<< proportionateness proportioned >>

proportionates Meaning in Odia (Oriya). ( proportionates ଶବ୍ଦର ଓଡିଆ ଅର୍ଥ)



ଅନୁପାତ,

Adjective:

ଆନୁପାତିକ |, ହରମୋନି |,

proportionates తెలుగు అర్థానికి ఉదాహరణ:

ଚର୍ବି ଓ ଗ୍ଲାଣ୍ଡ ଅନୁପାତ ବୟସ ଅନୁସାରେ, ଗର୍ଭାବସ୍ଥାରେ ଓ ସ୍ତନ୍ୟ ପାନ ସମୟରେ ଭିନ୍ନ ଭିନ୍ନ ହୁଏ ।

ଶୀତ ଦିନରେ କୁକୁଡ଼ା ଓ ଛେଳି ମାଂସରେ ସ୍ନେହସାର ଓ ଆଦ୍ରତାର ଅନୁପାତ ଭଲ ରହୁଥିବାରୁ, ଶୀତ ଦିନ ମାଂସ ଖାଇବାର ସବୁଠାରୁ ଭଲ ସମୟ ବୋଲି ପାର୍କ ହୋଟେଲ, କଲିକତାର ସେଫ ଶରତ ଦିୱାନଙ୍କ ମତ ।

୨୦୧୧ ମସିହାରେ ବନ୍ଧଡିହ ଗ୍ରାମର ସାକ୍ଷରତା ଅନୁପାତ ଓଡ଼ିଶାର ୭୨.୮୭% ତୁଳନାରେ ୮୦.୭୧% ଥିଲା ।

ପରେ ପରେ ମଣିଷର କ୍ରମୋନ୍ନତି ହୋଇ ହୋଇ|ଅନେକେ ଏବେ ଭାବୁଛନ୍ତି ଦିନ ଆସିବ ଯେତେବେଳେ ମଣିଷର ଦେହ ଅନୁପାତରେ ତା’ର ମୁଣ୍ଡ ଆହୁରି ବଢ଼ି ବଢ଼ି ଯିବ ।

| ରାଜନୀତିରେ ମହିଳା |ରାଜନୀତି କ୍ଷତ୍ରରେ ଭାରତରେ ବିଶ୍ୱର ଅନ୍ୟ ଦେଶମାନଙ୍କ ତୁଳନାରେ ସର୍ବାଧିକ ଅନୁପାତରେ ମହିଳା ଉଚ୍ଛପଦରେ ଅବସ୍ଥାପିତ ହେଇଛନ୍ତି ।

ଜୋସେଫ୍ ଲୁଇ ପ୍ରୌଷ୍ଟ ମୌଳିକ ବସ୍ତୁର ପରମାଣୁମାନେ ସ୍ଥିର ଅନୁପାତିକ ସିଦ୍ଧାନ୍ତ (ଈଂରାଜୀରେ law of definite proportions) ଯୋଗୁଁ ଏପରି ଯୌଗିକ ପଦାର୍ଥ ଗଠନ କରନ୍ତି ବୋଲି ପ୍ରସ୍ତାବ ଦେଇଥିଲେ ।

ରୋଗୀର ଲକ୍ଷଣ ଅନୁପାତରେ ଔଷଧ ଦିଆଯାଏ ।

ପୁରୁଷ ଓ ମହିଳା ଅନୁପାତ ୧୦୦୦ରେ ୮୮୩ ।

ପିଲାଙ୍କ କ୍ଷେତ୍ରରେ ବୟସ ଅନୁପାତରେ ପରସେଣ୍ଟାଇଲ ହିସାବ କରାଯାଏ ଓ ୫ ପରସେଣ୍ଟାଇଲରୁ କମ ହିସାବକୁ ନିଆଯାଏ ।

|\cos\theta_W* r \cos\theta \, |ଏଠାରେ r, ପ୍ରକୃତ କ୍ଷେତ୍ରଫଳ ଓ ପରିକଳ୍ପିତ କ୍ଷେତ୍ରଫଳ ମଧ୍ଯର ଅନୁପାତ

କୌଣସି ବୃତ୍ତର ପରିଧି ଓ ବ୍ୟାସର ଅନୁପାତ ହେଉଛି ଏକ ସ୍ତିରାଙ୍କ।

ଏହା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଯେଉଁଥିରେ ରାଜ୍ୟ ଓ କେନ୍ଦ୍ରର ୨:୧ ଅନୁପାତରେ ମୂଳଧନ ଅଛି ।

proportionates's Usage Examples:

] In the first step, the halogen dis-proportionates in the presence of hydroxide to give the halide and hypohalite.



proportionates's Meaning in Other Sites