<< presupposing presuppositions >>

presupposition Meaning in Odia (Oriya). ( presupposition ଶବ୍ଦର ଓଡିଆ ଅର୍ଥ)



ଅନୁମାନ, ପୂର୍ବ ଧାରଣା,

Noun:

ପୂର୍ବ ଧାରଣା,

presupposition తెలుగు అర్థానికి ఉదాహరణ:

ପାନ୍ଥେରା ପ୍ରଜାତିଟି ଏସିଆରୁ ସୃଷ୍ଟି ହୋଇଥିବା ଓ ପରବର୍ତ୍ତୀ ସମୟରେ ଆଫ୍ରିକାକୁ ବିସ୍ତାର ଲାଭ କରିଥିବା ଅନୁମାନ କରାଯାଏ ।

ସେ ତାଙ୍କର ଉଦାହରଣ ଗୁଡ଼ିକରେ ବ୍ୟବ‌ହାର କରୁଥିବା ଶବ୍ଦାବଳୀରୁ ସେ ସମୟର ସାଂସ୍କୃତିକ ଏବଂ ଭୌଗୋଳିକ ସ୍ଥିତି ସମ୍ପର୍କରେ ସହଜରେ ଅନୁମାନ କରାଯାଇ ପାରେ।

ମିଶରୀୟ ବା ଭୂମଧ୍ୟ ସାଗରୀୟ ଅଞ୍ଚଳରୁ ଏହି ଶବ୍ଦ ଉଦ୍ଧୃତ ହୋଇଥାଇପାରେ ବୋଲି ଅନୁମାନ କରାଯାଇଛି ।

ଏହା ଏକ ବିରାଟ ବଡ଼ ତେଲ ଖଣି ଅଞ୍ଚଳ ହୋଇଥିବା ପ୍ରଥମେ ଅନୁମାନ କରାଯାଇଥିଲା ।

୨୦୧୭ ମସିହା ସୁଦ୍ଧା ଏକ ଅନୁମାନ ଅନୁଯାୟୀ ସମ୍ପ୍ରତ୍ତି ସମଗ୍ର ବିଶ୍ୱରେ ଦେଢ଼ କୋଟି ବିଟ କଏନର ପ୍ରଚଳନ ହେଉଛି ।

କେତେକ ଗବେଷକ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବୌଦ୍ଧ ପରମ୍ପରାରୁ ସୃଷ୍ଟି ହୋଇଛି ବୋଲି ଅନୁମାନ କରନ୍ତି ।

ଏମାନଙ୍କ ବସତି ସ୍ଥାନ ନିକଟରେ ବହୁ ପୋଡ଼ା ଶାମୁକା ଖୋଳପା ପଡ଼ିରହିଥିବା ଦେଖିବାକୁ ମିଳେ ଓ ଏଥିରୁ ଅନୁମାନ କରାଯାଏ ଯେ ଏମାନେ ଗେଣ୍ଡା, ଶାମୁକା, ଶଙ୍ଖ ପ୍ରଭୃତି ଅଧିକ ଖାଇଥାନ୍ତି ।

ପୂର୍ବେ ଗବେଷକମାନେ ଏହି ହ୍ରଦମାନଙ୍କ ଗଭୀରତା ସମ୍ପର୍କରେ ଯାହା ଅନୁମାନ କରିଥିଲେ, ଏଗୁଡ଼ିକ ପ୍ରକୃତରେ ତାହାଠାରୁ ଗଭୀରତର ।

ତେବେ ଉପକୂଳ ଓଡ଼ିଶାର ମୁଖ୍ୟ ଫସଲ ଧାନ ଓ ବହୁଳ ଭାବେ ଉତ୍ପାଦିତ ହେଉଥିବା ନଡ଼ିଆ ପାଇଁ ଏହି ବ୍ୟଞ୍ଜନର ଉଦ୍ଭବ ହେଇଥିବା ଅନୁମାନ କରାଯାଏ ।

ଏହା ସହିତ ଡିସେମ୍ବର ୨୦୧୦ ପର୍ଯ୍ୟନ୍ତ ଅନୁମାନିତ 1,019,859 ଘର ଗୁଡିକର ସଂଖ୍ୟା ଥିଲା ।

ଅରୁଣାଚଳ ପ୍ରଦେଶ ରାଜ୍ୟରେ ମଧ୍ୟ ଏମାନେ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଥିବାର ଅନୁମାନ କରାଯାଉଛି ।

ରୁଦ୍ରମା ଦେବୀ ୧୨୬୩ ମସିହାରେ ସମ୍ପୂର୍ଣ୍ଣ ଶାସନଭାର ନିଜ ହାତକୁ ନେଇଥିଲେ ବୋଲି ଅନୁମାନ କରାଯାଏ ।

ନିୟମିତ ବ୍ରଶ କରିବା ଏବଂ ଫ୍ଲସ୍ ଅନ୍ତର୍ଭୁକ୍ତ କରେ | କେତେକ କ୍ଷେତ୍ରରେ ଆଣ୍ଟିବାୟୋଟିକ୍ କିମ୍ବା ଦାନ୍ତର ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦିଆଯାଇପାରେ | ୨୦୧୫ ମସିହାରେ ବିଶ୍ୱରେ ୫୩୮ ନିୟୁତ ଲୋକ ପ୍ରଭାବିତ ହେବେ ବୋଲି ଅନୁମାନ କରାଯାଉଥିଲା।

presupposition's Usage Examples:

of presuppositions include: Jane no longer writes fiction.


also differ from presuppositions, whose truth is taken for granted.


The presupposition is a proposition that is presumed to be acceptable.


presuppositional triggers themselves are italicized, and the symbol » stands for "presupposes".


It claims that apart from presuppositions, one could not make sense of any human experience, and there can be.


Justifications The principle has been derived by various philosophical approaches, including:Argumentation ethics: some modern right-libertarian thinkers ground the non-aggression principle by an appeal to the necessary praxeological presuppositions of any ethical discourse, an argument pioneered by anarcho-capitalist scholar Hans Hermann Hoppe.


anaphora, but has since been applied widely to phenomena including presupposition, plurals, questions, discourse relations, and modality.


Anything less is a presupposition and therefore innately unreal.


The only way to get rid of the doublers is by violating one of the presuppositions of the theorem —for example:.


involving the presupposition of a proposition in one of the premises (see petitio principii).


Crucially, negation of an expression does not change its presuppositions: I want to do it again and I don't want to do it again both presuppose that the subject has done it already one or more times; My wife is pregnant and My wife is not pregnant both presuppose that the subject has a wife.


In epistemology, a presupposition relates to a belief system, or Weltanschauung, that is required for the argument to make sense.


reasonableness, and that that one standard is or ought to be taken from the presuppositions, methods, and logic of the natural sciences.



Synonyms:

supposal, supposition,

presupposition's Meaning in Other Sites