plasticises Meaning in Odia (Oriya). ( plasticises ଶବ୍ଦର ଓଡିଆ ଅର୍ଥ)
ପ୍ଲାଷ୍ଟିକ୍,
ଏକ ପ୍ଲାଷ୍ଟିକାଇଜର୍ ନ ଥିବାରୁ ଏପରି ପ୍ଲାଷ୍ଟିକ୍ ହୋଇଗଲା |,
People Also Search:
plasticisingplasticity
plasticize
plasticized
plasticizer
plasticizers
plasticizes
plasticizing
plastics
plastid
plastids
plastidule
plastique
plastral
plastron
plasticises తెలుగు అర్థానికి ఉదాహరణ:
|ପ୍ଲାଷ୍ଟିକ୍ ପ୍ରଦୂଷଣ : ପରିବେଶରେ ପ୍ଲାଷ୍ଟିକ୍ ଉତ୍ପାଦ ଏବଂ ଛୋଟ ଛୋଟ ପ୍ଲାଷ୍ଟିକ ଟୁକୁଡ଼ା ଜମା ହେବା ସହିତ ବନ୍ୟଜନ୍ତୁ, ବନ୍ୟଜନ୍ତୁ ବାସସ୍ଥାନ କିମ୍ବା ମଣିଷ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ।
ବ୍ୟବହୃତ ପ୍ଲାଷ୍ଟିକ୍ର ପୁନର୍ବ୍ୟବହାର କରି ପଲିଭିନାଇଲ୍ କ୍ଲୋରାଇଡ୍ (ପିଭିସି) ପରି ପଦାର୍ଥରୁ ମଧ୍ୟ ବର୍ତ୍ତମାନ ସମୟରେ ଗଛ ତିଆରି କରାଯାଉଛି ।
| ଉପଲବ୍ଧ ସୁବିଧା ସମୂହ |ଏହା ପ୍ଲାଷ୍ଟିକ୍ ଜାତୀୟ ଦ୍ରବ୍ୟର ଡିଜାଇନ , ପ୍ରସ୍ତୁତି ବିଧି , ନିର୍ମାଣରେ ବ୍ୟବହୃତ ଯନ୍ତ୍ରପାତି , ଗୁଣବତ୍ତାର ପରିକ୍ଷ୍ୟା ନିରୀକ୍ଷ୍ୟା ସବୁ କରିବା ପାଇଁ ଗୋଟିଏ ଜାଗାରେ ହେଇପାରିବା ପାଇଁ ଭାରତର ଏକମାତ୍ର ପ୍ରତିଷ୍ଠାନ ।
ଡଙ୍ଗାର ତଳ ପଟ ଦେଇ ପାଣି ପଶିବାର ସମ୍ଭାବନା ରହିଥାଏ, ତେଣୁ କୋରାକଲ୍ର ତଳ ପଟେ ଚମଡ଼ା ବା ପ୍ଲାଷ୍ଟିକ୍ ଜରିଦ୍ୱାରା ଆବୃତ୍ତ କରି ରଖାଯାଏ ।
ପ୍ଲାଷ୍ଟିକ୍ ପରି ପଦାର୍ଥର ପୁନର୍ଚକ୍ରଣ ବା ଜୈବବିଲୟ ହେବା ସମ୍ଭବପର ନୁହେଁ, ତଥାପି ପ୍ରାୟ ୧୦% କୃତ୍ରିମ କ୍ରିସ୍ମସ୍ ଗଛ ଭର୍ଜିନ୍ ସସ୍ପେନ୍ସନ୍ ପିଭିସି ରେଜିନ୍ରୁ ତିଆରି ହୁଏ ।
କାଚ ବା ପ୍ଲାଷ୍ଟିକ୍ ନିର୍ମିତ ପେଣ୍ଡୁ ଉପରେ ଆଲୋକ ପ୍ରତିଫଳନ ପାଇଁ ପତଳା ଧାତବ ପରସ୍ତ ଚଢ଼ାଯାଏ ଓ ଏହି ସବୁ ରଙ୍ଗୀନ୍ ପେଣ୍ଡୁ (Bauble) କ୍ରିସ୍ମସ୍ ଗଛକୁ ସଜାଇବାରେ ବ୍ୟବହୃତ ହୋଇଥାଏ ।
ପେଞ୍ଚ ଲୁହା, ଇସ୍ପାତ, ତମ୍ବା, କଂସା କିମ୍ବା ପ୍ଲାଷ୍ଟିକ୍ରେ ତିଆରି ହୋଇଥାଏ ।
ପ୍ରଦୁଷଣ ବୃଦ୍ଧି ହେଉଥିବାରୁ ହୋଗେନାକ୍କଲ୍ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପ୍ଲାଷ୍ଟିକ୍ର ବ୍ୟବହାର ପାଇଁ ଲୋକଙ୍କୁ ଉତ୍ସାହିତ କରାଯାଇନଥାଏ ।
ବଣରେ ରହୁଥିବା ଜନଜାତି ଲୋକଙ୍କ ଜୀବନଶୈଳୀ ପରିବର୍ତ୍ତିତ ହେଉଥିବାରୁ (ପ୍ଲାଷ୍ଟିକ୍, ବୈଦ୍ୟୁତିକ ଉପକରଣ ଇତ୍ୟାଦିର ବ୍ୟବହାର) ବାଘ ଓ ହାତୀଙ୍କ ଜୀବନ ତଥା ଅଧିବାସ ପ୍ରତି ବିପଦ ସୃଷ୍ଟି ହେଉଛି ।
ସମାନ ମାପର କିଛି ପାତିଆ ତିଆରି କରିବାପରେ ତାକୁ ଝୋଟ ଦଉଡ଼ି କିମ୍ବା ପ୍ଲାଷ୍ଟିକ୍ ଦଉଡ଼ି ଜରିଆରେ ପାଖକୁ ପାଖ କରି ବନ୍ଧାଯାଏ ଏବଂ କାହାଳୀ ଆକାର କରି ନିର୍ମାଣ କରାଯାଏ, ଯେମିତି ତଳ ପଟ ଅଧିକ ଓଡ଼ିଆରିଆ ରହୁଥିବ ଏବଂ ଉପର ପଟ ଅଣଓସାରିଆ ହେଉଥିବ ।
Synonyms:
change, plasticize, modify, alter,
Antonyms:
stiffen, decrease, tune, dissimilate, detransitivize,