parkee Meaning in Odia (Oriya). ( parkee ଶବ୍ଦର ଓଡିଆ ଅର୍ଥ)
ପାର୍କି,
Noun:
ପାର୍କର |,
People Also Search:
parkerparker house roll
parkers
parkier
parkiest
parkin
parking
parking brake
parking lot
parking meter
parking space
parking zone
parkins
parkinson
parkinson's
parkee తెలుగు అర్థానికి ఉదాహరణ:
|ଗୀତ|ଆଧାର|ବାହାର ଆଧାର|୨୦୨୧ର ଓଡ଼ିଆ କଥାଚିତ୍ର|ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ବେଞ୍ଜାଟ୍ରପିନ ଏକ ଔଷଧ ଯାହା ଡିସଟୋନିଆ ଓ ପାର୍କିନସୋନିଜ୍ମ ଭଳି ବେମାରୀମାନଙ୍କରରେ ହେଉଥିବା ଚଳନ ଅସୁବିଧାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।
ଇମ୍ମ୍ୟୁନିଟି କମ (poor immune function) ଥିଲେ, ପାର୍କିନସନ ରୋଗ, (Parkinson disease), ଅପସ୍ମାର ବାତ, ଡାଉନ ସିଣ୍ଡ୍ରୋମ ଇତ୍ୟାଦି କାରକମାନ ଏହି ରୋଗ ସଙ୍କଟ ସୃଷ୍ଟି କରିପାରେ ।
|ମେରୁଦଣ୍ଡ ଆଘାତ, ମଲ୍ଟିପ୍ଲ ସ୍କ୍ଲେରୋସିସ୍, ଷ୍ଟ୍ରୋକ, ସେରେବ୍ରାଲ୍ ପାଲ୍ସି, ମସ୍ତିଷ୍କ ଆଘାତ, ପାର୍କିନ୍ସନ୍ ରୋଗ, ଡିମେନ୍ସିଆ, ସାଧାରଣ ଚାପ ବିଶିଷ୍ଟ ହାଡ୍ରୋସେଫାଲସ, ପ୍ରସବ ଏବଂ ଗୁଲେନ୍-ବାରେ ସିଣ୍ଡ୍ରୋମ କାରଣମାନଙ୍କ ଯୋଗୁ ଏହି ସ୍ନାୟୁ ଜନିତ ମୂତ୍ରାଶୟ ଉପୁଜିପାରେ ।
ତାଙ୍କର ବୋହୁ ଓ ଶିଷ୍ୟା ଶମା ଭଟେ (Shama Bhate) କଥନ ଅନୁସାରେ ଭଟେ ତାଙ୍କର ଜୀବନର ଶେଷ ୫ ବର୍ଷ ପାର୍କିନ୍ସନ୍ ରୋଗରେ ପୀଡ଼ିତ ଥିଲେ ଓ ସେହି ରୋଗର ଜଟିଳ ହୋଇ ମୃତ୍ୟୁ ହୋଇଥିଲା ।
ଡି.ଏନ୍.ଏ.ର ଏହି ଦୋଷ ପାର୍କିନ୍ସନ୍ ରୋଗରେ ମଧ୍ୟ ଦେଖାଯାଏ, ତେଣୁ ଏହି ଦୁଇ ରୋଗର ବାୟୋକେମିକାଲ୍ ସ୍ତରରେ କିଛି ଲିଙ୍କ ଥିବା ସମ୍ଭବ ।
| ସ୍ମାର୍ଟ ସଲ୍ୟୁସନ |ଉନ୍ନତ ବା ହାଇଟେକ୍ ଟେକ୍ନୋଲୋଜି ବ୍ୟବହାର କରି ଲୋକଙ୍କୁ ଠିକ ସୂଚନା ଠିକ ସମୟରେ ପ୍ରଦାନ କରିବା,ତୁରନ୍ତ ଅଭିଯୋଗ ପ୍ରତିକାର,ଇଲେଟ୍ରୋନିକ ଭିତ୍ତିରେସେବା ପ୍ରଦାନ,୧୦୦% ଆବର୍ଜନା ଜଳ ପରିଚାଳନା,ସ୍ମାର୍ଟ ମିଟର ଓ ପରିଚାଳନା,ଜଳ ଗୁଣବତ୍ତା ପରୀକ୍ଷଣ,ଅକ୍ଷୟ ଶକ୍ତି,ସବୁଜ ଆବାସ,ସ୍ମାର୍ଟ ପାର୍କିଂ ଓ କୁଶଳୀ ଟ୍ରାଫିକ ପରିଚାଳନା ବ୍ୟବସ୍ଥା ।
|ମଲ୍ଟିପ୍ଲ ସ୍କ୍ଲେରୋସିସ ରୋଗୀଙ୍କ ମଧ୍ୟରୁ ପ୍ରାୟ ୬୫% ରୋଗୀଙ୍କର, ପାର୍କିନସନ ରୋଗୀଙ୍କ ମଧ୍ୟରୁ ୫୫%, ଷ୍ଟ୍ରୋକ ରୋଗୀଙ୍କ ମଧ୍ୟରୁ ୧୫%, ମେରୁଦଣ୍ଡ ଆଘାତ ଥିଲେ ୭୫% ଏବଂ ସ୍ପାଇନା ବାଇଫିଡା ଥିଲେ ସମସ୍ତଙ୍କର ଏହି ସ୍ନାୟୁଜନିତ ମୂତ୍ରାଶୟ ହୁଏ ।
ଏହା ପ୍ରାଥମିକ ଭାବରେ ପାର୍କିନସନ ରୋଗ ରୋଗର ଲକ୍ଷଣ ଉପଶମ ନିମନ୍ତେ ବ୍ୟବହାର କରାଯାଏ, କିନ୍ତୁ ରୋଗର ଧାରା ବଦଳେନାହିଁ ।
ଏହାର ଏକ ମାଧ୍ୟମ ଧାରଣର ପାର୍କିଂ ସ୍ଥଳ ମଧ୍ୟ ରହିଛି ।
ଲୁଇ ଉଲ୍ଫ (Louis Wolff), ଜନ ପାର୍କିନସନ (John Parkinson), ଓ ପଲ୍ ଡୁଡଲି ହ୍ୱାଇଟଙ୍କ (Paul Dudley White) ନାମାନୁସାରେ ଏହି ରୋଗର ନାମକରଣ ହୋଇଛି ଯେଉଁମାନେ ଏ ରୋଗର ଇସିଜି ଚିତ୍ର ବିଷୟ ସନ ୧୯୩୦ରେ ବର୍ଣ୍ଣନା କରିଥିଲେ ।
|ଯଦିଓ ନିଉରୋଜେନେରେଟିଭ ଆଲଜିମର ରୋଗ ରୋଗ, ପାର୍କିନ୍ସନ୍ ରୋଗ ଓ ଆମାୟୋଟ୍ରୋଫିକ ଲାଟେରାଲ ସ୍କ୍ଲେରୋସିସ ରୋଗମାନଙ୍କ ଉପରେ ଖାଦ୍ୟରେ ଥିବା ଆଣ୍ଟିଅକ୍ସିଡାଣ୍ଟର ପ୍ରଭାବ ବିଷୟର ଗବେଷଣା ଚାଲିଛି, ଏହାର ଫଳାଫଳ ଏପର୍ଯ୍ୟନ୍ତ ଜଣାଯାଇନାହିଁ ।
ଅନ୍ୟାନ୍ୟ ପାନ୍ଥିକା ପରିସରରେ ଲ୍ୟାଣ୍ଡସ୍କେପ, ଫୁଡ କୋର୍ଟ, ପାର୍କିଂପ୍ଲେସ, ଟୁରିଷ୍ଟ ହଲ ୱେବସାଇଟ ସୁଯୋଗ ଓ ପୁଷ୍କରିଣୀ ଅଛି ।