prosecutions Meaning in Odia (Oriya). ( prosecutions ଶବ୍ଦର ଓଡିଆ ଅର୍ଥ)
ପ୍ରବର୍ତ୍ତନ, ପରିଚାଳନା,
Noun:
ପରିଚାଳନା,
People Also Search:
prosecutorprosecutorial
prosecutors
prosed
proselyte
proselyted
proselytes
proselyting
proselytise
proselytised
proselytises
proselytising
proselytism
proselytize
proselytized
prosecutions తెలుగు అర్థానికి ఉదాహరణ:
୧୮୧୭ ମସିହା ଏପି୍ରଲ ମାସ ୧୨ ତାରିଖରେ ସାମରିକ ଆଇନ ପ୍ରବର୍ତ୍ତନ କରାଗଲା ।
ପିତାମାତାଙ୍କ ନାମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖି ପାସକରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱର୍ଣ୍ଣପଦକ ପୁରସ୍କାରର ପ୍ରବର୍ତ୍ତନ ମଧ୍ୟ କରିଛନ୍ତି ।
| ଶାସନପଦ୍ଧତି |ଶେର ସାହ କେବଳ ଯେ ଜଣେ ବହୁ ଯୁଦ୍ଧ ବିଜେତା ସେନାନାୟକ ଥିଲେ ତାହା ନୁହେଁ , ସେ ଉନ୍ନତଧରଣର ଶାସନପ୍ରଣାଳୀ ପ୍ରବର୍ତ୍ତନ କରି ଇତିହାସରେ ସ୍ମରଣୀୟ ହୋଇରହିଛନ୍ତି ।
|ମୁସଲମାନମାନେ ବିଶ୍ବାସ କରନ୍ତି ଯେ ଇସଲାମ ହେଉଛି ସର୍ବପୂରାତନ ବାସ୍ତବ ଧର୍ମ ଯାହା ଆଗରୁ ଆଦମ, ନୋହା, ଆବ୍ରାହମ, ମୁସା, ଯୀଶୁ ଆଦିଙ୍କଦ୍ୱାରା ପ୍ରବର୍ତ୍ତନ କରାଯାଇସାରିଛି ।
ଶିକ୍ଷାଦାନକୁ ବୃତିଭାବରେ ଗ୍ରହଣ କରିବାକୁ ସେ ଇଚ୍ଛୁକ ଥିଲେ, କିନ୍ତୁ ପିତାଙ୍କ ପ୍ରବର୍ତ୍ତନାରେ ପ୍ରଶାସନିକ ସେବାପ୍ରତି ଆଗ୍ରହୀ ହୋଇଥିଲେ ଓ ୧୯୭୫ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ।
ଏହାକୁ କେହି କେହି ବାଡ଼େଇଲେ ଭଲ ହୋଇଯାଏ କହନ୍ତି କିନ୍ତୁ ଏହି ଚିକିତ୍ସାକୁ ପ୍ରବର୍ତ୍ତନ କରିବା ଉପଦେଶ ସ୍ୱୀକାର୍ଯ୍ୟ ନୁହେଁ ।
ଜୁନ ୨୦୧୧ରେ ଫେରା (FERA) ଉଲଙ୍ଘନ କରିଥିବାରୁ ପ୍ରବର୍ତ୍ତନ ନିର୍ଦେଶାଳୟ ୯ କୋଟି ଟଙ୍କାର ଜୋରିମାନା ଲଗାଇଥିଲେ ।
ଔଷଧ ଭାବରେ ଏହା ପ୍ରସବ ପ୍ରବର୍ତ୍ତନ (labor induction), ପ୍ରସବପର ରକ୍ତସ୍ରାବ, ଗର୍ଭାବସ୍ଥା ଅନ୍ତ (termination of pregnancy) କରିବା ଓ ନବଜାତ ଶିଶୁଙ୍କର (newborn babies) ଡକ୍ଟସ ଆର୍ଟେରିଓସସ (ductus arteriosus ) ଖୋଲିବା ନିମନ୍ତେ ବ୍ୟବହାର କରାଯାଏ ।
| ଔଷଧ ଜନିତ |କର୍ଟିକୋସ୍ଟିରଏଡ ଓ ମନ ବିକାର ଦୂରୀକରଣ ଭଳି ଔଷଧ ସମୂହ ପରଳ ପ୍ରବର୍ତ୍ତନ କରାଏ ।
ଗୁମ୍ଫା ପଛ କାନ୍ଥରେ ପୂଜାପୀଠ ଖୋଦିତ ହୋଇଛି ଓ ସେଥିରେ ଧର୍ମଚକ୍ରପ୍ରବର୍ତ୍ତନ ମୁଦ୍ରାରେ ଉପବିଷ୍ଟ ଗୌତମ ବୁଦ୍ଧଙ୍କ ମୂର୍ତ୍ତି ରହିଛି ।
ସେହିମାନଙ୍କୁ ହିଁ ଗୌତମ ବୁଦ୍ଧ ଧର୍ମଚକ୍ରର ପ୍ରବର୍ତ୍ତନ କରି ପ୍ରଥମ ଶିକ୍ଷା ପ୍ରଦାନ କରିଥିଲେ ।
ପାଟିରେ ଦିଆଯାଉଥିବା ଟିକା ବା ପାଟି ଟିକା ୧୯୯୦ ମସିହାରେ ପ୍ରବର୍ତ୍ତନ କରାଯାଇଥିଲା ।
ତାଙ୍କ ମୃତ୍ୟୁରେ ଭାରତର ପ୍ରଧାନ ମନ୍ତ୍ରୀ ଡ: ମନମୋହନ ସିଂହ ତାଙ୍କୁ ପଞ୍ଜାବର ନାଇଟିଙ୍ଗେଲ ଓ ପଞ୍ଜାବୀ ଲୋକ ସଙ୍ଗୀତରେ ଓ ପଞ୍ଜାବୀ ମେଲୋଡ଼ିରେ ଏକ ଧାରା ପ୍ରବର୍ତ୍ତନକାରୀ ଭାବରେ ଅଭିହିତ କରଥିଲେ ।
prosecutions's Usage Examples:
the constitutionality of deporting aliens who might give testimony in criminal alien smuggling prosecutions.
This body is responsible for legal prosecutions in Norway.
liking for new ritual, he made it clearly understood that he would discountenance prosecutions for ritualism.
The PPSNI advise the police on possible prosecutions, authorise charge, review cases submitted by the police, prepare for and present.
symbolic prosecutions, cruel human actions against the animal kingdom, perpetrations that cannot be legally dealt with under normal human rights legislature.
The courts in Hong Kong hear and adjudicate all prosecutions and civil disputes, including all public and private.
prosecutions of people accused of witchcraft in colonial Massachusetts between February 1692 and May 1693.
agency for conducting criminal prosecutions in England and Wales.
division generally handle large case loads; however, as most federal prosecutions end in plea bargains, they will typically try only two to six cases annually.
The Federal Rules of Criminal Procedure are the procedural rules that govern how federal criminal prosecutions are conducted in United States district.
The Salem witch trials were a series of hearings and prosecutions of people accused of witchcraft in colonial Massachusetts between February 1692 and.
to overrule judicial proceedings in prosecutions with full autonomy in arresting, interrogating and punishing anyone, including nobles and the emperor"s.
Synonyms:
double jeopardy, legal action, action, action at law, trial, criminal prosecution,
Antonyms:
inactiveness, stabilization, stabilisation, source, defense,