<< pancratian pancreas >>

pancratic Meaning in Odia (Oriya). ( pancratic ଶବ୍ଦର ଓଡିଆ ଅର୍ଥ)



ଅଗ୍ନାଶୟ,

Adjective:

ଅଗ୍ନାଶୟ, ଅଗ୍ନାଶୟରୁ ନିର୍ଗତ,

pancratic తెలుగు అర్థానికి ఉదాహరణ:

|ଏହାର କାରଣ: ସେପସିସ୍, ଅଗ୍ନାଶୟ ପ୍ରଦାହ, ଆଘାତ, ନିମୋନିଆ ଏବଂ ଖଙ୍କାର ସୃଷ୍ଟି ।

ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଅଗ୍ନାଶୟ ପ୍ରଦାହ, ଯକୃତ ସମସ୍ୟା ଓ ଉଚ୍ଚ ରକ୍ତ ଶର୍କରା ଇତ୍ୟାଦି ଲକ୍ଷଣ ଦେଖାଯାଏ ।

|ଅତ୍ୟଧିକ ମଦ୍ୟପାନ ଓ ଅଗ୍ନାଶୟରେ ପିତ୍ତାସ୍ମରୀ ବା ପିତ୍ତକୋଷ ପଥର ଏହି ଅଗ୍ନାଶୟରେ ରହିଲେ ସାଧାରଣତଃ ଅଗ୍ନାଶୟ ପ୍ରଦାହ ହୁଏ ।

|ଅତି କମ୍‌ରେ ୧୮୦୦ ଶତାବ୍ଦୀରୁ ଅଗ୍ନାଶୟ ଏଞ୍ଜାଇମ ବ୍ୟବ‌ହୃତ ହୋଇଆସୁଛି ।

|ମୃତ୍ୟୁ|ଅଗ୍ନାଶୟ କର୍କଟ ଯୋଗୁ, ୨୦୧୭ ଜୁନ ୩୦ତାରିଖରେ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ମୀନ‌କେତନଙ୍କର ପରଲୋକ ଘଟିଥିଲା ।

ଏହା ସଲଫୋନିଲୁରିଆ (sulfonylurea) ଶ୍ରେଣୀରେ ଏକ ଔଷଧ ଯାହା ଅଗ୍ନାଶୟରୁ (pancreas) ଅଧିକ ଇନସୁଲିନ (insulin) କ୍ଷରଣ କରାଏ ।

|ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଜାଡ଼ା, ମୁଣ୍ଡବଥା, ଜ୍ୱର, ରାସ, ଅବସାଦ ଓ ଅଗ୍ନାଶୟ ପ୍ରଦାହ ହୋଇପାରେ ।

ପିତ୍ତାସ୍ମରୀ ଜଟିଳତାରେ ପିତ୍ତକୋଷ ପ୍ରଦାହ (inflammation of the gallbladder), ଅଗ୍ନାଶୟ ପ୍ରଦାହ ଓ ହେପାଟାଇଟିସ୍ (liver inflammation) ହୋଇପାରେ ।

ଏହି ରୋଗମାନଙ୍କର ନାମ ସ୍ତନ କର୍କଟ, ନନ-ସ୍ମଲ ସେଲ ଫୁସଫୁସ କର୍କଟ ରୋଗ (non-small cell lung cancer), ଅଗ୍ନାଶୟ କର୍କଟ, ମୂତ୍ରାଶୟ କର୍କଟ (bladder cancer) ଓ ବିଲିଆରି ଟ୍ରାକ୍ଟ କର୍କଟ (biliary tract cancer) ।

|ଚାଳିଶ ବର୍ଷ ବୟସ ପୂର୍ବରୁ ଏହି ରୋଗ କ୍ୱଚିତ ଦେଖାଯାଏ, ଓ ୭୦ ବର୍ଷ ପରେ ଅଧାରୁ ଅଧିକ ଅଗ୍ନାଶୟ ଆଡେନୋକାର୍ସିନୋମା ଦେଖାଯାଏ ।

|ଆକ୍ୟୁଟ ଅଗ୍ନାଶୟ ପ୍ରଦାହ ରୋଗ ହେଲେ ଶୀରାମାଧ୍ୟମ ତରଳ ପଦାର୍ଥ, ଯନ୍ତ୍ରଣା ଔଷଧ ଓ ବେଳେ ଆଣ୍ଟିବାୟୋଟିକ ଦିଆଯାଏ ।

ଏହା ସହ ପାର୍ଶ୍ୱବର୍ତ୍ତୀ ଲସିକା ଗ୍ରନ୍ଥି, ଅନ୍ତ ନାଳୀ ଓ ଅଗ୍ନାଶୟ ମଧ୍ୟ କାଢି ଦିଆଯାଏ ।

pancratic's Usage Examples:

The other is zoom or pancratic magnification, which are capable of a continuously variable degree of.


were on the cover of Time magazine, Life, He died on 14 April 2018, of pancratic cancer.



pancratic's Meaning in Other Sites