pancratian Meaning in Odia (Oriya). ( pancratian ଶବ୍ଦର ଓଡିଆ ଅର୍ଥ)
ଅଗ୍ନାଶୟ,
ଅଗ୍ନାଶୟ,
Noun:
କିଡନୀ,
People Also Search:
pancraticpancreas
pancreases
pancreatectomy
pancreatic
pancreatic fibrosis
pancreatic juice
pancreatin
pancreatins
pancreatitis
panda
panda bear
pandal
pandanaceae
pandanus
pancratian తెలుగు అర్థానికి ఉదాహరణ:
|ଏହାର କାରଣ: ସେପସିସ୍, ଅଗ୍ନାଶୟ ପ୍ରଦାହ, ଆଘାତ, ନିମୋନିଆ ଏବଂ ଖଙ୍କାର ସୃଷ୍ଟି ।
ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଅଗ୍ନାଶୟ ପ୍ରଦାହ, ଯକୃତ ସମସ୍ୟା ଓ ଉଚ୍ଚ ରକ୍ତ ଶର୍କରା ଇତ୍ୟାଦି ଲକ୍ଷଣ ଦେଖାଯାଏ ।
|ଅତ୍ୟଧିକ ମଦ୍ୟପାନ ଓ ଅଗ୍ନାଶୟରେ ପିତ୍ତାସ୍ମରୀ ବା ପିତ୍ତକୋଷ ପଥର ଏହି ଅଗ୍ନାଶୟରେ ରହିଲେ ସାଧାରଣତଃ ଅଗ୍ନାଶୟ ପ୍ରଦାହ ହୁଏ ।
|ଅତି କମ୍ରେ ୧୮୦୦ ଶତାବ୍ଦୀରୁ ଅଗ୍ନାଶୟ ଏଞ୍ଜାଇମ ବ୍ୟବହୃତ ହୋଇଆସୁଛି ।
|ମୃତ୍ୟୁ|ଅଗ୍ନାଶୟ କର୍କଟ ଯୋଗୁ, ୨୦୧୭ ଜୁନ ୩୦ତାରିଖରେ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ମୀନକେତନଙ୍କର ପରଲୋକ ଘଟିଥିଲା ।
ଏହା ସଲଫୋନିଲୁରିଆ (sulfonylurea) ଶ୍ରେଣୀରେ ଏକ ଔଷଧ ଯାହା ଅଗ୍ନାଶୟରୁ (pancreas) ଅଧିକ ଇନସୁଲିନ (insulin) କ୍ଷରଣ କରାଏ ।
|ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଜାଡ଼ା, ମୁଣ୍ଡବଥା, ଜ୍ୱର, ରାସ, ଅବସାଦ ଓ ଅଗ୍ନାଶୟ ପ୍ରଦାହ ହୋଇପାରେ ।
ପିତ୍ତାସ୍ମରୀ ଜଟିଳତାରେ ପିତ୍ତକୋଷ ପ୍ରଦାହ (inflammation of the gallbladder), ଅଗ୍ନାଶୟ ପ୍ରଦାହ ଓ ହେପାଟାଇଟିସ୍ (liver inflammation) ହୋଇପାରେ ।
ଏହି ରୋଗମାନଙ୍କର ନାମ ସ୍ତନ କର୍କଟ, ନନ-ସ୍ମଲ ସେଲ ଫୁସଫୁସ କର୍କଟ ରୋଗ (non-small cell lung cancer), ଅଗ୍ନାଶୟ କର୍କଟ, ମୂତ୍ରାଶୟ କର୍କଟ (bladder cancer) ଓ ବିଲିଆରି ଟ୍ରାକ୍ଟ କର୍କଟ (biliary tract cancer) ।
|ଚାଳିଶ ବର୍ଷ ବୟସ ପୂର୍ବରୁ ଏହି ରୋଗ କ୍ୱଚିତ ଦେଖାଯାଏ, ଓ ୭୦ ବର୍ଷ ପରେ ଅଧାରୁ ଅଧିକ ଅଗ୍ନାଶୟ ଆଡେନୋକାର୍ସିନୋମା ଦେଖାଯାଏ ।
|ଆକ୍ୟୁଟ ଅଗ୍ନାଶୟ ପ୍ରଦାହ ରୋଗ ହେଲେ ଶୀରାମାଧ୍ୟମ ତରଳ ପଦାର୍ଥ, ଯନ୍ତ୍ରଣା ଔଷଧ ଓ ବେଳେ ଆଣ୍ଟିବାୟୋଟିକ ଦିଆଯାଏ ।
ଏହା ସହ ପାର୍ଶ୍ୱବର୍ତ୍ତୀ ଲସିକା ଗ୍ରନ୍ଥି, ଅନ୍ତ ନାଳୀ ଓ ଅଗ୍ନାଶୟ ମଧ୍ୟ କାଢି ଦିଆଯାଏ ।