<< parking zone parkinson >>

parkins Meaning in Odia (Oriya). ( parkins ଶବ୍ଦର ଓଡିଆ ଅର୍ଥ)



ପାର୍କିନ୍,

Noun:

ପାର୍କିଂ,

parkins తెలుగు అర్థానికి ఉదాహరణ:

|ମେରୁଦଣ୍ଡ ଆଘାତ, ମଲ୍ଟିପ୍ଲ ସ୍କ୍ଲେରୋସିସ୍, ଷ୍ଟ୍ରୋକ, ସେରେବ୍ରାଲ୍ ପାଲ୍‌ସି, ମସ୍ତିଷ୍କ ଆଘାତ, ପାର୍କିନ୍‌ସନ୍ ରୋଗ, ଡିମେନ୍ସିଆ, ସାଧାରଣ ଚାପ ବିଶିଷ୍ଟ ହାଡ୍ରୋସେଫାଲସ, ପ୍ରସବ ଏବଂ ଗୁଲେନ୍-ବାରେ ସିଣ୍ଡ୍ରୋମ କାରଣମାନଙ୍କ ଯୋଗୁ ଏହି ସ୍ନାୟୁ ଜନିତ ମୂତ୍ରାଶୟ ଉପୁଜିପାରେ ।

ତାଙ୍କର ବୋହୁ ଓ ଶିଷ୍ୟା ଶମା ଭଟେ (Shama Bhate) କଥନ ଅନୁସାରେ ଭଟେ ତାଙ୍କର ଜୀବନର ଶେଷ ୫ ବର୍ଷ ପାର୍କିନ୍‌ସନ୍ ରୋଗରେ ପୀଡ଼ିତ ଥିଲେ ଓ ସେହି ରୋଗର ଜଟିଳ ହୋଇ ମୃତ୍ୟୁ ହୋଇଥିଲା ।

ଡି.ଏନ୍.ଏ.ର ଏହି ଦୋଷ ପାର୍କିନ୍‌ସନ୍ ରୋଗରେ ମଧ୍ୟ ଦେଖାଯାଏ, ତେଣୁ ଏହି ଦୁଇ ରୋଗର ବାୟୋକେମିକାଲ୍ ସ୍ତରରେ କିଛି ଲିଙ୍କ ଥିବା ସମ୍ଭବ ।

|ଯଦିଓ ନିଉରୋଜେନେରେଟିଭ ଆଲଜିମର ରୋଗ ରୋଗ, ପାର୍କିନ୍‌ସନ୍ ରୋଗ ଓ ଆମାୟୋଟ୍ରୋଫିକ ଲାଟେରାଲ ସ୍କ୍ଲେରୋସିସ ରୋଗମାନଙ୍କ ଉପରେ ଖାଦ୍ୟରେ ଥିବା ଆଣ୍ଟିଅକ୍ସିଡାଣ୍ଟର ପ୍ରଭାବ ବିଷୟର ଗବେଷଣା ଚାଲିଛି, ଏହାର ଫଳାଫଳ ଏପର୍ଯ୍ୟନ୍ତ ଜଣାଯାଇନାହିଁ ।

ଶାରୀରିକ ସମସ୍ୟା ଯଥା ପୁରୁଷଙ୍କ କ୍ଷେତ୍ରରେ ହାଇପୋଆନ୍ଦ୍ରୋଗେଞିମ, ଆଡିସନ୍ ରୋଗ, କାସିଙ୍ଗସ୍ ସିଣ୍ଡ୍ରୋମ, ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା, ଲାଇମ ରୋଗ, ମଲ୍ଟିପ୍ଲ ସ୍କ୍ଲେରୋସିସ, ପାର୍କିନ୍‌ସନ୍ ରୋଗ, ହାଲକା ଫୁଲ୍କା କଷ୍ଟ, ଷ୍ଟ୍ରୋକ, , ମଧୁମେହ ଏବଂ କର୍କଟ ରୋଗ ହେଲେ ମଧ୍ୟ ଅବସାଦ ହୋଇପାରେ ।

ଏହି ରୋଗର ବର୍ଣ୍ଣନା ସନ ୧୮୧୭ରେ ପ୍ରଥମେ ଇଙ୍ଗ୍ଲିଶ ଡାକ୍ତର ଜେମସ୍ ପାର୍କିନ୍‌ସନ୍ (James Parkinson) ଲିପିବଦ୍ଧ କରି ଆନ ଏସେ ଅନ ଦି ସେକିଙ୍ଗ ପାଲ୍‌ସି (An Essay on the Shaking Palsy) ନାମ ଦେଇଥିଲେ ।

ଅନ୍ତର୍ନିହିତ ଅନ୍ୟାନ୍ୟ ରୋଗମାନଙ୍କ ନାମ ହାଇପୋଥାଇରଏଡିଜ୍‌ମ (Hypothyroidism), ମଧୁମେହ, ପାର୍କିନ୍‌ସନ୍ ରୋଗ, ଗ୍ଲୁଟେନ ସମ୍ପର୍କୀୟ ବେମାରୀ (gluten-related disorders), କୋଲୋନ କର୍କଟ, ଡାଇଭର୍ଟିକୁଲାଇଟିସ (diverticulitis), ଇନଫ୍ଲାମେଟାରି ବାୱେଲ ଡିଜିଜ (inflammatory bowel disease) ।

ଭେଦାତ୍ମକ ରୋଗ ନିର୍ଣ୍ଣୟରେ ପାର୍କିନ୍‌ସନ୍ ରୋଗ ଓ ଆଲଜିମର ରୋଗର ନାମ ଆସେ ।

| ଆଧାର |୧୯୫୧ ଜନ୍ମ|ଓଡ଼ିଆ ଲୋକ|ଜୀବିତ ବ୍ୟକ୍ତି|୮ମ ଲୋକ ସଭା ସଭ୍ୟ|୧୩ଶ ଓଡ଼ିଶା ବିଧାନ ସଭାର ସଭ୍ୟ ପ୍ରାମିପେକ୍ସୋଲ (ଇଂରାଜୀ ଭାଷାରେ Pramipexole, ଏକ ବିକ୍ରୟ ନାମ ମିରାପେକ୍ସ/ Mirapex) ଏକ ଔଷଧ ଯାହା ପାର୍କିନ୍‌ସନ୍ ରୋଗ/ ପିଡି) ଓ ରେସ୍ଟଲେସ ଲେଗ୍ସ ସିଣ୍ଡ୍ରୋମ/ ଆରଏଲଏସ) ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।

ତାହା ପରେ ସେ ପାର୍କିନ୍‌ସନ୍ ରୋଗରେ ପିଡ଼ୀତ ହୋଇ ଶଯ୍ୟାଶାୟୀ ହୋଇଥିଲେ ।

ବାରମ୍ବାର କନ୍‌କସନ ହେଲେ ପରବର୍ତ୍ତୀ ଜୀବନରେ କ୍ରନିକ ଟ୍ରମାଟିକ ଏନସେଫାଲୋପାଥି (chronic traumatic encephalopathy), ପାର୍କିନ୍‌ସନ୍ ରୋଗ ବା ଅବସାଦ (depression) ରୋଗ ସଙ୍କଟ ବୃଦ୍ଧି ପାଏ ।

parkins's Usage Examples:

Chlorphenoxamine (Phenoxene) is an antihistamine and anticholinergic used as an antipruritic and antiparkinsonian agent.


Collectively, the main motor symptoms are also known as parkinsonism or a parkinsonian syndrome.


Lytigo-bodig) disease, Guam disease, or amyotrophic lateral sclerosis-parkinsonism-dementia (ALS-PDC) is a neurodegenerative disease of uncertain etiology.


movement, muscle rigidity, and postural instability (collectively known as parkinsonism) and ataxia.


The parkinsonian features of x-linked dystonia parkinsonism include festinating gait, bradykinesia, blepharospasm, and postural instability.


to dopaminergic neurons causing a form of atypical parkinsonism known as Guadeloupean Parkinsonism.


The onset of post encephalitic parkinsonism can be delayed by several years from the resolution of encephalitis lethargica.


categories: classical Richardson syndrome (PSP-RS)[citation needed] PSP-parkinsonism (PSP-P) and PSP-pure akinesia with gait freezing (PSP-PAGF)[citation.


spastic paraplegia and Kufor-Rakeb syndrome, in which there is progressive parkinsonism with dementia.


Falls—caused by many factors including parkinsonism, dysautonomia, and frailness—increase morbidity and mortality.


Atypical parkinsonism, and other Parkinson-plus syndromes are often difficult to differentiate.


addition to mendipite, it occurs with diaboleite, parkinsonite, wulfenite, cerussite and hydrocerussite.


visual hallucinations, marked fluctuations in attention or alertness, and parkinsonism (slowness of movement, trouble walking, or rigidity).



parkins's Meaning in Other Sites