<< over determination over eating >>

over easy Meaning in Odia (Oriya). ( over easy ଶବ୍ଦର ଓଡିଆ ଅର୍ଥ)



ଅତି ସହଜରେ,

Adjective:

ବହୁତ ସହଜ |,

over easy తెలుగు అర్థానికి ఉదాహరణ:

|ଯେକୌଣସି ପଦାର୍ଥରୁ ଫଟୋ-ଇଲେକ୍ଟ୍ରନ୍ ବାହାରିପାରେ କିନ୍ତୁ ଧାତବ ପଦାର୍ଥ ଓ ବିଦ୍ୟୁତ୍ ସୁପରିବାହୀ ପଦାର୍ଥରେ ଏହି ପ୍ରଭାବ ଅତି ସହଜରେ ପରିଲକ୍ଷିତ ହୁଏ ।

ପାର୍ବତୀୟ ପଥୁରିଆ ଭୂମିରେ, ତୁଷାରାଚ୍ଚନ୍ନ ଭୂମିରେ ଏମାନେ ଅତି ସହଜରେ ଲୁଚି ଛପି ରହିପାରନ୍ତି ।

ବର୍ତ୍ତମାନ ଯୁଧିଷ୍ଠିରଙ୍କ ମନ୍ଦିର ପାଖକୁ ଯାନବାହନ ମାଧ୍ଯମରେ ଅତି ସହଜରେ ୧୫-୨୫ ମିନଟ୍ରେ ପହଞ୍ଚି ପାରୁଛନ୍ତି।

ଏଥିରେ ଗୁଗଲ ଇକ୍ଲିପ୍ସ ପ୍ଲାଗିନ୍ ବ୍ୟବହାର କରି ଜାଭା ଡେଭେଲୋପର ମାନେ ନିଜର ବିଭିନ୍ନ କାମ ଅତି ସହଜରେ ସମ୍ପାଦନା କରି ପାରୁଛନ୍ତି ।

ଏହି ଦୁଇ ସମୂହରୁ ଅଧିକାଂଶ ସଦସ୍ୟ ମଧ୍ୟରୁ ନାଗଫେଣୀକୁ ଅତି ସହଜରେ ଚିହ୍ନିବା ଯୋଗ୍ୟ ହୋଇଥାଏ ।

ଏ ଚଢେ‍ଇଗୁଡ଼ିକ ମଣିଷକୁ ଆଦୌ ଭୟ କରୁନଥିଲେ, ତେଣୁ ଅତି ସହଜରେ ସେମାନେ ଧରା ପଡୁଥିଲେ ।

ଚକ୍କର କାଟିବା ସମୟରେ ଏମାନେ ଅତି ସହଜରେ ଦିଗ ପରିବର୍ତ୍ତନ କରିପାରନ୍ତି ।

ଏହି ସାପ ସାଧାରଣତଃ ଗଛ, ଲତାରେ ବାସ କରେ ଓ ନିଜର ଛଳାବରଣ ଯୋଗୁଁ ଅତି ସହଜରେ ପରିଦୃଷ୍ଟ ହୁଏନାହିଁ ।

ଦୁର୍ଗଟି ଭୂମିତଳେ ନିର୍ମିତ ହୋଇଥିଲା ଓ ଦୂରରୁ ଅତି ସହଜରେ ଚିହ୍ନଟ କରାଯାଇପାରିବ ।

ହାଡ଼ ପୋରିଆ ରୋଗ ଥିଲେ ଏହା ଅତି ସହଜରେ ଭାଙ୍ଗି ଯାଏ ।

ତେଣୁ ଗୋରୁଗାଈଙ୍କୁ କୌଣସି ରୋଗ ହୋଇଥିଲେ ତାହା ଅତି ସହଜରେ ବନ୍ୟଜୀବଙ୍କୁ ସଂକ୍ରମିତ ହୋଇଯାଏ ।

ପ୍ରାନ୍ତଗୁଡ଼ିକରେ ବିଦ୍ରୋହ ବେଳେବେଳେ ଦେଖାଦେଉଥିଲେ ମଧ୍ଯ ସେଗୁଡ଼ିକୁ ଅତି ସହଜରେ ବର୍ବରତାର ସହିତ ଦମନ କରାଯାଉଥିଲା ।

ନିର୍ବାଚନ ମଣ୍ଡଳୀର ପ୍ରାୟ ଲୋକ ଡେମୋକ୍ରାଟ ସମର୍ଥକ ହୋ‍ଇଥିବାରୁ କେନେଡ଼ି ଏହି ଆସନ ଲାଗି ନିର୍ବାଚନ ଲଢ଼ିଲେ ଓ ଅତି ସହଜରେ ବିପୁଳ ବ୍ୟବଧାନରେ ନିଜ ରିପବ୍ଲିକାନ ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କଲେ ।

over easy's Usage Examples:

"Eggs over easy: cell death in the Drosophila ovary".


Similarly, a fighter whose record consists of wins over easy opponents is referred to as a "can crusher".


The first section from Granville to Liverpool was constructed quickly over easy terrain and was opened on 26 September 1856.


Andrew Howard Brannan Murderer Georgia 2015 Lethal injection Three eggs over easy, hash browns, biscuits and gravy, sausage, pecan waffles with strawberries.


side up and "half fry palti maarke" or "alti palti" (flipped) meaning over easy/medium/hard where the customer oversees the flip and says when.


cooking an egg over easy (this is occasionally called sunny side down or basted).



Synonyms:

examination, scrutiny,

Antonyms:

praise,

over easy's Meaning in Other Sites