<< programmes programming error >>

programming Meaning in Odia (Oriya). ( programming ଶବ୍ଦର ଓଡିଆ ଅର୍ଥ)



ପ୍ରୋଗ୍ରାମିଂ,

Noun:

ପ୍ରୋଗ୍ରାମିଂ,

programming తెలుగు అర్థానికి ఉదాహరణ:

|୧୯୧୯ରେ ହୀରାଖଣ୍ଡରେ ପ୍ରକାଶିତ ତାଙ୍କ ଜୀବନୀରୁ ଉଦ୍ଧୃତ :| | ଆଧାର |ଓଡ଼ିଶାର ଲୋକ ସି ପ୍ରୋଗ୍ରାମିଂ ଭାଷା(C Programming Language) ଏକ ଉଚ୍ଚ ସ୍ତରିୟ ପ୍ରୋଗ୍ରାମିଂ ଭାଷା ଯାହାର ପ୍ରାଥମିକ ବିକାସ ଡେନିସ ରୀଚିଦ୍ୱାରା ୧୯୬୯ ଏବଂ ୧୯୭୩ ମଧ୍ୟରେ ବେଲ ପ୍ରୟଗଶାଳାରେ କରାଯାଇଥିଲା।

ମୁଳତଃ ଏହା ଏକ ପ୍ରୋଗ୍ରାମିଂ ଲିପି, ଅର୍ଥାତ ଏଥିରେ ଲିଖିତ ପ୍ରୋଗ୍ରାମ୍କୁ ବ୍ୟବହାର କରିବା ପୂର୍ବରୁ କଂପାଇଲ୍ (compile) କରିବାର ଆବଶ୍ୟକତା ନଥାଏ।

|ବର୍ତ୍ତମାନ କମ୍ପ୍ୟୁଟର ବିଜ୍ଞାନରେ ପାଠପଢ଼ା ଓ ଗବେଷଣା କ୍ଷେତ୍ରରେ ବ୍ୟବହାର ହେଉଥିବା ବିଭିନ୍ନ ବିଭାଗଗୁଡ଼ିକ ହେଉଛି ଡିଜାଇନ(Design), ପ୍ରୋଗ୍ରାମିଂ(programming), ଟେଷ୍ଟିଙ୍ଗ(Testing),ବୈଧତା(Verification), ବିନିଦେଶ (Specification) ଓ ଉପଯୋଗୀତା (Implementation) ।

MATLAB ଏକ weakly typed ପ୍ରୋଗ୍ରାମିଂ ଭାଷା ଅଟେ କାରଣ types ଗୁଡ଼ିକ ଅନ୍ତର୍ନିହିତ (implicitly) ଭାବେ convert ହେଇଥାନ୍ତି ।

| ଆଧାର | ଆଧାର |୧୯୨୩ ଜନ୍ମ|୨୦୧୪ ମୃତ୍ୟୁ|୯ମ ଓଡ଼ିଶା ବିଧାନ ସଭାର ସଭ୍ୟ|ଓଡ଼ିଶାର ଲୋକ|୧୦ମ ଓଡ଼ିଶା ବିଧାନ ସଭାର ସଭ୍ୟ ଲୁଆ ( , from lua meaning moon; explicitly not "LUA") ଏକ lightweight ପ୍ରୋଗ୍ରାମିଂ ଭାଷା ଅଟେ ।

ସେ ତାଙ୍କର ପୁସ୍ତକ ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍‌ସ, ଏ କପ୍ ଅପ୍ଟି ୱିଥ ଲାଇଫ୍, ଇ-କମର୍ସ ଏବଂ ଏଣ୍ଟରପ୍ରାଇଜ୍ ରିସୋର୍ସ ପ୍ଲାନିଂ, ବେସିକ ଜାଭା ପ୍ରୋଗ୍ରାମିଂ ଇତ୍ୟାଦି ପାଇଁ ଜଣାଶୁଣା।

|ସହଜ ଶିକ୍ଷଣ: ପାଇଥନ୍ ଶିଖିବା ବହୁତ ସହଜ ହୋଇଥିବାରୁ ଏହାକୁ ଅନେକ ପ୍ରୋଗ୍ରାମର୍ ଏହାକୁ ପ୍ରଥମ ପ୍ରୋଗ୍ରାମିଂ ଭାଷା ଭାବେ ବ୍ୟବହାର କରିଥାନ୍ତି।

|ଅନ୍ୟ ପ୍ରୋଗ୍ରାମିଂ ଭାଷାରେ କୋଡ୍-ବ୍ଲକ୍କୁ କୁଟୀଳ ବନ୍ଧନୀ ( {} )ରେ ଲେଖାଯାଉଥିବା ବେଳେ, ପାଇଥନ୍‌ରେ ୱାଇଟ୍ ସ୍ପେସ୍ (white space)ର ବ୍ୟବହାର କରଯାଏ।

programming's Usage Examples:

9's HD2 subchannel, which has since been replaced with an HD relay of sister AM station WJYI, which has a Christian/brokered programming format.


Current programmingLocal personality Slats (Tim Guinane) hosts the weekday morning show; WNCX personalities Bill Louis, Paula Balish, and Joe Czekaj host the midday, afternoon, and evening shifts, respectively.


Later its broadcasts were expanded to include adult learning, community-interest and ethnic programming.


Over the station's history as an independent, KTVU's programming schedule consisted mainly of syndicated off-network series, movies, talk shows and religious programs, as well as a sizeable amount of locally produced news, sports, talk and public affairs programming.


AwardsThe World has won over a dozen awards for its programming, including:2008:* National RTNDA/UNITY Award for ongoing commitment to covering the cultural diversity of the communities they serve.


Common kinds of compositions are objects used in object-oriented programming, tagged unions, sets, sequences, and various graph structures.


KOCE completed the move to UHF 18 on the morning of June 19, 2018, with all five programming streams appearing in the virtual channel table with the same numbering.


programming per month, arranged into four (previously six) "programming buckets", often centered on a specific theme.


The memo went on to assert that the changes were not related to pandemic-related budget shortfalls that have necessitated staff and programming cuts at WBUR, and that the same number of staff would produce the single hour of On Point as currently produce two hours.



Synonyms:

planning, programing, scheduling,

programming's Meaning in Other Sites