programers Meaning in Odia (Oriya). ( programers ଶବ୍ଦର ଓଡିଆ ଅର୍ଥ)
ପ୍ରୋଗ୍ରାମ୍,
Noun:
ପ୍ରୋଗ୍ରାମରରୁ,
People Also Search:
programingprogramma
programmable
programmables
programmatic
programme
programme music
programmed
programmed cell death
programmer
programmers
programmes
programming
programming error
programming language
programers తెలుగు అర్థానికి ఉదాహరణ:
ମୁଳତଃ ଏହା ଏକ ପ୍ରୋଗ୍ରାମିଂ ଲିପି, ଅର୍ଥାତ ଏଥିରେ ଲିଖିତ ପ୍ରୋଗ୍ରାମ୍କୁ ବ୍ୟବହାର କରିବା ପୂର୍ବରୁ କଂପାଇଲ୍ (compile) କରିବାର ଆବଶ୍ୟକତା ନଥାଏ।
ଏହା ପରେ ସେହି ଚିହ୍ନିତ ପ୍ରୋଗ୍ରାମ୍ଟିକୁ ମେମୋରୀରେ ଲୋଡ଼୍ କରାଯାଇ ଏହାକୁ ରନ୍ କରାଯାଏ ।
|ଇନ୍ଟରପ୍ରେଟର ପର୍ଯ୍ୟବେଷିତ ପ୍ରୋଗ୍ରାମିଂ ଲିପି: ସି (C) ବା C++ ପରି ଏଥିରେ ଲିଖିତ ପ୍ରୋଗ୍ରାମ୍କୁ ବ୍ୟବହାର କରିବା ପୂର୍ବରୁ କଂପାଇଲ୍ (compile) କରିବାର ଆବଶ୍ୟକତା ନଥାଏ।
ସ୍କ୍ରିପ୍ଟ୍ ହେଉଛି ଏକ ସର୍ଭର୍ ସାଇଟ୍ ପ୍ରୋଗ୍ରାମ୍ ।
କିନ୍ତୁ ଆବଶ୍ୟକତା ସ୍ଥଳେ ପ୍ରୋଗ୍ରାମ୍କୁ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିପାରିବା ଭଳି ଏକ୍ସେକ୍ୟୁଟେବଲ୍ ଭାବେ ପ୍ୟାକ୍ କରାଯାଇପାରେ।
ଗୋଟିଏ ଉନ୍ନତମାନର ପ୍ରୋଗ୍ରାମ୍ ବା ଫଙ୍କ୍ସନ୍ ଦିଆଯାଇଥିବା ସବୁ ଇନ୍ପୁଟ୍କୁ ଭଲଭାବେ ପରୀକ୍ଷା କରିସାରିବା ପରେ, କୌଣସି ଇନ୍ପୁଟ୍ ଦିଆଯାଇ ନ ଥିଲେ କିମ୍ବା କୌଣସି ଇନ୍ପୁଟ୍ ଭୁଲ୍ ଥିଲେ ଏରର୍ ମେସେଜ୍ ଦେଖାଇଥାଏ ।
ସେ ଏହି ଯନ୍ତ୍ରରେ ନିଜର ପ୍ରଥମ କମ୍ପ୍ୟୁଟର ପ୍ରୋଗ୍ରାମ୍ କରିଥିଲେ ଯାହାକି ବ୍ୟବାହାରକାରୀକୁ କମ୍ପ୍ୟୁଟର୍ ବିପକ୍ଷରେ ଛକି ଶୁନ ଖେଳିବାକୁ ଅନୁମତି ଦେଇଥାଏ ।
ସେ ବଙ୍ଗଳାଦେଶର ପ୍ରୋଗ୍ରାମ୍ ପ୍ରଡୁସର୍ସ୍ ଆସୋସିଏସନ୍ ଏବଂ ଅଭିନୟଶିଳ୍ପୀ ସଙ୍ଘ ପକ୍ଷରୁ ମଧ୍ୟ ବାସନ୍ଦ ହୋଇଥିଲେ ।
ଅନ୍ୟ ପ୍ରକାରରେ କହିଲେ, ଗୋଟିଏ କମ୍ପ୍ୟୁଟର୍ ପ୍ରୋଗ୍ରାମ୍କୁ କୌଣସି ଡାଟା ଦିଆ ନ ଗଲେ ପ୍ରୋଗ୍ରାମ୍ଟି କୌଣସି ଫଳ ବା ରେଜଲ୍ଟ୍ ଦିଏ ନାହିଁ ବୋଲି ଏହି ଶବ୍ଦଟି ଦର୍ଶାଇଥାଏ ।
କ୍ଲାଇଣ୍ଟ୍ ଡାଇନାମିକ୍ URL ମାଧ୍ୟମରେ କୌଣସି ରେକ୍ୱେଷ୍ଟ୍ ପଠାଇଲେ ସେହି ରିକ୍ୱେଷ୍ଟ୍ର ପରିଣାମ ସ୍ୱରୂପ ସର୍ଭର୍ର ହାର୍ଡ଼ ଡିସ୍କ୍ରେ ଥିବା ଆବଶ୍ୟକୀୟ ସ୍କ୍ରିପ୍ଟ୍ ବା ପ୍ରୋଗ୍ରାମ୍ଟିକୁ ଚିହ୍ନିତ କରାଯାଏ ।