presumptuousness Meaning in Odia (Oriya). ( presumptuousness ଶବ୍ଦର ଓଡିଆ ଅର୍ଥ)
ଅହଂକାର,
ଗର୍ବ,
People Also Search:
presupposepresupposed
presupposes
presupposing
presupposition
presuppositions
presurmise
preteen
preteens
preteite
pretence
pretences
pretend
pretendant
pretended
presumptuousness తెలుగు అర్థానికి ఉదాహరణ:
ସହଦେବଙ୍କୁ ତାଙ୍କର ନିଜସ୍ୱ ପ୍ରଜ୍ଞା ଏବଂ ଆଧ୍ୟାତ୍ମିକ ଜ୍ଞାନ ବିଷୟରେ ଅହଂକାର ବ୍ୟତୀତ ପ୍ରତ୍ୟେକ କ୍ଷେତ୍ରରେ ନମ୍ର, ଧୈର୍ଯ୍ୟବାନ ଏବଂ ଗୁଣବାନ୍ ବୋଲି କୁହାଯାଏ ।
|ତୃତୀୟ - ଅହଂକାର ବା 'ଅହଂବୁଦ୍ଧି' ||ଚତୁର୍ଥ - ଚିତ୍ତ : ଏହି ଉପାଦାନଦ୍ୱାରା ଆମର ସମସ୍ତ ବୃତ୍ତି କ୍ରିୟା କରୁଛି; ମନର ଭିତ୍ତିସ୍ଥଳ ସକଳ ବୃତ୍ତିର ଆଧାରସ୍ୱରୂପ ।
ଧନୀମାନଙ୍କର ଅହଂକାର ଭଙ୍ଗ କରିବା ପାଇଁ ଦୀନହୀନଜନଙ୍କ ପାଇଁ ପ୍ରତିଦିନ ଶ୍ରୀମନ୍ଦିରରେ ଖୋଲା ଦର୍ଶନ ସାହାଣମେଲା ଭବାରେ ପାଳନ କରାଯାଏ ।
ତାଙ୍କର ଆଶୀର୍ବାଦରୁ ଅନେକ ଲୋକ କଠିନ ରୋଗରୁ ଆରୋଗ୍ୟ ଲାଭ କରୁଥିଲେ; କିନ୍ତୁ ଏ ସବୁଥିରେ ତାଙ୍କର ବିନ୍ଦୁମାତ୍ର ଅହଂକାର ନ ଥିଲା ।
ଭଗବାନ ଶିବଙ୍କ କୃପାରୁ ପାଇଥିବା ତାଙ୍କର ଶାରୀରିକ ଶକ୍ତିଦ୍ୱାରା ଅନ୍ଧ ହୋଇ ସେ ଗର୍ବୀ ତଥା ଅହଂକାରୀ ହୋଇଯାଇଥିଲା ।
ସେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଗୃହର ରକ୍ଷକ ଭାବେ ସେ ନିଜ ସ୍ଥିତିକୁ ନେଇ ଅହଂକାରୀ ହୋଇଗଲେ ।
ଯେତେବେଳେ ଦଶରଥ ରାମଙ୍କୁ ତାଙ୍କ ସିଂହାସନ ପ୍ରଦାନ କରିବାକୁ ଚାହିଲେ , କ୍ୟେକେୟୀ ମନ୍ଥରାର ଅହଂକାର ଓ ପ୍ରତିଶୋଧ ନେବାର ଇଚ୍ଛା ଯୋଗୁ ତାଙ୍କ ପ୍ରବର୍ତନାରେ ପଡି ତାଙ୍କ ନିଜ ପୁତ୍ର ଭରତଙ୍କୁ ରାଜଗାଦି ଦେବାକୁ ବର ମାଗିଲେ ଓ ରାମଙ୍କୁ ବନବାସ ପଠେଇବାକୁ କହିଲେ ।
ଗୁରୁ ଅର୍ଜନ ବିନମତ୍ରା ଉପରେ ଅଧିକ ଜୋର ଦେଇ ସହର ଠାରୁ କାମ ସ୍ଥରରେ ଏକ ମନ୍ଦିର ନିର୍ମାଣ କଲେ, କାରଣ ଗୁରୁଙ୍କୁ ସାକ୍ଷାତ ତଥା ଦର୍ଶନ କରିବା ପାଇଁ ମନ୍ଦିର ପରିସରରେ ପ୍ରବେଶ କରିବା ପୂର୍ବେ ମଣିଷର ଅହଂକାରକୁ ନଷ୍ଟ କରିବା ଆବଶ୍ୟକ ଥିଲା ।
|‘‘ନମଇ ନୃସିଂହ ଚରଣ|ଅନାଦି ପରମ କାରଣ’’|ଅହଂକାରୀ ହିରଣ୍ୟକଶିପୁ ନିଜର ତପଶକ୍ତିର ମଦରେ ନିଜକୁ ଭଗବାନ ବୋଲି ପ୍ରଚାର କରୁଥିଲା ଓ ଭଗବାନ ବିଷ୍ଣୁଙ୍କର ସେବକମାନଙ୍କୁ ନିର୍ଯ୍ୟାତିତ କରି ହତ୍ୟା କରୁଥିଲା।
ରାଣୀ ମନ୍ଦୋଦରୀ ରାମଙ୍କ ସଙ୍ଗେ ଶତ୍ରୁତା ନ କରିବା ପାଇଁଁ ବୁଝାଇବା ପରେ ମଧ୍ୟ ରାବଣର ଅହଂକାର ଗଲା ନାହିଁଁ ।
କଳିଯୁଗରେ ସଂସାରରୁ ପାପର ବିନାଶ ସହିତ ଗର୍ବ, ଅହଂକାର ଓ ଆସୁରିକ ପ୍ରବୃତିକୁ ବିନାଶ କରି ସତ୍ୟ-ଧର୍ମର ବାର୍ତ୍ତା ଦେଇଥା'ନ୍ତି ମା' ।
presumptuousness's Usage Examples:
deals with pride, which he divided into five branches: love of esteem, presumptuousness, vanity, ambition and arrogance.
Its teen-age inanities are not nearly so dull as its adult presumptuousness.
Varadharajan is annoyed and angry at Vasu"s presumptuousness and tells him to back off from the elections.
many say, Doctor Katharina(doctor being a demeaning term implying presumptuousness)” One of Katharina’s titles and occupations was that of a pamphleteer.
let us rejoice in our timid yet prosperous economy as opposed to the presumptuousness and decadent economy of the Anglo-Saxon races.
flavors such as "Pep O Mint" and "Wint O Green," and offset some of the presumptuousness of announcing the secret of life.
filthy lucre, disobedience to parents, anger, hate, covetousness, bearing false witness, inventing evil things, fleshliness, heresy, presumptuousness, abomination.
" She now experienced guilt at her earlier "presumptuousness and arrogance".
Being angered by Yan"s presumptuousness, the Jiajing Emperor longed for a sense of balance.
Garvey"s movement, including the lack of knowledge about Africa, the presumptuousness in making plans for future development and government in Africa without.
" The presumptuousness of Dryden"s proposal never occurred to him.
bearing false witness, inventing evil things, fleshliness, heresy, presumptuousness, abomination, insatiable appetite, instability, ignorance, self-will.
Overconfidence or presumptuousness is excessive belief in someone (or something) succeeding, without any.
Synonyms:
audaciousness, effrontery, uppishness, audacity, uppityness, assumption, presumption,
Antonyms:
timidity,