<< parents pareos >>

parentsinlaw Meaning in Odia (Oriya). ( parentsinlaw ଶବ୍ଦର ଓଡିଆ ଅର୍ଥ)



ପିତାମାତା,

ଶାଶୁ,

People Also Search:

pareos
parer
parergon
parers
pares
pareses
paresis
paresthesia
paretic
pareu
parfait
parfaits
parfit
pargana
parganas

parentsinlaw తెలుగు అర్థానికి ఉదాహరణ:

ମୁଁ ଜାଣେ ଯେ ରୁକ୍ମଣୀଙ୍କ ପିତାମାତା ଚାହୁଁଛନ୍ତି ଯେ ରୁକ୍ମଣୀମୋତେ ବିବାହ କରନ୍ତୁ କିନ୍ତୁ ମୋ ସହିତ ତାଙ୍କର ଶତ୍ରୁତା ହେତୁ ଭାଇ ରୁକ୍ମ ତାଙ୍କୁ ଏପରି କରିବାକୁ ବାରଣ କରୁଛନ୍ତି ।

ତାଙ୍କ ଜନ୍ମ ନାମ ତାଙ୍କ ପିତାମାତା ନାମକୁ ମିଶାଇ ଅମିଶା ରଖାଗଲା।

|ଅନେକ ପିତାମାତା ଟିକା ନେବା ଅପେକ୍ଷା ହାଡ଼ଫୁଟି ହେବାକୁ ପସନ୍ଦ କରନ୍ତି, କିନ୍ତୁ ଡାକ୍ତରମାନେ ଟିକା ଦେବାକୁ ଉପଦେଶ ଦିଅନ୍ତି କାରଣ ହାଡ଼ଫୁଟି ଟିକା ଦୁର୍ବଳ ହାଡ଼ଫୁଟି ଭୁତାଣୁରୁ ତିଆରି ଓ ହାଡ଼ଫୁଟି ରୋଗ ସମୟେ ସମୟେ ବିପଦଜନକ ହୁଏ ।

|ବାଲ୍ୟ ଜୀବନ ଓ ଶିକ୍ଷା|ସ୍ଥାନୀୟ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ତାଙ୍କର ପିତାମାତା ତାଙ୍କୁ ତାଙ୍କ ପାଞ୍ଚଜଣ ଭଉଣୀଙ୍କ ସହିତ ଶୃଂଖଳା ଭିତରେ ଲାଳନ ପାଳନ କରିଥିଲେ।

ଅଣ୍ଡା ଫୁଟି ଛୁଆ ବାହାରିବା ପରେ ସେମାନେ ତୁରନ୍ତ ପିତାମାତାଙ୍କ ପଛରେ ଚାଲି ବୁଲିବା ଆରମ୍ଭ କରିଦେଇଥାନ୍ତି ।

|ରେଟିନାଇଟିସ ପିଗମେଣ୍ଟୋସା ସାଧାରଣତଃ ପିତାମାତାଙ୍କଠାରୁ ବଂଶାନୁକ୍ରମରେ inherited from a person's parents ଆସିଥାଏ ।

ତାଙ୍କର ଜନ୍ମସ୍ଥାନ, ଜନ୍ମକାଳ ଓ ପିତାମାତାଙ୍କ ସମ୍ବନ୍ଧରେ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ମିଳିନାହିଁ ।

ମେଘାଳି ମାନଚିତ୍ରକୁ କିଛି ସମୟ ନିରେଖି ରହିବା ପରେ ସେଥିରେ ଦର୍ଶା ଯାଇଥିବା ସମସ୍ତ ସ୍ଥାନର ନାମ ନିର୍ଭୁଲ ଭାବେ ଉଚ୍ଚାରଣ କରିବା ଦେଖି ପିତାମାତା ଆଶ୍ଚର୍ୟ୍ୟ ହୋଇଥିଲେ ।

|ପ୍ରାଥମିକ ଜୀବନ|ଇଲିୟାନାଙ୍କ ଜନ୍ମ ମୁମ୍ବାଇର ମହାରାଷ୍ଟ୍ରରେ ହୋଇଥିଲା,ସେ ତାଙ୍କ ପିତାମାତାଙ୍କ ଦ୍ୱିତୀୟ ସନ୍ତାନ ଅଟନ୍ତି।

ଅଟୋସୋମାଲ ଡୋମିନାଣ୍ଟ (autosomal dominant) ଧରଣର ଜିନ ପିତାମାତାଙ୍କଠାରୁ ଆସିଥାଏ ।

ସଂସ୍କୃତି ଓ ଓଜନ ବିଷୟରେ ଚିନ୍ତାଗ୍ରସ୍ତ ପିତାମାତା ମଧ୍ୟ ରୋଗ ସଙ୍କଟରେ ସାହାଯ୍ୟ କରନ୍ତି ।

parentsinlaw's Meaning in Other Sites