<< parenthesize parenthetic >>

parenthesizes Meaning in Odia (Oriya). ( parenthesizes ଶବ୍ଦର ଓଡିଆ ଅର୍ଥ)



ବନ୍ଧନୀ,

Noun:

ପ୍ରଥମ ବ୍ରାକେଟ୍,

parenthesizes తెలుగు అర్థానికి ఉదాహరణ:

|ଆଇନ୍‍ଷ୍ଟାଇନ୍ ସମେତ ଅନେକ ବୈଜ୍ଞାନିକ ରିଚି ବନ୍ଧନୀ ରାଶି ପାଇଁ ନିଜ ସୂତ୍ରରେ ଭିନ୍ନ ଭିନ୍ନ ପ୍ରତୀକର ବ୍ୟବହାର କରିଥିଲେ ଯାହା ଫଳରେ ଦକ୍ଷିଣ ପାର୍ଶ୍ୱର ସ୍ଥିରାଙ୍କର ବିଯୁକ୍ତ ମାନ ମିଳିଥାଏ ।

ଏକ ନିର୍ଦ୍ଦିଷ୍ଟ ସଂରଚନାରେ ରହିଥିବା ପଦାର୍ଥ ଓ ଶକ୍ତିକୁ ବଳ-ଶକ୍ତି ବନ୍ଧନୀ ରାଶି ଭାବେ ଦର୍ଶାଯାଏ ।

ସର୍ବ ପ୍ରଥମେ ୧୯୧୫ ମସିହାରେ ବନ୍ଧନୀ ରାଶି (ଈଂରାଜୀରେ Tensor)ମାନଙ୍କୁ ନେଇ ଗଠିତ ହୋଇଥିବା ଏହି ସମୀକରଣଟି ପ୍ରକାଶ ପାଇଥିଲା ।

|G_{\mu \nu} R_{\mu \nu} - \tfrac{1}{2} R g_{\mu \nu},|ଏହା ଏକ ସମମୀତ ଦ୍ୱିତୀୟ ଶ୍ରେଣୀ ବନ୍ଧନୀ ରାଶି ଓ ମାନକର ଏକ ଫଳନ ।

|ଅନ୍ୟ ପ୍ରୋଗ୍ରାମିଂ ଭାଷାରେ କୋଡ୍-ବ୍ଲକ୍କୁ କୁଟୀଳ ବନ୍ଧନୀ ( {} )ରେ ଲେଖାଯାଉଥିବା ବେଳେ, ପାଇଥନ୍‌ରେ ୱାଇଟ୍ ସ୍ପେସ୍ (white space)ର ବ୍ୟବହାର କରଯାଏ।

ଏହି କ୍ଷେତ୍ରର ମଧ୍ୟଭାଗରେ ନାଗ ବନ୍ଧନୀର ସ୍ଥାନ ।

ଏହି ସବୁ ମାପକ ବନ୍ଧନୀ ରାଶି ଓ ଆଇନ୍‍ଷ୍ଟାଇନ୍ ବନ୍ଧନୀ ରାଶିଙ୍କ ମଧ୍ୟରେ ରହିଥିବା ସମ୍ପର୍କକୁ ଆଇନ୍‍ଷ୍ଟାଇନ୍ ସମୀକରଣ ରୂପରେ ଲେଖାଯାଏ ।

ଆଇନ୍‍ଷ୍ଟାଇନ୍ ସମୀକରଣର ସମାଧାନ କଲେ ବିଭିନ୍ନ ମୌଳିକ ବନ୍ଧନୀ ରାଶିଙ୍କଦ୍ୱାରା ଗଠିତ ରାଶି ମିଳିଥାଏ ।

କିଶୋର ଅହିରାଜମାନଙ୍କ ଦେହ ପତଳା ହଳଦୀ ରଙ୍ଗର ବନ୍ଧନୀ ସହ ଚର୍ମ ଉଜ୍ୱଳ କଳା ରଙ୍ଗରେ ରଙ୍ଗିତ ହୋଇଥାଏ,ଏମାନେ ରଣାସାପ ପରି ଦେଖାଯାନ୍ତି କିନ୍ତୁ ଏମାନଙ୍କର ଫଣୀ ଥାଏ ।

ଏହି ହର୍ମୋନ୍ଦ୍ୱାରା ଶ୍ରୋଣୀରେ (Pelvis)ଥିବା ଗଣ୍ଠିମାନଙ୍କରେ ଥିବା ଗଣ୍ଠି ବନ୍ଧନୀ (Ligament) ନରମ ହୋଇଯିବା ଗଣ୍ଠି ଢିଲା ହୋଇଯାଏ ।

ଏହି ରୋଗରେ ବ୍ରେସ/ ବନ୍ଧନୀ ବ୍ୟବ‌ହାର କରାଯାଏ ବା ଅପରେଶନ କରାଯାଏ ।

|ଏ ରୋଗର କାରଣ: ମୂନିଆ ଅସ୍ତ୍ରାଘାତ ଯେପରି ଛୁରୀ, ମୂନିଆ ପଦାର୍ଥ ଖାଇଲେ, କୋଲୋନୋସ୍କୋପି ପ୍ରକ୍ରିୟାରେ, ଭଲଭ୍ୟୁଲସ, କୋଲୋନ କର୍କଟ, ଡାଇଭର୍ଟିକୁଲାଇଟିସ, ପାକସ୍ଥଳୀ ଘାଆ, ଆନ୍ତ୍ର ବନ୍ଧନୀ (ମେସେଣ୍ଟେରି) ରକ୍ତାଳ୍ପତା, ସି ଡିଫିସିଲ ସ‌ହିତ ଅନେକ ସଂଖ୍ୟକ ସଂକ୍ରମଣ ।

parenthesizes's Usage Examples:

employs these versions in the heading name for its Mozart article, which parenthesizes the little-used baptismal names: "(Johann Chrysostom) Wolfgang Amadeus.


checked at Transliteration of proper names in Bulgaria, followed within parenthesizes by the Bulgarian name and, after a semicolon, (for searchability) alternative.



parenthesizes's Meaning in Other Sites