ordainment Meaning in Odia (Oriya). ( ordainment ଶବ୍ଦର ଓଡିଆ ଅର୍ଥ)
ଆଦେଶ,
Noun:
ପ୍ରବେଶ,
People Also Search:
ordainsordeal
ordeal bean
ordeal tree
ordeals
order
order accipitriformes
order apodiformes
order arms
order book
order caprimulgiformes
order charadriiformes
order code
order columbiformes
order coraciiformes
ordainment తెలుగు అర్థానికి ఉదాహరణ:
|ଦଫା ୧୬୭- ଯେ କେହି ସରକାରୀ କର୍ମଚାରୀ, କୌଣସି ଆଦେଶକୁ ଆଇନତଃ ନିର୍ଦ୍ଦିଷ୍ଟ ଭାବେ ପାଳନ କରିବାକୁ ବାଧ୍ୟ ଜାଣି ମଧ୍ୟ ଅନ୍ୟ କାହାର କ୍ଷତି କରିବା ଉଦ୍ଦେଶ୍ୟରେ ଏହାର ଅବଜ୍ଞା କରେ, ତା’ହେଲେ ତାଙ୍କୁ ୧ ବର୍ଷ ପର୍ଯ୍ୟନ୍ତ ଅଶ୍ରମ ଜେଲଦଣ୍ଡ ଓ ଜୋରିମାନା ହେବ ।
ଖେଳିବା ପାଇଁ ବ୍ୟବହାର କରାଯାଉଥିବା କି କିବୋର୍ଡ଼ରେ ଲାଇଟ ଥିବା କି ଥାଏ ଏହା ଖେଳାଳି ମାନଙ୍କୁ ଅନ୍ଧାରିଆ କୋଠରି ଭିତରେ କିବୋର୍ଡ଼ରେ ଆଦେଶ ଖୋଜିବାରେ ସାହାଯ୍ୟ କରିଥାଏ ।
ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଅଗଷ୍ଟ ୫ ଦିନ ଏକ ଆଦେଶନାମା ଜାରୀ କରି ପୂର୍ବତନ ସମସ୍ତ ଆଦେଶକୁ ନାକଚ କରିବା ସହ ଭାରତୀୟ ସମ୍ବିଧାନର ସମସ୍ତ ନିୟମ ଜାମ୍ମୁ-କାଶ୍ମୀର ପ୍ରତି ପ୍ରଯୁଜ୍ୟ ହେବ ବୋଲି ଘୋଷଣା କରିଥିଲେ ।
| ଆଇନଗତ ମାମଲା | ଭାରତରେ ସାମୟିକ ବନ୍ଦ |୩ ଅପ୍ରେଲ ୨୦୧୯ ମସିହାରେ ମାଡ୍ରାସ ହାଇକୋର୍ଟ ଭାରତ ସରକାରଙ୍କୁ ଅଶ୍ଳୀଳ ତଥ୍ୟର ପ୍ରସାର ଯୋଗୁଁ ଟିକଟକ ଆପକୁ ବ୍ୟାନ କରିବାକୁ ଆଦେଶ ଦେଇଥିଲେ ।
ମୁଗଲ ସମ୍ରାଟ ଜାହାଙ୍ଗୀରର ଆଦେଶରେ ଗୁରୁ ଅର୍ଜନଙ୍କୁ ଗିରଫ କରା ଯାଇଥିଲା ଏବଂ ଇସ୍ଲାମ ଧର୍ମରେ ପରିବର୍ତିତ ହେବା ପାଇଁ କୁହା ଯାଇଥିଲା ।
ଗାୟତ୍ରୀ କ୍ରମେ ଯୌବନରେ ପାଦ ଦେବାପରେ ପିତା ଅଶ୍ୱପତିଙ୍କ ଆଦେଶମତେ ନିଜ ଇଚ୍ଛାରେ ବର ଖୋଜିବାକୁ ସମ୍ମତି ପ୍ରକାଶ କରି ସହଚରୀମାନଙ୍କ ସହ ପତି ଅନ୍ୱେଷଣାର୍ଥେ ଭ୍ରମଣ କରିବାକୁ ବାହାରିଲେ ।
ନିର୍ଦ୍ଦିଷ୍ଟ ଶ୍ରେଣୀର ଲୋକେ ଆଦେଶ ଦେବେ ତ କେତେକ ପଥରକାମ କରିବେ, କେତେଜଣ ଖୋଳାଖୋଳି କରିବେ ତ କିଏ କାଠକାମ କରିବେ ।
ବାଲାଜୀ ବାଜି ରାଓ କିଂବା ନାନାସାହେବ, ତାଙ୍କ ଜନ୍ମ୧୭୨୧ରେ ହୋଇଥିଲା ଏବଂ ପରେ ପେଶୱାରେ କାମ କଲେ ସାହୁଜୀଙ୍କ ଆଦେଶରେ ୧୭୪୦ରେ ବାଜିରାଓଙ୍କ ମୃତ୍ୟୁ ପରେ।
| ଲଙ୍କା କାଣ୍ଡ (ଯୁଦ୍ଧ କାଣ୍ଡ) |ରାମ ଓ ରାବଣଙ୍କ ମଧ୍ୟରେ ଯୁଦ୍ଧ ଓ ରାବଣ ବଧ|ଜାମ୍ବବନ୍ତଙ୍କ ଆଦେଶ ପ୍ରକାରେ ନଳ ଓ ନୀଳ ଦୁଇ ଭାଇ ବାନର ସେନା ସହାୟତାରେ ମହୋଦଧିରେ ସେତୁବନ୍ଧ ବାନ୍ଧିଲେ ।
ଏହା ଭାର୍ସାଇ ସନ୍ଧି ନାମରେ ଖ୍ୟାତ କେହି ସନ୍ଧି ଥିଲା ଏକ ଆଦେଶିତ ସନ୍ଧି ବା ନିର୍ଦ୍ଦେଶିତ ସନ୍ଧି ।
|ଅନ୍ତଃପୁର ମଧ୍ୟରେ ଶ୍ରୀକୃଷ୍ଣ ସତ୍ୟଭାମାଙ୍କ ସହ ପ୍ରେମାଳାପରେ ମଗ୍ନଥିବା ବେଳେ ଦ୍ୱାର ଦେଶରେ ଶାମ୍ବଙ୍କୁ ଜଗାଇ ଆଦେଶ ଦେଇଥିଲେ- କାହାକୁ ଅନ୍ତଃପୁରକୁ ନ ଛାଡ଼ିବା ପାଇଁ ।
ସେ ମଧ୍ୟ ଆଦେଶ ମନେକରି ସେହି ସମସ୍ତ ଦାୟିତ୍ୱ, ଆନ୍ତରିକତା ସହ ପୂର୍ଣ୍ଣ କରିଥିଲେ ।
ordainment's Usage Examples:
became locum tenens of the Coptic Catholic Church (1927–1947) until his ordainment as Patriarch of Alexandria Markos II Khouzam in 1947.
Qadar (Arabic: قدر, transliterated qadar, meaning "fate", "divine fore-ordainment", "predestination," but literally "power") is the concept of divine.
") On ordainment, Raming, Macy and Cook found that the Decretum Gratiani states, "item.
(ဗလာဆိုင်း) - performed at celebratory occasions such as weddings, Buddhist ordainment rituals (shinbyu), ear-piercing ceremonies, funerals, lethwei competitions.
Qadar (Arabic: قدر, transliterated qadar, meaning "fate", "divine fore-ordainment", "predestination") is the concept of divine destiny in Islam.
After his ordainment, Nassau was a pastor in Norristown, Pennsylvania from 1825 to 1828, leaving.
closest thing he has to a bachelor of science degree is a ministerial ordainment from Christian Motorsports International, which provides "chapel services".
قدر, transliterated qadar, meaning "fate", "divine fore-ordainment", "predestination," but literally "power") is the concept of divine destiny in Islam.
The latter ordainment was performed in secret by bishop Gerald O"Hara, shortly after the new.
His ordainment as bishop occurred on March 24, 1973.
Qadar (Arabic: قدر, transliterated qadar, meaning "fate", "divine fore-ordainment", "predestination," but literally "power") is the concept of divine destiny.
of which was setting an age requirement in the ordainment of clerics in 1795, prohibiting the ordainment of deacon under 25 years old and presbyter under.
extraordinary, incoordinate, incoordination, infraorder, inordinate, inordination, insubordinate, insubordination, ordain, ordainment, order, ordinal,.