propagator Meaning in Odia (Oriya). ( propagator ଶବ୍ଦର ଓଡିଆ ଅର୍ଥ)
ପ୍ରଚାରକ,
Noun:
ପ୍ରଚାରକ,
People Also Search:
propagatorspropagule
propale
propaled
propales
propane
propanol
proparoxytone
propel
propellant
propellants
propelled
propellent
propellents
propeller
propagator తెలుగు అర్థానికి ఉదాహరణ:
| ଆଧାର |ଚିକିତ୍ସା ବିଜ୍ଞାନ ଗ୍ରାହାମ ଷ୍ଟେନ୍ସ (୧୯୪୧ – ୨୩ ଜାନୁଆରି ୧୯୯୯) ଜଣେ ଅଷ୍ଟ୍ରେଲିୟ ଖ୍ରୀଷ୍ଠ ଧର୍ମ ପ୍ରଚାରକ ଥିଲେ ।
ଜେମସ୍ ଏଡୱାର୍ଡ୍ କର୍ବେଟ୍ (୨୫ ଜୁଲାଇ ୧୮୭୫ – ୧୯ ଅପ୍ରେଲ୍ ୧୯୫୫) ଜଣେ ବ୍ରିଟିଶ୍ ଭାରତୀୟ ଶିକାରୀ, ପ୍ରକୃତିପ୍ରେମୀ, ଲେଖକ ଓ ପରବର୍ତ୍ତୀ ସମୟରେ ବ୍ୟାଘ୍ର ସଂରକ୍ଷଣ ବାର୍ତ୍ତାର ପ୍ରଚାରକ ।
ସେମାନେ ହେଲେ ଆଚାର୍ଯ୍ୟ, ପ୍ରଚାରକ, ବ୍ରହ୍ମା, ଚରୁ, ସମିଦ୍ଧ, ନ୍ୟାସାଚାର୍ଯ୍ୟ, ମଣ୍ଡଳାଚାର୍ଯ୍ୟ, ପୁସ୍ତକାଚାର୍ଯ୍ୟ, ଚାରିଦ୍ୱାରରେ ଚାରିବେଦ ପାଇଁ ହୋତ୍ରୀ, ଅଗ୍ନିରକ୍ଷକ, ଜ୍ୟୋତିଷ ଓ ତାପକ ।
ଜଣେ ହିନ୍ଦୁତ୍ୱର ପ୍ରଚାରକ ଭାବେ ସେ ତାଙ୍କ ଦଳକୁ ୧୧ ଅଗଷ୍ଟ ୨୦୧୩ ତାଙ୍କ ଦଳକୁ ଭାରତୀୟ ଜନତା ପାର୍ଟି ସହ ମିଶାଇ ଦେଇଥିଲେ ।
୧୯୧୮ ମସିହାରେ ତାମିଲନାଡ଼ୁଠାରେ ମୋହନ ଦାସ ଗାନ୍ଧୀଙ୍କଦ୍ୱାରା ସ୍ଥାପିତ ଦକ୍ଷିଣ ଭାରତ ହିନ୍ଦୀ ପ୍ରଚାର ସଭାର ସେ ପ୍ରଥମ ପ୍ରଚାରକ ଥିଲେ ।
ବର୍ତ୍ତମାନ ନାଗାର୍ଜୁନ ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ କଲ୍ୟାଣ ଜୁଏଲାର୍ସର ପ୍ରଚାରକ ଅଟନ୍ତି ।
|ଆଧାର|ଭାରତୀୟ ଧର୍ମ ପ୍ରଚାରକ|୧୨୩୮ ଜନ୍ମ|୧୩୧୭ ମୃତ୍ୟୁ ଉଦ୍ଭିଦ ଜୀବ ଜଗତର ଏକ ବଡ଼ ଗୋଷ୍ଠୀ, ଏମାନେ ସାଧାରଣତଃ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ସାହାଯ୍ୟ୍ରେ ଶର୍କରା ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାଆନ୍ତି | ପ୍ରାୟ ୩୫୦,୦୦୦ ପ୍ରକାରର ଉଦ୍ଭିଦ ଅଛନ୍ତି ବୋଲି ଧାରଣା କରାଯାଏ ।
|ବିଜ୍ଞାପନ ଏବଂ ମୁଖ୍ୟ ପ୍ରଚାରକ|ଚିତ୍ରଙ୍ଗଦା ଏୟାରଟେଲ, ପାରାଚ୍ୟୁଟ୍, ପୁମା, ବୋର୍ଗେଜ୍ ଅଲିଭ୍ ଅଏଲ୍, ଗ୍ରାନିୟର୍, ଅଲିଭା କ୍ରାକର୍ସ, ତାଜ୍ ମହଲ୍ ଚାହା ଏବଂ ଜୋୟାଲୁକ୍କ୍ସ୍ ଗହଣା ଆଦିର ବିଜ୍ଞାପନ ପାଇଁ ମୁଖ୍ୟ ପ୍ରଚାରକ ଭାବରେ କାର୍ଯ୍ୟ କରିଥିଲେ ।
ଅବସର ପ୍ରାପ୍ତ ପ୍ରଶାସକ ତଥା ଜଗନ୍ନାଥ ସଂସ୍କୃତିର ପ୍ରଚାରକ ରବୀନ୍ଦ୍ର ନାରାୟଣ ଓ ନାଲକୋର ବରିଷ୍ଠ ଅଧିକାରୀ ଦେବୀପ୍ରସାଦ ତାଙ୍କର ଅନ୍ୟ ଦୁଇ ଭ୍ରାତା ଅଟନ୍ତି ।
ଅନେକ ଇସଲାମୀୟ ଧର୍ମଗୁରୁ ଓ ପ୍ରଚାରକଙ୍କ କବର ସହ ୧୭୮୧ରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସାଧୁ ସହୀଦ ପାଣୀଙ୍କ କବର ମଧ୍ୟ ଏଠାରେ ରହିଛି ।
୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଜ୍ୟ ନିର୍ବାଚନ କମିଶନର୍ଙ୍କଦ୍ୱାରା ଭୋଟ ପାଇଁ ସଚେତନତା କାର୍ଯ୍ୟକ୍ରମର ଜଣେ ପ୍ରଚାରକ ଭାବରେ ମନୋନୀତ ହୋଇଥିଲେ ।
propagator's Usage Examples:
In connection with an exact structure analysis for gauge theory propagators, undertaken by Oehme in collaboration with Wolfhart Zimmermann, he obtained.
In quantum field theory, Green"s functions take the roles of propagators.
Thus, the pattern is better referred to as a "linear propagator", or spaceship.
infinitely small checkerboard squares the sum of all weighted paths yields a propagator that satisfies the one-dimensional Dirac equation.
Another common, and powerful, approach is the propagator matrix method (also called the matricant approach).
The ghost propagator is also modified and, at one-loop order, displays a behavior \propto 1/k^4.
In classical mechanics, the propagators are functions that operate on the phase space of.
If this operator is always positive definite, the ghost propagator cannot have poles "mdash; which is called the no-pole condition.
In a theory where the only field is the Dirac field, the Feynman propagator reads ⟨ 0 | T ( ψ ( x ) ψ ¯ ( 0 ) ) | 0 ⟩ i S F ( x ) ∫ d 4 p ( 2.
tubers and rhizomes Striking or cuttings Twin-scaling Offsets A heated propagator is a horticultural device to maintain a warm and damp environment for.
The free-field part of the Lagrangian density determines the Feynman propagators, whereas the rest determines the vertices.
Pope Gregory VII referred to him as an amator justitiae, lover of justice; defensor pauperum, defender of the poor; and propagator.
useful for making manifest the particle aspect of the propagator, and for symmetrizing denominators of loop diagrams.
Synonyms:
phytologist, plant scientist, botanist,