<< propositioned propositions >>

propositioning Meaning in Odia (Oriya). ( propositioning ଶବ୍ଦର ଓଡିଆ ଅର୍ଥ)



ପ୍ରସ୍ତାବ,

Noun:

ପ୍ରାଚୀନ, ପ୍ରସ୍ତାବ, ବର୍ଣ୍ଣନା, ଉପସ୍ଥାପନା, ପ୍ରତିଜ୍ଞା,

propositioning తెలుగు అర్థానికి ఉదాహరణ:

|୨୦୦୩ ମସିହାରେ ସିନ୍ଧୁ ଜଳ ଚୁକ୍ତିରେ ପୁନର୍ବିଚାର ଓ ପରିବର୍ତ୍ତନ କରାଯାଉ ବୋଲି ପୁରାତନ ଜାମୁ ଓ କାଶ୍ମୀର ରାଜ୍ୟ ବିଧାନ ସଭାରେ ଏକ ପ୍ରସ୍ତାବ ସର୍ବସମ୍ମତିରେ ଗୃହୀତ ହୋଇଥିଲା ।

|ମହାଭିଯୋଗ ସମ୍ପର୍କରେ ନିର୍ଦ୍ଦଷ୍ଟ ପ୍ରାବଧାନ ଭାରତୀୟ ସମ୍ବିଧାନରେ ଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ପାଇଁଁ ବିସ୍ତୃତ ଧାରା Judges (Inquiry) Act, 1968ରେ ବର୍ଣ୍ଣିତ :|ପ୍ରସ୍ତାବଟି ପାର୍ଲିଆମେଣ୍ଟର ଯେ କୌଣସି ଗୃହରେ ଅର୍ଥାତ ଲୋକ ସଭା କିମ୍ବା ରାଜ୍ୟ ସଭାରେ ଆଗତ କରାଯାଇପାରିବ ।

|ବର୍ତ୍ତମାନ ଏହି ସମ୍ବିଧାନରେ ଏକ ପ୍ରସ୍ତାବନା ଓ ୨୫ଟି ଭାଗରେ ୪୭୦ଟି ଧାରା ରହିଛି ।

ଏହି ଅଞ୍ଚଳର ନାମକରଣ ବିଷୟରେ ଢେଙ୍କାନାଳ ଗେଜେଟିୟର (୧୯୭୨) ଉଲ୍ଲେଖ ଅଛି ଯେ, ‘୧୯୫୦ ମସିହାରେ ରେଳବାଇ କୋଇଲାଖଣି ଅନୁସନ୍ଧାନ କମିଟିଙ୍କ ସୁପାରିଶ ଅନୁଯାୟୀ ଉପରୋକ୍ତ କୋଇଲା ଖଣିର ବାମ ଦିଗରେ ଅବସ୍ଥିତ ନିକୃଷ୍ଟ ଧରଣର କୋଇଲା ଥିବା ଅଞ୍ଚଳରେ ସମ୍ଭବ ହେଲେ ଅଧିକ ଅନୁସନ୍ଧାନ ଓ ଖଣି ଖନନ କରିବା ପାଇଁ ରାଜ୍ୟ କୋଇଲା ଖଣି ବିଭାଗ (ଷ୍ଟେଟ କୋଲିୟରୀ) ପ୍ରସ୍ତାବ ଗ୍ରହଣ କଲେ ।

ମହାତ୍ମା ଗାନ୍ଧୀଙ୍କ ପ୍ରସ୍ତାବ ଅନୁସାରେ ଏହି ବିବାହ ହୋଇଥିଲା ।

|ମହାଭିଯୋଗ ପ୍ରସ୍ତାବଟି ୧୦୦ ଜଣ ଲୋକ ସଭା ସଭ୍ୟ କିମ୍ବା ୫୦ ଜଣ ରାଜ୍ୟ ସଭା ସଭ୍ୟଙ୍କଦ୍ୱାରା ସ୍ୱାକ୍ଷରିତ ହୋଇଥିବା ଦରକାର ।

|ଏହାର ପ୍ରସ୍ତାବନା କହେ:|ଆମ୍ଭେ, ଆଲାବାମା ରାଜ୍ଯର ଲୋକମାନେ, ନ୍ଯାୟ ସ୍ଥାପନ, ପାରିବାରିକ ଶାନ୍ତି ବଜାୟ ତଥା ନିଜକୁ ଓ ଭବିଷ୍ଯତ ବଂଶଧରମାନଙ୍କୁ ସ୍ୱତନ୍ତ୍ରତାର ଆଶୀର୍ବାଦ ପ୍ରାପ୍ତ କରାଇବା ପାଇଁ, ସର୍ବଶକ୍ତିମାନ ଈଶ୍ବରଙ୍କ ଅନୁଗ୍ରହ ଓ ଦିଗ୍ଦର୍ଶନର କାମନା ସହ, ଏହି ସମ୍ବିଧାନ ଓ ପ୍ରଶାସନିକ ସ୍ୱରୂପକୁ ଆଲାବାମା ରାଜ୍ଯ ପାଇଁ ଅଙ୍ଗୀକୃତ ଓ ପ୍ରଣୟିତ କରୁଅଛୁ ।

ଆଇନ୍ ଷ୍ଟାଇନଙ୍କଦ୍ୱାରା ପ୍ରସ୍ତାବିତ ତତ୍ତ୍ୱରେ କୁହାଗଲା ଯେ ଆଲୋକ କେବଳ ଏକ ତରଙ୍ଗ ନୁହେଁ ।

|ୱେଲସ୍ପନ ପାୱାର ଏଣ୍ଡ ଷ୍ଟିଲ୍ ଲିଃ. ଧାମରାଠାରେ ଏକ ଲୌହ ପରିଶୋଧନ କେନ୍ଦ୍ର ପ୍ରତିଷ୍ଠା କରିବାର ପ୍ରସ୍ତାବ ଦେିଇଛନ୍ତି।

ମୁଖବନ୍ଧରେ ଲେଖାଯାଇଅଛି -|ସମ୍ବିଧାନ ଚିଠା କମିଟିର ଚେୟାରମ୍ୟାନ୍‌ ଡକ୍ଟର ଭୀମାରାଓ ରାମଜୀ ଆମ୍ବେଦକର (ବି.ଆର. ଆମ୍ବେଦକର) ଶାସନ ବିଧାୟକ ସଭାରେ ଘୋଷଣା କରିଥିଲେ ଯେ "ଏହି ପ୍ରସ୍ତାବନାରେ ସଦସ୍ୟମାନଙ୍କର ବାସନା ପରିସ୍ଫୁଟ ହୋଇଅଛି ।

ସିନ୍ଧୁ ନଦୀର ତିନି ପୂର୍ବ ଉପନଦୀ ଉପରେ ଭାରତର ଓ ପଶ୍ଚିମ ପଟର ୩ ନଦୀ ଉପରେ ପାକିସ୍ତାନର ଅଧିକାର ରହୁ ଓ କେନାଲ୍ ନିର୍ମାଣ କରି ମିଳୁନଥିବା ଜଳର ଆବଶ୍ୟକତା ପୂରଣ କରାଯାଉ ବୋଲି ବିଶ୍ୟବ୍ୟାଙ୍କ ପ୍ରସ୍ତାବ ରଖିଲା ।

ସାଙ୍ଗାଙ୍କ ବିଷୟରେ ଭାରତୀୟ ଅଧିନାୟକ ବିରାଟ କୋହଲୀ ଉଲ୍ଲେଖ କରିଥିଲେ "a lovely person". ଶ୍ରୀଲଙ୍କା ଏବଂ ଇଂଲଣ୍ଡର ରାଜଦୂତ ହେବାକୁ ରାଷ୍ଟ୍ରପତି ଶିରିସେନା ସାଙ୍ଗାଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ସାଙ୍ଗାଙ୍କ ବିଷୟରେ କ‌ହିଥିଲେ କି, "ସାଙ୍ଗା ଆମ ଦେଶ ପାଇଁ ଗୋଟିଏ ପ୍ରଭାବଶାଳୀ ଚେହେରା ଏବଂ ତାଙ୍କୁ ଇଂଲଣ୍ଡର ରାଜଦୂତ ଭାବେ ଦାୟିତ୍ୱ ନେବାରେ ମୋତେ ଅତ୍ୟଧିକ ପ୍ରସନ୍ନତା ମିଳିବ ।

ରିସ୍ ଓ ମ୍ୟାକ୍‌ଡୁଗଲ୍ (Rees and McDougall) ଇମ୍ମ୍ୟୁନ ଉଣା ମୂଷା ଦେହରେ ଏରୋସଲ୍ଦ୍ୱାରା ଜୀବାଣୁ ପ୍ରବେଶ କରାଇ ରୋଗ କରେଇଥିବା ସମ୍ଭବ ହେବାରୁ ମାନବ ଦେହରେ ସେହି ଉପାୟରେ ହେବା ସମ୍ଭବ ବୋଲି ପ୍ରସ୍ତାବ ଦେଇଛନ୍ତି ।

propositioning's Usage Examples:

Lang finally infuriates Rocky by propositioning his wife Adrian in front of Rocky"s numerous fans and the television.


An Incroyable is shown propositioning a woman dressed a la sauvage 1807 caricature showing an exaggeratedly.


an African serving woman, Zanthia; more recklessly, he has also been propositioning Oriana, sister to Valletta, the Grand Master of the Order.


Lang finally infuriates Rocky by propositioning his wife Adrian in front of Rocky's numerous fans and the television media, and Rocky agrees to fight him.


Hyde later approaches her in the Doctor's library, crudely propositioning her and making taunting references to her relationship with her father.


When Hippolytus refused Phaedra"s advances, she falsely accused him of propositioning her.


lovers, either a discussion of a betrothal or, more likely, a customer propositioning a prostitute in a brothel.


Canter apologized for inappropriately propositioning danah boyd for a threesome with his wife early in her career, considering his reputation in Silicon Valley.


He arrives at the same hotel and after propositioning a girl outside, enters, falling over a man"s gout-bound leg at the reception.


The kinkier the better - he is not shy about propositioning any woman he meets.


Capsize were accused of sexual misconduct allegations, including sexually propositioning underage girls.


He is portrayed as obsessed with sex — the kinkier the better — and is not shy about propositioning every woman he meets,.


One of them is a part-time actor about to go on trial for propositioning a police officer.



Synonyms:

particular proposition, lemma, term, theorem, statement, universal, ratiocination, universal proposition, posit, postulate, converse, axiom, conclusion, negation, particular,

Antonyms:

careless, universal proposition, universal, particular proposition, particular,

propositioning's Meaning in Other Sites