proposition Meaning in Odia (Oriya). ( proposition ଶବ୍ଦର ଓଡିଆ ଅର୍ଥ)
ପ୍ରସ୍ତାବ, ଛାତ୍ରବୃତ୍ତି, ଗାଣିତିକ ପ୍ରତିଜ୍ଞା,
Noun:
ପ୍ରାଚୀନ, ପ୍ରସ୍ତାବ, ବର୍ଣ୍ଣନା, ଉପସ୍ଥାପନା, ପ୍ରତିଜ୍ଞା,
People Also Search:
propositionalpropositioned
propositioning
propositions
propound
propounded
propounding
propounds
propped
propping
propping up
propraetor
propranolol
proprietaries
proprietary
proposition తెలుగు అర్థానికి ఉదాహరణ:
|୨୦୦୩ ମସିହାରେ ସିନ୍ଧୁ ଜଳ ଚୁକ୍ତିରେ ପୁନର୍ବିଚାର ଓ ପରିବର୍ତ୍ତନ କରାଯାଉ ବୋଲି ପୁରାତନ ଜାମୁ ଓ କାଶ୍ମୀର ରାଜ୍ୟ ବିଧାନ ସଭାରେ ଏକ ପ୍ରସ୍ତାବ ସର୍ବସମ୍ମତିରେ ଗୃହୀତ ହୋଇଥିଲା ।
|ମହାଭିଯୋଗ ସମ୍ପର୍କରେ ନିର୍ଦ୍ଦଷ୍ଟ ପ୍ରାବଧାନ ଭାରତୀୟ ସମ୍ବିଧାନରେ ଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ପାଇଁଁ ବିସ୍ତୃତ ଧାରା Judges (Inquiry) Act, 1968ରେ ବର୍ଣ୍ଣିତ :|ପ୍ରସ୍ତାବଟି ପାର୍ଲିଆମେଣ୍ଟର ଯେ କୌଣସି ଗୃହରେ ଅର୍ଥାତ ଲୋକ ସଭା କିମ୍ବା ରାଜ୍ୟ ସଭାରେ ଆଗତ କରାଯାଇପାରିବ ।
|ବର୍ତ୍ତମାନ ଏହି ସମ୍ବିଧାନରେ ଏକ ପ୍ରସ୍ତାବନା ଓ ୨୫ଟି ଭାଗରେ ୪୭୦ଟି ଧାରା ରହିଛି ।
ଏହି ଅଞ୍ଚଳର ନାମକରଣ ବିଷୟରେ ଢେଙ୍କାନାଳ ଗେଜେଟିୟର (୧୯୭୨) ଉଲ୍ଲେଖ ଅଛି ଯେ, ‘୧୯୫୦ ମସିହାରେ ରେଳବାଇ କୋଇଲାଖଣି ଅନୁସନ୍ଧାନ କମିଟିଙ୍କ ସୁପାରିଶ ଅନୁଯାୟୀ ଉପରୋକ୍ତ କୋଇଲା ଖଣିର ବାମ ଦିଗରେ ଅବସ୍ଥିତ ନିକୃଷ୍ଟ ଧରଣର କୋଇଲା ଥିବା ଅଞ୍ଚଳରେ ସମ୍ଭବ ହେଲେ ଅଧିକ ଅନୁସନ୍ଧାନ ଓ ଖଣି ଖନନ କରିବା ପାଇଁ ରାଜ୍ୟ କୋଇଲା ଖଣି ବିଭାଗ (ଷ୍ଟେଟ କୋଲିୟରୀ) ପ୍ରସ୍ତାବ ଗ୍ରହଣ କଲେ ।
ମହାତ୍ମା ଗାନ୍ଧୀଙ୍କ ପ୍ରସ୍ତାବ ଅନୁସାରେ ଏହି ବିବାହ ହୋଇଥିଲା ।
|ମହାଭିଯୋଗ ପ୍ରସ୍ତାବଟି ୧୦୦ ଜଣ ଲୋକ ସଭା ସଭ୍ୟ କିମ୍ବା ୫୦ ଜଣ ରାଜ୍ୟ ସଭା ସଭ୍ୟଙ୍କଦ୍ୱାରା ସ୍ୱାକ୍ଷରିତ ହୋଇଥିବା ଦରକାର ।
|ଏହାର ପ୍ରସ୍ତାବନା କହେ:|ଆମ୍ଭେ, ଆଲାବାମା ରାଜ୍ଯର ଲୋକମାନେ, ନ୍ଯାୟ ସ୍ଥାପନ, ପାରିବାରିକ ଶାନ୍ତି ବଜାୟ ତଥା ନିଜକୁ ଓ ଭବିଷ୍ଯତ ବଂଶଧରମାନଙ୍କୁ ସ୍ୱତନ୍ତ୍ରତାର ଆଶୀର୍ବାଦ ପ୍ରାପ୍ତ କରାଇବା ପାଇଁ, ସର୍ବଶକ୍ତିମାନ ଈଶ୍ବରଙ୍କ ଅନୁଗ୍ରହ ଓ ଦିଗ୍ଦର୍ଶନର କାମନା ସହ, ଏହି ସମ୍ବିଧାନ ଓ ପ୍ରଶାସନିକ ସ୍ୱରୂପକୁ ଆଲାବାମା ରାଜ୍ଯ ପାଇଁ ଅଙ୍ଗୀକୃତ ଓ ପ୍ରଣୟିତ କରୁଅଛୁ ।
ଆଇନ୍ ଷ୍ଟାଇନଙ୍କଦ୍ୱାରା ପ୍ରସ୍ତାବିତ ତତ୍ତ୍ୱରେ କୁହାଗଲା ଯେ ଆଲୋକ କେବଳ ଏକ ତରଙ୍ଗ ନୁହେଁ ।
|ୱେଲସ୍ପନ ପାୱାର ଏଣ୍ଡ ଷ୍ଟିଲ୍ ଲିଃ. ଧାମରାଠାରେ ଏକ ଲୌହ ପରିଶୋଧନ କେନ୍ଦ୍ର ପ୍ରତିଷ୍ଠା କରିବାର ପ୍ରସ୍ତାବ ଦେିଇଛନ୍ତି।
ମୁଖବନ୍ଧରେ ଲେଖାଯାଇଅଛି -|ସମ୍ବିଧାନ ଚିଠା କମିଟିର ଚେୟାରମ୍ୟାନ୍ ଡକ୍ଟର ଭୀମାରାଓ ରାମଜୀ ଆମ୍ବେଦକର (ବି.ଆର. ଆମ୍ବେଦକର) ଶାସନ ବିଧାୟକ ସଭାରେ ଘୋଷଣା କରିଥିଲେ ଯେ "ଏହି ପ୍ରସ୍ତାବନାରେ ସଦସ୍ୟମାନଙ୍କର ବାସନା ପରିସ୍ଫୁଟ ହୋଇଅଛି ।
ସିନ୍ଧୁ ନଦୀର ତିନି ପୂର୍ବ ଉପନଦୀ ଉପରେ ଭାରତର ଓ ପଶ୍ଚିମ ପଟର ୩ ନଦୀ ଉପରେ ପାକିସ୍ତାନର ଅଧିକାର ରହୁ ଓ କେନାଲ୍ ନିର୍ମାଣ କରି ମିଳୁନଥିବା ଜଳର ଆବଶ୍ୟକତା ପୂରଣ କରାଯାଉ ବୋଲି ବିଶ୍ୟବ୍ୟାଙ୍କ ପ୍ରସ୍ତାବ ରଖିଲା ।
ସାଙ୍ଗାଙ୍କ ବିଷୟରେ ଭାରତୀୟ ଅଧିନାୟକ ବିରାଟ କୋହଲୀ ଉଲ୍ଲେଖ କରିଥିଲେ "a lovely person". ଶ୍ରୀଲଙ୍କା ଏବଂ ଇଂଲଣ୍ଡର ରାଜଦୂତ ହେବାକୁ ରାଷ୍ଟ୍ରପତି ଶିରିସେନା ସାଙ୍ଗାଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ସାଙ୍ଗାଙ୍କ ବିଷୟରେ କହିଥିଲେ କି, "ସାଙ୍ଗା ଆମ ଦେଶ ପାଇଁ ଗୋଟିଏ ପ୍ରଭାବଶାଳୀ ଚେହେରା ଏବଂ ତାଙ୍କୁ ଇଂଲଣ୍ଡର ରାଜଦୂତ ଭାବେ ଦାୟିତ୍ୱ ନେବାରେ ମୋତେ ଅତ୍ୟଧିକ ପ୍ରସନ୍ନତା ମିଳିବ ।
ରିସ୍ ଓ ମ୍ୟାକ୍ଡୁଗଲ୍ (Rees and McDougall) ଇମ୍ମ୍ୟୁନ ଉଣା ମୂଷା ଦେହରେ ଏରୋସଲ୍ଦ୍ୱାରା ଜୀବାଣୁ ପ୍ରବେଶ କରାଇ ରୋଗ କରେଇଥିବା ସମ୍ଭବ ହେବାରୁ ମାନବ ଦେହରେ ସେହି ଉପାୟରେ ହେବା ସମ୍ଭବ ବୋଲି ପ୍ରସ୍ତାବ ଦେଇଛନ୍ତି ।
proposition's Usage Examples:
The frequentative endings indicate that two propositions routinely occur together.
See alsoNo-deleting theoremLogical consequenceTheorems in propositional logic The Tale of Tsar Saltan (Сказка о царе Салтане|Skazka o Tsare Saltane ) is an opera in four acts with a prologue (a total of seven scenes) by Nikolai Rimsky-Korsakov.
for the propositional calculus Compactness measure of a shape: a numerical quantity representing the degree to which a shape is compact This disambiguation.
h if and only if, typically, a human reading t would be justified in inferring the proposition expressed by h from the proposition expressed by t.
imperatives denote propositions or more generally what role truth and falsity play in their semantics.
compulsional CON conative CON concrete [citation needed] CONC, CNCS, CONCESS concessive COND CND, CON conditional mood CONF confirmational CONJ conjunctive (interpropositional.
proposition is apt to be verified for actually existing things, if two things, howsoever they are present according to arrangement and duration, cannot suffice.
proposition that provisional sentence, being an extraordinary remedy whereunder the plaintiff enjoys special and important advantages, is granted only.
Party boss Mark Hanna was horrified by the proposition, stating Why, everybody's gone crazy! What is the matter with all of you? Here's this convention going headlong for Roosevelt for Vice President.
additions by California ballot proposition and voter initiatives, which take form as constitutional amendments.
inference in propositional logic include modus ponens, modus tollens, and contraposition.
proposition Antecedent moisture, a hydrologic term describing the relative wetness condition of a catchment A musical phrase (music) may be an antecedent.
Synonyms:
particular proposition, lemma, term, theorem, statement, universal, ratiocination, universal proposition, posit, postulate, converse, axiom, conclusion, negation, particular,
Antonyms:
careless, universal proposition, universal, particular proposition, particular,