷ୍ୟ ପ୍ରମାଣରୁ ଏହା ସ୍ପଷ୍ଟଯେ, ଅଭିଯୁକ୍ତମାନେ ୟଙ୍ଗ ଇଣ୍ଡିଆନ ନାମରେ ଏକ ଜାଲ କମ୍ପାନୀ ଖୋଲି ୧୯୩୭ ମସିହାରେ ପ୍ରତିଷ୍ଠିତ ଆସୋସିଏଟେଡ଼ ଜର୍ଣ୍ଣାଲସ ଲିଃର ୨୦୦୦କୋଟି ଟଙ୍କାର ସମ୍ପତି ହଡ଼ପ କରିବାର ଯୋଜନା କରିଛନ୍ତି ।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ରନାଥ ଦାସ ଓରଫ୍ ବେଲୁ ୨୦୦୦ ମସିହାରେ ଗିରଫ ହେଲା ।

|ଅଗଷ୍ଟ ୨୨: ଚାରିଜଣ ବୟସ୍କ ଅଭିଯୁକ୍ତଙ୍କ ବିରୋଧରେ ଶୁଣାଣିରେ ଫାଷ୍ଟଟ୍ରାକ ଅଦାଲତ(FTC) ଅନ୍ତିମ ଯୁକ୍ତି ଶୁଣିବା ଆରମ୍ଭ କଲା ।

ଷଷ୍ଠ ଅଭିଯୁକ୍ତ ଅକ୍ଷୟ ଠାକୁରଙ୍କୁ ଧରିବା ପାଇଁ ପୋଲିସ ହରିୟାଣା ଏବଂ ବିହାରରେ ବିଭିନ୍ନ ସ୍ଥାନରେ ଚଢାଉ କଲେ ।

ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଶ୍ରୀ ଗାୟିକାର ଭୂମିକା ଅଭିନୟ କରିଥିଲେ, ଯେ ଭୁଲରେ ହଂକଂଠାରେ ଡ୍ରଗସ୍ ବ୍ୟବସାୟ କରୁଥିବା ମାମଲାରେ ଅଭିଯୁକ୍ତ ହୋଇଛନ୍ତି ।

|ଡ୍ରାଇଭର ପୋଲିସ ଆଗରେ ଦୋଷ ସ୍ୱୀକାର କରିଗଲା ଏବଂ ତାହାର ବୟାନ ଆଧାରରେ ତାର ଭାଇ ମୁକେଶ, ବିନୟ ଗୁପ୍ତା, ପବନ ଗୁପ୍ତା ନାମକ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଗଲା ।

| ସ୍ୱାଧୀନତା ସଂଗ୍ରାମରେ ଭୂମିକା |ଜଣେ ଉଚ୍ଚ ଶ୍ରେଣୀର ଆଇନ ବିଶାରଦ ହେତୁ କଂଗ୍ରେସ ଦଳ ତାଙ୍କୁ କାକୋରୀ ହତ୍ୟା ମକଦ୍ଦମାରେ ଜଡ଼ିତ ରାମ ପ୍ରସାଦ ବିସମିଲ୍ଲା, ଆସଫାକୁଲ୍ଲା ଖାନ ତଥା ଅନ୍ୟ ଅଭିଯୁକ୍ତଙ୍କ ସପକ୍ଷରେ ଲଢିବା ପାଇଁ କୁହାଗଲା ।

୨୦୦୮ ନୟାଗଡ଼ ନକ୍ସଲ ଆକ୍ରମଣ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ଭଳି ଜଘନ୍ୟ ହତ୍ୟାକାଣ୍ତର ମୂଖ୍ୟ ଅଭିଯୁକ୍ତ କୁହାଯାଉଥିବା ସାବ୍ୟସାଚୀ ୨୦୧୪ ଜୁଲାଇ ୧୮ ତାରିଖରେ ବ୍ରହ୍ମପୁରରୁ ଗିରଫ ହେଇଥିଲେ ।

|ଅଭିଯୁକ୍ତ|ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ତର ମୂଖ୍ୟ ଅଭିଯୁକ୍ତ କୁହାଯାଉଥିବା ସବ୍ୟସାଚୀ ପଣ୍ଡା ୨୦୧୪ ଜୁଲାଇ ୧୮ ତାରିଖରେ ବ୍ରହ୍ମପୁରରୁ ଗିରଫ ହେଇଥିଲେ ।

prosecutable's Usage Examples:

for the Protection of the Republic making propagation of the myth a prosecutable offense.


It is difficult to prove that there are real-life implications of virtual crime, so it is not widely accepted as prosecutable.


In the Netherlands, incest itself is not prosecutable,[citation needed] but if an adult commits incest with a family member.


under religious customary laws, so it is unknown if atheism is actually prosecutable under secular law.


Of these felony arrests, many cases were dropped or reviewed, sometimes for lesser charges, and about 21 were found to be prosecutable.


medical attempt to facilitate recovery from the wound resulted in a non-prosecutable death as it was shown to have been negligent and principally an antibiotic.


criticism of royalty and government are considered criminal speech, and are prosecutable (including prison sentencing) under the law.


Unable to find any prosecutable evidence, Artur (Frank Silvera) frees the children, who find that the entire population of Fátima has been standing outside waiting for them.


After the verdict, Kevorkian told reporters: "I"m prosecutable.


"grey market" drugs, which were not explicitly illegal but potentially prosecutable as drug analogs, became known as the "research chemical" trade; a euphemism.


typically not considered a subversive act, and the overt acts that may be prosecutable under sedition laws vary from one legal code to another.


Fisting is on the Cambria List, a list of sex acts which may be prosecutable under U.


beer jugs (banned circa 2006) around the South Stand, Mexican waves, and streakers running across the pitch (prosecutable).



prosecutable's Meaning in Other Sites