<< plastering plasters >>

plasterings Meaning in Odia (Oriya). ( plasterings ଶବ୍ଦର ଓଡିଆ ଅର୍ଥ)



ପ୍ଲାଷ୍ଟର,

ପ୍ଲାଷ୍ଟର ପ୍ରୟୋଗ |,

plasterings తెలుగు అర్థానికి ఉదాహరణ:

ଏହି ପାଦଚିହ୍ନ ଉପରେ ପ୍ଲାଷ୍ଟର୍ ଅଫ୍ ପ୍ୟାରିସ୍ ଢ଼ାଳି ତାହାର ଏକ ଛାଞ୍ଚ ପ୍ରସ୍ତୁତ କରି ରଖାଯାଏ ।

ଅସ୍ଥି ଭାଙ୍ଗିବା ପୂର୍ବରୁ ଯେପରି ଅବସ୍ଥାରେ ଥିଲା, ରକ୍ଷଣଶୀଳ ଚିକିତ୍ସା (ପ୍ଲାଷ୍ଟର/ ପଟି) ହେଉ ବା ଅପରେଶନଦ୍ୱାରା ହେଉ, ଭଗ୍ନ ଅସ୍ଥିକୁ ତାର ପ୍ରାକୃତିକ ଅବସ୍ଥାରେ ପୁନଃ ସଂସ୍ଥାପନ କରିବା ଚିକିତ୍ସକର କର୍ତ୍ତବ୍ୟ ।

ରିଡକ୍ସନ ପରେ ଆଘାତ ପ୍ରାପ୍ତ ଭଙ୍ଗା ସ୍ଥାନର ଅଙ୍ଗ ତଥା ତାହାର ଉପର ଓ ତଳ ଗଣ୍ଠିକୁ ସ୍ଥିର ରଖିବା ବା ହଲଚଲ୍ ନ ହେବା ନିମନ୍ତେ ପ୍ଲାଷ୍ଟର ତଥା ଫାଇବର୍ ଗ୍ଲାସର ପଟି ଲଗାଯାଏ ।

ଏଥିରେ ଧଳା ପଥର ଓ ପ୍ଲାଷ୍ଟର୍ ବ୍ୟବ‌ହାର କରାଯାଇଛି ।

କଞ୍ଚା ଅବସ୍ଥାରେ ଅଧିକ କେ୍ଲାରୋପ୍ଲାଷ୍ଟ ଚୋପାରେ ରହିଥିବା ବେଳେ ତାହା କ୍ରମଶଃ କ୍ରୋମୋପ୍ଲାଷ୍ଟରେ ରୂପାନ୍ତରିତ ହେବା ଫଳରେ ଆମ୍ବ ଚୋପା ବିଭିନ୍ନ ରଙ୍ଗ ଧାରଣ କରିଥାଏ ।

|ଆରୋଗ୍ୟ ସ‌ହାୟତା (Promote recovery): କ୍ଷତ ସ୍ଥାନରେ ଡ୍ରେସିଙ୍ଗ ଦେଇ ବା ହାଡ଼ ଭାଙ୍ଗିଥିଲେ ଏକ ସାହାଯ୍ୟକାରୀ ପ୍ଲାଷ୍ଟର ଦେଇ ଆରୋଗ୍ୟ କରିବାରେ ସାହାଯ୍ୟ କରିବା ଏହାର ଲକ୍ଷ ।

ଜଟିଳ ଅବସ୍ଥାରେ ଡାକ୍ତରୀ ସାହାଯ୍ୟ ପାଇବା ପୂର୍ବରୁ ପ୍ରାଥମିକ ସେବା ଉପଲବ୍‌ଧ କରେଇବା ଯେପରିକି ଆମ୍ବୁଲାନ୍ସ ଆସିବା ପୂର୍ବରୁ ହୃତ୍‌ପିଣ୍ଡ-ଫୁସଫୁସ ପୁନଃସ୍ଥାପନ (ସିପିଆର) କରିବା ଓ ଛୋଟ ଅବସ୍ଥାରେ ସମ୍ପୁର୍ଣ୍ଣ ଚିକିତ୍ସା କରିବା ଯେପରିକି କ୍ଷତ ଚିକିତ୍ସା ବା ହାଡ଼ ଭାଙ୍ଗିଥିଲେ ପ୍ଲାଷ୍ଟର ଲଗେଇବା ଇତ୍ୟାଦି କରିବାକୁ ହୁଏ ।

୧୮୭୧ ଖ୍ରୀଷ୍ଟାବ୍ଦର ଶେଷ ଆଡ଼କୁ ଏଚ. ଲୋକେଙ୍କଦ୍ୱାରା ପ୍ରସ୍ତୁତ ଏକ ଅବିକଳ ପ୍ଲାଷ୍ଟର ପ୍ରତିରୂପ ବର୍ତ୍ତମାନ ଭାରତୀୟ ସଂଗ୍ରହାଳୟ(ଇଣ୍ଡିଆନ ମ୍ୟୁଜିୟମ), କଲିକତାରେ ଶୋଭା ପାଉଛି।

plasterings's Usage Examples:

made of mud (adobe bricks) and wood covered with tiles and without any plasterings.


Busca, whose heraldic symbols have been found in some rooms, under later plasterings.



Synonyms:

covering, daubing, pargetting, pargeting, application, coating,

Antonyms:

natural object, artifact,

plasterings's Meaning in Other Sites