<< north african north american >>

north america Meaning in Odia (Oriya). ( north america ଶବ୍ଦର ଓଡିଆ ଅର୍ଥ)



ଉତ୍ତର ଆମେରିକା,

north america తెలుగు అర్థానికి ఉదాహరణ:

ସେମାନେ ଆଫ୍ରିକା ଆଉ ଇଉରେସିଆରେ ବୃଦ୍ଧିପାଇଥିଲେ ଓ ଓଲିଗୋସିନ ବେଳେ ସେମାନଙ୍କ ଭିତରୁ କେତୋଟି ଉପଜାତି ଉତ୍ତର ଆମେରିକାକୁ ମଧ୍ୟ ଯାଇଥିଲେ ।

ବର୍ତ୍ତମାନ ବୋଲିଗୁଡ଼ିକ ଭାଙ୍ଗରା ଗୀତ ସହ ମିଶି ସମଗ୍ର ପୃଥିବୀ ଯଥା: ଉତ୍ତର ଆମେରିକା, ଗ୍ରେଟ ବ୍ରିଟେନ, ଅଷ୍ଟ୍ରେଲିଆ ଓ ନ୍ୟୁ ଜିଲାଣ୍ଡ ପ୍ରଭୃତିକୁ ପ୍ରସାରିତ ହୋଇଛି ଏବଂ ସମସ୍ତ ସଂସ୍କୃତି ସ‌ହ ମିଶିଯାଇଛି ।

|ବିଲେଇ ଓ ମଣିଷ|ୟୁରୋପ ଓ ଉତ୍ତର ଆମେରିକାରେ ବିଲେଇ ସାଧାରଣତଃ ପାଳିତ ପ୍ରାଣୀ ଅଟନ୍ତି ଏବଂ ସମଗ୍ର ଦୁନିଆରେ ଏମାନଙ୍କ କୂଳ ଗଣତି 50 କୋଟିରୁ ଅଧିକ ଅଟେ ।

୧୮୩୬ ମସିହାରେ ହର୍ମାନ୍ ବୋକୁମ୍‍ଙ୍କ ଦ ଷ୍ରେଞ୍ଜର୍ସ୍ ଗିଫ୍ଟ (The Stranger's Gift) ଉତ୍ତର ଆମେରିକାରେ କ୍ରିସ୍ମସ୍ ଗଛ ପ୍ରଥା ଥିବାର ସର୍ବପୁରାତନ ପ୍ରମାଣ ବହନ କରେ ।

ପ୍ଲାଇଷ୍ଟୋସିନ୍ ସମୟରେ ବଳିଆ କୁକୁର ଏସିଆ, ଇଉରୋପ ଏବଂ ଉତ୍ତର ଆମେରିକାରେ ବହୁ ପରିମାଣରେ ଚଳପ୍ରଚଳ କରୁଥିଲେ କିନ୍ତୁ ପ୍ରାୟ ୧୨,୦୦୦ରୁ ୧୮,୦୦୦ ବର୍ଷ ପୂର୍ବେ ସେମାନଙ୍କ ଭୌଗୋଳିକ ଅବସ୍ଥିତି କ୍ରମେ ସୀମିତ ହେବାକୁ ଲାଗିଲା ।

|ଉତ୍ତର ଆମେରିକା|୧୭୮୧ ମସିହାର ଶୀତ ଋତୁରେ କ୍ୟୁବେକ୍‍ଠାରେ ଥିବା ଜର୍ମାନ୍ ସୈନ୍ୟମାନେ ଉତ୍ତର ଆମେରିକାରେ ଏହି ପରମ୍ପରାର ଆରମ୍ଭ କରାଇଥିଲେ ।

ଏହି ବିଶ୍ୱକପ୍‍ରେ ସର୍ବମୋଟ ୧୩ଟି ଦଳ (ଦକ୍ଷିଣ ଆମେରିକାରୁ ୭, ୟୁରୋପ୍‍ରୁ ୪ ଓ ଉତ୍ତର ଆମେରିକାରୁ ୨) ଭାଗନେଇଥିଲେ ।

ଉତ୍ତର ଆମେରିକାରେ ଏହାକୁ କାଙ୍କର ସୋର କ‌ହନ୍ତି ଓ ଏହି ଶବ୍ଦ ଯେ କୌଣସି ପାଟି ଘାଆକୁ ବୁଝାଏ ।

ୟୁରୋପ ଓ ଉତ୍ତର ଆମେରିକାରେ ଏହି ରୋଗ ହାର ଅଧିକ ଅଛି ଓ ଏସିଆ, ଆଫ୍ରିକା ତ‌ଥା ଲାଟିନ ଆମେରିକାରେ ଏହାର ହାର କମ ଅଛି ।

|ଟୀକା|ଆଧାର|ଦେଶ|ଇଉରୋପ ଯୁକ୍ତରାଷ୍ଟ୍ର ଆମେରିକା ଉତ୍ତର ଆମେରିକାରେ ଥିବା ଏକ ପ୍ରଧାନ ଦେଶ ।

ଉତ୍ତର ଆମେରିକାରେ ଅଣଗତାନୁଗତିକ ଗୋଷ୍ଠିଗତ ନିମୋନିଆ ଦେଖାଯାଏ ।

ଉତ୍ତର ଆମେରିକାରେ ସର୍ବାଧିକ ଜନ୍ମନିରୋଧକ ବ୍ୟବ‌ହାର (୭୩%) ଓ ସବୁଠାରୁ କମ ଅଣଉପଲବ୍‌ଧ (୭%) ।

Synonyms:

U.S.A., the States, New World, US, USA, Coast Range, Rockies, U.S., United States, America, Rocky Mountains, Coast Mountains, Mesoamerica, North American, United States of America, western hemisphere, Great Plains, West, North American country, Central America, northern hemisphere, occident, North American nation, Occident, Great Plains of North America, Canada,

Antonyms:

decrease, decrement, disassembly,

north america's Meaning in Other Sites