ordained Meaning in Odia (Oriya). ( ordained ଶବ୍ଦର ଓଡିଆ ଅର୍ଥ)
ନିଯୁକ୍ତ, ସୁନ୍ନତ,
Adjective:
ସୁନ୍ନତ |,
People Also Search:
ordainerordainers
ordaining
ordainment
ordains
ordeal
ordeal bean
ordeal tree
ordeals
order
order accipitriformes
order apodiformes
order arms
order book
order caprimulgiformes
ordained తెలుగు అర్థానికి ఉదాహరణ:
୧୯୩୭ ମସିହାରେ ସେ ସି ପି ରାମସ୍ୱାମି ଅୟରଙ୍କଦ୍ୱାରା ତ୍ରାଭଣକୋରର ମୁନସି ଭାବେ ନିଯୁକ୍ତ ହେଲେ ।
ସେହି ଅଞ୍ଚଳରେ ବନ୍ଦ ପ୍ରାୟ ଥିବା ହାଇସ୍କୁଲରେ ସେ ସେଠାକାର ତିନିଜଣ ଛାତ୍ରଙ୍କୁ ଶିକ୍ଷକ ଭାବରେ ନିଯୁକ୍ତି କରାଇ ପାଠପଢ଼ାରେ ବିକାଶ କରିବା ଦିଗରେ କାର୍ଯ୍ୟ ଆରମ୍ଭକରିଥିଲେ ।
୧୯୨୧ ଅଗଷ୍ଟ ମାସ ୪ ତାରିଖରେ, ଇଣ୍ଡିଆନ ଏଜୁକେସନାଲ ସର୍ଭିସରେ ନିଯୁକ୍ତି ପାଇ, ସେ ରେଭେନ୍ସା ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନର ପ୍ରଫେସର ରୂପେ ଯୋଗ ଦେଇଥିଲେ ।
ସେ ନ୍ୟାସନାଲ୍ ଏକାଡ଼େମୀ ଅଫ୍ ସାଇନସର ଫେଲୋ ଭାବେ ନିଯୁକ୍ତ ହୋଇଥିଲେ ।
୧୯୭୩ରେ ଇନ୍ଦିରାଙ୍କ କ୍ୟାବିନେଟରେ ତାଙ୍କୁ ଶିଳ୍ପ ବିକାଶ ଉପମନ୍ତ୍ରୀ ନିଯୁକ୍ତ କରାଯାଇଥିଲା ।
ସେହି ବର୍ଷ ନଭେମ୍ବର ମାସରେ ଓଡ଼ିଶା ସରକାର ତାଙ୍କୁ ରାଜ୍ୟ ସୁଚନା କମିଶନର ଭାବରେ ନିଯୁକ୍ତ କରିଥିଲେ ।
| ଅଧ୍ୟାପନା |ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ ହେବାର ୨୦ଦିନ ମଧ୍ୟରେ ୧୯୬୯ ମସିହା ନଭେମ୍ବର ମାସରେ ସେହି ମହାବିଦ୍ୟାଳୟରେ ହିଁ ତାଙ୍କୁ ଓଡ଼ିଆ ଅଧ୍ୟାପକ ଭାବରେ ନିଯୁକ୍ତି ମିଳିଥିଲା ।
ଏହି ବିବାହର ୨ବର୍ଷ ପରେ "ଜ୍ୟାକ୍ସ"ଙ୍କୁ ଫ୍ରାନ୍ସର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଗଲା ।
|ସରକାରଙ୍କ ନ୍ୟାୟପାଳିକା ଶାଖା ଫିଲିପାଇନ୍ସର ସୁପ୍ରିମକୋର୍ଟଙ୍କଦ୍ୱାରା ପରିଚାଳିତ, ଯାହାର ମୁଖ୍ୟ ବିଚାରପତି ଏବଂ ୧୪ ଉପ ବିଚାରପତି ଅଛନ୍ତି, ସମସ୍ତେ ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ।
ଶ୍ରୀ ମନ୍ଦିରରେ ନୂତନ ସେବକ ନିଯୁକ୍ତି ସମୟରେ ସେବକମାନଙ୍କୁ ଗୀତଗୋବିନ୍ଦ ଖଣ୍ଡୁଆ ଭେଟି ଦିଆଯିବାର ପ୍ରଥା ରହିଛି।
କିନ୍ତୁ ବର୍ଷକ ପରେ ସେ ପଡୁଆ/ପଡ୍ୱା ବିଶ୍ୱବିଦ୍ୟାଳୟରେ (Padua University) ଗଣିତ ପ୍ରଫେସର ରୂପେ ନିଯୁକ୍ତି ପାଇଗଲେ ।
୧୯୯୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ଅଭିଯାନ ସମୟରେ ଗାମିନୀ ଦିସାନାୟକଙ୍କ ହତ୍ୟା ପରେ ସେ ନଭେମ୍ବର ୧୯୯୪ରେ ଦଳର ନେତା ଭାବରେ ନିଯୁକ୍ତ ହୋଇଥିଲେ ।
| ୨୦୨୧ ମସିହାରେ ସେ ଭାରତ ସରାକାରଙ୍କର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ ।
ordained's Usage Examples:
Abbesses are, like abbots, major superiors according to canon law, the equivalents of abbots or bishops (the ordained.
He was ordained a Catholic priest on 19 December 1908 by the Patriarch of Venice.
the Latin Catholic Church, the post of archdeacon, originally an ordained deacon (rather than a priest), was once one of great importance as a senior official.
He began his studies for the priesthood at age twelve, and two years later went to the Scots College in Rome; he also studied at Blairs College in Kincardineshire, but at the age of 29 left, just before he was due to be ordained.
At the age of 13, Vajirañana was ordained as a novice for 78 days on 7 August 1873, with Prince Pavareś (สมเด็จพระมหาสมณเจ้า กรมพระยาปวเรศวริยาลงกรณ์, Prince Roek ฤกษ์, 1809–1892) as his preceptor.
Daniel was not yet ordained and had had been received into the Jesuit noviciate in Rome in 1561 at the age of nineteen.
(Apostolic Letter 'Ordinatio Sacerdotalis') In addition John Paul II did not end the discipline of mandatory priestly celibacy, although he allowed a few married clergymen of other Christian traditions who later became Catholic to be ordained as Catholic priests.
At first I scrupled to hear him, because it was said he was ordained by such as used the organ.
Ordination for women was introduced in the 1940s, and the first woman to be ordained was Alice Barton Saunders in 1946.
Romaine was ordained as a deacon in 1736, and became curate of Loe Trenchard in Devon.
Vincent Ferrer, Fábio de Melo was ordained a priest by the consecratory prayer of the Church and by the imposition of the hands of the Metropolitan.
priest – a man who was ordained a priest by the ordinand bishop or the bishop designated by him.
Synonyms:
prescribed, decreed, appointed, settled,
Antonyms:
informal, arbitrary, unassigned, unfurnished, unsettled,