<< over gear over hold >>

over here Meaning in Odia (Oriya). ( over here ଶବ୍ଦର ଓଡିଆ ଅର୍ଥ)



ଏଠାରେ,

Adverb:

ଏଠାରେ |,

over here తెలుగు అర్థానికి ఉదాహరణ:

୧୯୦୭ ମସିହାରେ ଈଂରେଜ ପ୍ରଶାସନ ଏଠାରେ ଏକ ଶିକାର ଜଙ୍ଗଲ ସ୍ଥାପନ କରିବା ବିଷୟ ଚିନ୍ତା କରୁଥିଲେ ।

ଏଠାରେ ପ୍ରସିଦ୍ଧ ରାମନାଥସ୍ୱାମୀ ମନ୍ଦିର ଅବସ୍ଥିତ।

ଏଠାରେ ରଖାଯାଇଥିବା ତଥ୍ୟ ଗୁଡିକୁ ବର୍ଷ ବର୍ଷ ପରେ ମଧ୍ୟ ଦେଖି ହୁଏ ।

୪୯ ପ୍ରଜାତିର ସ୍ତନ୍ୟପାୟୀ, ୫୩ ପ୍ରଜାତିତ ସରିସୃପ ଏବଂ ୨୬୦ ପ୍ରଜାତିର ପକ୍ଷୀ ଏଠାରେ ଦେଖାଯାନ୍ତି ।

ଏସିଆର ଲୋକସଂଖ୍ୟା ୪୧୦ କୋଟି, ପୃଥିବୀର ୬୦ ପ୍ରତିଶତ ଲୋକ ଏଠାରେ ବାସ କରନ୍ତି ।

ବିଭିନ୍ନ ଶିକାରୀ ପକ୍ଷୀ, ଜଳବାସୀ ପକ୍ଷୀ ଓ ବୃକ୍ଷବାସୀ ପକ୍ଷୀ ଏଠାରେ ଦେଖିବାକୁ ମିଳନ୍ତି ।

ପୂର୍ବେ ଏଠାରେ ସ୍ୱତନ୍ତ୍ର ମନ୍ଦିର ରହିଥିଲା ।

ଏଠାରେ tw କ୍ଷେତ୍ରଫଳ, ଓ -e ପ୍ରତ୍ୟେକ ଇଲେକ୍‍ଟ୍ରନ୍‍ର ଚାର୍ଜ୍ ।

|ସ୍ବାସ୍ଥ୍ୟ ଓ ସେବା|ଏଠାରେ ଏକ ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ର ରହିଛି ।

ଏଠାରେ ପାଞ୍ଚଟି ପୌରସଂସ୍ଥା ମଧ୍ୟ ଅଛି ଯାହା ପ୍ରଶାସନିକ ସ୍ତରରେ ପ୍ରଦେଶରେ ସହ ସମାନ ।

ପୁରାଣବର୍ଣ୍ଣିତ ସିନ୍ଧୁ ରାଜା ଜୟଦ୍ରଥ ଏଠାରେ ଦେବୀ ମନ୍ଦିର ନିର୍ମାଣ କରିଥିଲେ ବୋଲି ମହାଭାରତରେ ବର୍ଣ୍ଣିତ ଅଛି ।

କ୍ୟାନାରୀ ଦ୍ୱୀପପୁଞ୍ଜରେ ୧୯୯୪ ମସିହାରେ ପ୍ରବାସ ଆରମ୍ଭ କରିଥିବା ପଣ୍ଡା ହଂସମାନେ ଏଠାରେ ବସବାସ କରିବା ଆରମ୍ଭ କଲେ ଓ କ୍ରମେ ଏମାନଙ୍କ ସଂଖ୍ୟା ବୃଦ୍ଧି ହୋଇ ୨୦୦୮ ବେଳକୁ ପ୍ରାୟ ୫୦ ହଂସ ଯୁଗଳ ହୋଇଯାଇଥିଲା ।

| କିମ୍ବଦନ୍ତୀ |ସତ୍ୟଙ୍କର ୫୧ଟି ଶକ୍ତି ପୀଠ (Peeth) ମଧ୍ୟରୁ ଯଶୋରେଶ୍ୱରୀ କାଳୀ ମନ୍ଦିର ଗୋଟିଏ ବୋଲି ମାନ୍ୟତା ଦିଆଯାଏ ଓ ସତୀଙ୍କ ଦେହର ଏକ ଅଂଶ ଏଠାରେ ପଡ଼ିଥିବାର ବିଶ୍ୱାସ କରାଯାଏ ।

over here's Usage Examples:

Cattle are brought from Nalagarh and neighboring parts of Punjab sell over here.


was caring for his 5-month-old baby son and he thought, "I’ll put him over here in his crib, and I’ll write myself a tune.


dictionaries, said: "This is a new interjection from the US that seems to have inveigled its way into common speech over here.


breaking the market, and you could get cameras over here really, really inexpensively, and hi-fi and little cine cameras… We came here and went away loaded.


There are several different caste living over here including.


battalions of the infantry regiments formed in January 1940 were handed over here.


Scorpion yells one of two taunts — "Get over here!" and "Come here!" — at his opponents when he hits them with his spear.


Addressing the upset status of these two games, Atlanta Chiefs captain Ray Bloomfield, an Englishman, said, It would be like some of your boys coming over here to play American football and then beating the team that won the Super Bowl.


It's a risk, but I have this feeling that because all things are unified, this idea over here in that room will somehow relate to that idea over there in the pink room.


He asks a Mancunian among them Why aren't you over here with us? In reply his compatriot asks him the same question and Carr answers I don't know.


) They're overpaid, oversexed, and over here was a common phrase used by Australians around this time and is still an anecdote recognised by some in modern generations.


Stuart's chief concern was the officiating; he said they don't know how to run hockey over here, the rink people appoint the most dumb and incompetent referees that could be found.



Synonyms:

up here,

Antonyms:

upload, download, export, import, take,

over here's Meaning in Other Sites