plassey Meaning in Odia (Oriya). ( plassey ଶବ୍ଦର ଓଡିଆ ଅର୍ଥ)
ପ୍ଲାସି,
Noun:
ପାଲାଶିର |,
People Also Search:
plasteplaster
plaster cast
plaster of paris
plaster saint
plasterboard
plasterboards
plastered
plasterer
plasterers
plastering
plasterings
plasters
plasterwork
plastery
plassey తెలుగు అర్థానికి ఉదాహరణ:
ସମାନ ଲକ୍ଷଣ ପ୍ରକାଶ କରୁଥିବା ବ୍ରଙ୍କୋପଲମୋନାରୀ ଡିଶପ୍ଲାସିଆ ଓ ଓବଲିଟରେଟିଭ ବ୍ରୋଙ୍କାଇଟିସ ରୋଗ ସମ୍ଭାବନା ରହିପାରେ ।
ପ୍ରତିକ୍ରିୟା ସାଂଘାତିକ ହେଲେ ହୃଦ୍ଘାତ, ସ୍ଟ୍ରୋକ୍, ଅଧିକ କର୍କଟ ରୋଗ ବୃଦ୍ଧି ବା ଲୋହିତ ରକ୍ତ କଣିକା ଆପ୍ଲାସିଆ (pure red cell aplasia) ହୋଇପାରେ ।
|ଓଷ୍ଟିଓଆର୍ଥ୍ରାଇଟିସ, ରିଉମାଟଏଡ ଆର୍ଥ୍ରାଇଟିସ, ସ୍ପାଇନାକ ଟ୍ୟୁମର (spinal tumors), ଆଘାତ, ହାଡ଼ର ପାଜେଟ ଡିଜିଜ (Paget's disease of the bone), ସ୍କୋଲିଓସିସ, ସ୍ପୋଣ୍ଡିଲୋଲିସଥେସିସ (spondylolisthesis), ଆକଣ୍ଡ୍ରୋପ୍ଲାସିଆ ଭଳି ଜେନେଟିକ ରୋଗ ଥିବା କାରଣଯୋଗୁ ଏହି ରୋଗ ସୃଷ୍ଟି ହୁଏ ।
|ଏହାର କାରଣ ଅନେକ ସମୟରେ ଅସ୍ପଷ୍ଟ ରହିଛି | ଏହି ରୋଗ ସଙ୍କଟକାରୀ ଅବସ୍ଥାମାନଙ୍କର ନାମ ଯଥାକ୍ରମେ: ପାଜେଟସ ଡିଜିଜ, ବିଦ୍ୟୁତ ଦଗ୍ଧ, ଆଘାତ, ବେରିଲିୟମ ସଂସ୍ପର୍ଶ, ଆଲକିଲେଟିଙ୍ଗ ଏଜେଣ୍ଟ, ଓଷ୍ଟିଓକଣ୍ଡ୍ରୋମାଟୋସିସ, ଏନକଣ୍ଡ୍ରୋମାଟୋସିସ, ଫାଇବ୍ରସ ଡିସପ୍ଲାସିଆ, ପ୍ରୋସ୍ଥେଟିକ ଓ ଓଷ୍ଟିଓମାୟେଲାଇଟିସ ।
ଖ୍ରୀ:ପୂ: ୩୦୦ରେ ହିପୋକ୍ରେଟସ (Hippocrates) ସମୟରେ ହିପ ଡିସପ୍ଲାସିଆ ବିଷୟର ବର୍ଣ୍ଣନା କରାଯାଇଛି ।
ବ୍ରୁଗାଡା ସିଣ୍ଡ୍ରୋମ, ଆରିଦମୋଜେନିକ ରାଇଟ ଭେଣ୍ଟ୍ରିକୁଲାର ଡିସପ୍ଲାସିଆ (arrhythmogenic right ventricular dysplasia) ସହିତ ଏହି ରୋଗ ମୃତ୍ୟୁର ସାଧାରଣ କାରଣ ଭାବରେ ନିର୍ଣ୍ଣୟ କରାଯାଇଛି ।
|ବିଭିନ୍ନ ପ୍ରକାରର କାର୍ଡ଼ିଓମାୟୋପାଥି ରୋଗମାନଙ୍କ ନାମ: ହାଇପରଟ୍ରଫିକ କାର୍ଡ଼ିଓମାୟୋପାଥି (hypertrophic cardiomyopathy), ଡାଇଲେଟେଡ କାର୍ଡ଼ିଓମାୟୋପାଥି (dilated cardiomyopathy), ରେସଟ୍ରିକ୍ଟିଭ କାର୍ଡ଼ିଓମାୟୋପାଥି (restrictive cardiomyopathy), ଆରିଦମିକ ଭେଣ୍ଟ୍ରିକୁଲାର ଡିସପ୍ଲାସିଆ (arrhythmogenic right ventricular dysplasia), ଓ ବ୍ରୋକନ ହାର୍ଟ ସିଣ୍ଡ୍ରୋମ (broken heart syndrome) ।
ଯୁବା ବୟସରେ ଆରିଦମୋଜେନିକ ରାଇଟ ଭେଣ୍ଟ୍ରିକୁଲାର ଡିସପ୍ଲାସିଆ ସାଧାରଣତଃ ଅଧିକ ଦେଖାଯାଏ ।
ଜନ୍ମ ନିରୋଧ ଓ ଅତ୍ୟଧିକ ଋତୁସ୍ରାବ (heavy menstrual periods) ଚିକିତ୍ସା ତଥା ଏସ୍ଟ୍ରୋଜେନ ରିପ୍ଲେସମେଣ୍ଟ ଥେରାପି (estrogen replacement therapy) ଜନିତ ଏଣ୍ଡୋମେଟ୍ରିଆଲ ହାଇପରପ୍ଲାସିଆ (excessive build of the lining of the uterus) ରୋଗର ପ୍ରତିଷେଧ ନିମନ୍ତେ ବ୍ୟବହାର କରାଯାଏ ।
|ପ୍ରାୟ ୯୦% କ୍ଷେତ୍ରରେ ଏହା ଆଥେରୋସ୍କ୍ଲେରୋସିସ୍ କାରଣରୁ ହୋଇଥାଏ | ଅନ୍ୟାନ୍ୟ କାରଣ ମଧ୍ୟରେ ଫାଇବ୍ରୋମସ୍କୁଲାର ଡିସପ୍ଲାସିଅ, ଭାସ୍କୁଲାଇଟିସ୍, ଉଦର ମହାଧମନୀ ଷ୍ଫୀତି ଏବଂ ଧମନୀ ଡିସେକସନ ହୋଇପାରେ ।
ଏକା ଭଳି ଲକ୍ଷଣ ଦେଖାଯାଉଥିବା ଅନ୍ୟ ରୋଗମାନଙ୍କର ନାମ: ଆଡ୍ରେନାଲ ହାଇପରପ୍ଲାସିଆ, ହାଇପୋଥାଇରଏଡିଜମ, ହାଇପରପ୍ରୋଲାକ୍ଟିନେମିଆ ।