propagandizing Meaning in Odia (Oriya). ( propagandizing ଶବ୍ଦର ଓଡିଆ ଅର୍ଥ)
ପ୍ରଚାର ପ୍ରସାର,
ପଦୋନ୍ନତି ବିଷୟ |,
People Also Search:
propagatepropagated
propagates
propagating
propagation
propagations
propagative
propagator
propagators
propagule
propale
propaled
propales
propane
propanol
propagandizing తెలుగు అర్థానికి ఉదాహరణ:
ଷଷ୍ଠ ଆନ୍ତର୍ଜାତୀୟ ବିଧବା ଦିବସ ବେଳକୁ ଏହାର ପ୍ରଚାର ପ୍ରସାର ବୃଦ୍ଧି ହୋଇ ଏହା ଶ୍ରୀଲଙ୍କା, ଯୁକ୍ତରାଷ୍ଟ୍ର, ନେପାଳ, ସିରିୟା, କେନିଆ, ଭାରତ, ବାଙ୍ଗଲାଦେଶ, ଦ଼କ୍ଷିଣ ଆଫ୍ରିକା ଇତ୍ୟାଦି ଦେଶରେ ପାଲିତ ହୋଇଛି ।
| ରାହାସ |ଚଳଚ୍ଚିତ୍ର ନିର୍ମାଣରେ ପାଦଦେବା ଆଗରୁ ସେ ରାସ ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ ଓ କଳା ସଂସ୍କୃତିକୁ ପ୍ରଚାର ପ୍ରସାର କରିଥିଲେ ।
ଏହା ଓଡ଼ିଶାରେ ଉର୍ଦ୍ଦୁ ଭାଷାର ପ୍ରଚାର ପ୍ରସାର ଓ ଲୋକପ୍ରି୍ୟତା ପାଇଁ କାର୍ଯ୍ୟ କରିଥାଏ ।
ତାଙ୍କର ନାତି ଯିଏ କି ସମ୍ରାଟ ଅଶୋକ ନାମରେ ସାରା ବିଶ୍ୱରେ ପରିଚିତ ସେ ଏକ ଐତିହାସିକ ସ୍ତମ୍ବ ସ୍ଥାପନ କରିଥିଲେ ଏବଂ ସେ ଭାରତରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ ଅନେକ ଉଲେଖନୀୟ କାର୍ଯ୍ୟ କରିଥିଲେ ।
ଓଡ଼ିଶାର ବିଭିନ୍ନ ସ୍ଥାନରେ ବ୍ୟଙ୍ଗ କବି ସମ୍ମିଳନୀ ଏବଂ "ମହାକୁମ୍ଭ ହାସ୍ୟମେଳା" ଆଦି ମାଧ୍ୟମରେ ସେ ବ୍ୟଙ୍ଗସାହିତ୍ୟର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିଛନ୍ତି ।
ବର୍ତ୍ତମାନ,ସେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି ଏବଂ ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ନିମନ୍ତେ ଚେଷ୍ଟିତ ରହିଛନ୍ତି ।
ଆଉ ଏହି ଉତ୍ସବରେ କଟକର ପ୍ରସିଦ୍ଧ ଦହିବରା ଆଲୁଦମ୍ ବ୍ୟଞ୍ଜନଟି ଏତେ ମାତ୍ରାରେ ପ୍ରଚାର ପ୍ରସାର ହୁଏ ଅଂଶଗ୍ରହଣକାରୀଙ୍କ ମନରେ ପ୍ରତିୟମାନ ହୁଏ ଯେ, କେବଳ ଏଥିନିମନ୍ତେ ଉତ୍ସବଟି ଆୟୋଜିତ ହେଇଅଛି ।
|ପ୍ରସିଦ୍ଧ ଓଡ଼ିଆ କବି ଭୀମ ଭୋଇ ଏହି ଧର୍ମର ପ୍ରଚାର ପ୍ରସାର ପାଇଁ ଏଠାରେ ସାହିତ୍ୟ ସାଧନା କରିଥିଲେ।
ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ତଥା ଆନ୍ତର୍ଜାତୀକ ସ୍ତରରେ ଏହାର ପ୍ରଚାର ପ୍ରସାର ପାଇଁ ତାଙ୍କ ଅବଦାନ ଥିଲା ।
|ଜୀବଦ୍ଦଶାରେ ସେ ଭୁବନେଶ୍ୱର ଡ୍ୟାନ୍ସ ଏକାଡେମୀ, କୋଣାର୍କ ନାଟ୍ୟ ମଣ୍ଡପ, ବ୍ରହ୍ମଗିରୀର ଚନ୍ଦ୍ରଶେଖର କଳାମନ୍ଦିର ପ୍ରଭୃତି ପ୍ରତିଷ୍ଠା କରାଇ ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ପାଇଁ ଅହରହ ଚେଷ୍ଟା କରିଥିଲେ ।
ବ୍ୟାବସାୟିକ ଓ ଅତ୍ୟଧିକ ପର୍ଯ୍ୟଟନରୁ ଦୂରେଇ ରହିବା, ପର୍ଯ୍ୟଟକମାନଙ୍କୁ ଉନ୍ନତମାନର ଆବାସସ୍ଥଳୀ ଓ ସେବା ଯୋଗାଇଦେବାଦ୍ୱାରା କାମ୍ବୋଡିଆର ସରକାରଙ୍କୁ ଅର୍ଥନୈତିକ ଲାଭ ମିଳିବା ସହିତ କାମ୍ବୋଡିଆର ସଂସ୍କୃତିର ପ୍ରଚାର ପ୍ରସାର ମଧ୍ୟ ହୋଇଥାଏ ।
|ଦେବଗଡ଼ ଜିଲ୍ଲା|ଉତ୍ସବ ପ୍ରଧାନପାଟ|ଦେବଗଡ଼ଜିଲ୍ଲା ମାନ୍ୟତା ପାଇବା ପରେ ୧୯୯୪ମସିହାରେ ତତ୍କାଳୀନ ଜିଲ୍ଲାପାଳ ମନୋଜ ଆହୁଜା ପ୍ରଧାନପାଟ ପର୍ଯ୍ୟଟନ ସ୍ଥଳୀର ବିକାଶ ଏବଂ ଏହାର ପ୍ରଚାର ପ୍ରସାର ସାଙ୍ଗକୁ ସଂରକ୍ଷିତ ପ୍ରଧାନପାଟ ଜଙ୍ଗଲର ସୁରକ୍ଷା ଓ ସ୍ଥାନୀୟ କଳାକାର, ପଡ଼ୋଶୀ କଳାକାରଙ୍କ ମଧ୍ୟରେ ସମ୍ପର୍କ ପ୍ରତିଷ୍ଠା ଲକ୍ଷ୍ୟ ନେଇ ଏହି ଉତ୍ସବ ଆରମ୍ଭ କରିଥିଲେ ।
ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ଉପଲବ୍ଧି କରି ଲୋକ ଶିକ୍ଷା ଉଦ୍ଦେଶ୍ୟରେ ଗାଁ ଲୋକଙ୍କ କଥା, ନାରୀର ଆଇନଗତ ଅଧିକାର ଆଦି ବିଷୟରେ ଛୋଟଛୋଟ ପୁସ୍ତକ ରଚନା କରି ତାହାର ପ୍ରଚାର ପ୍ରସାର କରିଥିଲେ ।
propagandizing's Usage Examples:
for a person perceived as propagandizing for a cause without fully comprehending the cause"s goals, and who is cynically used by the cause"s leaders.
cyberspace as an emerging research frontier" and his 1999 paper on "propagandizing pederasty.
guilty of "disruption of public order, failure to obey police orders and propagandizing against the Islamic regime.
of "motion pictures that played a role in fueling the Red Scare, in propagandizing the threat of Communism and in a few rare and rather veiled cases, in.
United Kingdom to prevent "Communist entryism" through blacklisting propagandizing persons and organisations The broad prohibitions of Jewish cultural.
jargon, a useful idiot is a derogatory term for a person perceived as propagandizing for a cause without fully comprehending the cause"s goals, and who is.
In political jargon, a useful idiot is a derogatory term for a person perceived as propagandizing for a cause without fully comprehending the cause"s.
“liberation songs" and used this music to “do my teaching and preaching, my propagandizing.
In political jargon, a useful idiot is a derogatory term for a person perceived as propagandizing for a cause without fully comprehending the cause"s goals.
He later was sent again to prison for propagandizing against the indivisibility of the state in the year 1998.
instigation, politics, intense productivity, anonymity and relentless propagandizing” [1][2][permanent dead link].
represented an amalgam of the eight-hour philosophy that Steward had been propagandizing, and the industrial unionism of McDonnell and Sorge.
War Red Scare, which consisted of "motion pictures that played a role in fueling the Red Scare, in propagandizing the threat of Communism and in a few rare.
Synonyms:
tell, propagandise,
Antonyms:
demote, stay, associate,