<< north celestial pole north frigid zone >>

north easter Meaning in Odia (Oriya). ( north easter ଶବ୍ଦର ଓଡିଆ ଅର୍ଥ)



ଉତ୍ତର ପୂର୍ବ, ଉତ୍ତର ପୂର୍ବ ପବନ, ଇଶାନ୍ ଭାୟୁ,

north easter తెలుగు అర్థానికి ఉదాహరణ:

ଉତ୍ତର ପୂର୍ବ ଭାରତରେ ବାସ କରୁଥିବା ହାଜୋଙ୍ଗ (Hajong) ଜାତିର ଲୋକମାନେ ତାଙ୍କୁ କାଣୀ ଦେବୀ କ‌ହନ୍ତି ।

ଜୁଲୁମାନେ ତାଙ୍କ ନେତାଙ୍କୁ ଲକ୍ଷ କରି କ‌ହୁଥିଲେ, "ସେ ଗୋଟିଏ ସିଂହ, ହଁ, ସେ ସିଂହଠାରୁ ଅଧିକ- ସେ ଗୋଟିଏ ହିପୋପୋଟାମସ .| ଆଧାର ପୋମେରାନିଆନ ବା ପୋମ (ଇଂରାଜୀ ଭାଷାରେ The Pomeranian or Pom) ଏକ ସ୍ପିଜ (Spitz) କିସମର କୁକୁର ଯାହାର ନାମକରଣ ମଧ୍ୟ ୟୁରୋପର ପୋମେରାନିଆ ସ୍ଥାନ ଅନୁସାରେ କରାଯାଇଛି; ସେହି ସ୍ଥାନ ଉତ୍ତର ପଶ୍ଚିମ ପୋଲାଣ୍ଡ ଓ ଉତ୍ତର ପୂର୍ବ ଜର୍ମାନୀରେ ଅବସ୍ଥିତ ।

କପିଳାସ ପର୍ବତ ଓଡ଼ିଶା ରାଜ୍ୟର ଢେଙ୍କାନାଳ ସହରର ଉତ୍ତର ପୂର୍ବ ଦିଗରେ ଅବସ୍ଥିତ ।

. ଭାରତର ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମୁଖ୍ୟତଃ ଆସାମରେ ଏହା ବିରୁଦ୍ଧରେ ଆନ୍ଦୋଳନ ହୋଇଥିଲା ।

କଳିଙ୍ଗ ଏୟାରଲାଇନସର ଡିସି-୩ ମଧ୍ୟ ଉତ୍ତର ପୂର୍ବ ଭାରତରେ ସପ୍ଲାଇ କାର୍ଯ୍ୟରେ ନିଯୋଜିତ ଥିଲା ।

|ଦଧିବାମନ ପୋଖରୀ :| |ଗାଁର ଉତ୍ତର ପୂର୍ବ ଭାଗରେ ଗାଁକୁ ଲାଗି ଏକ ବୃହତ ପୋଖରୀ ଅବସ୍ଥିତ ।

ନିର୍ବାସନ ସମୟରେ ବ୍ରାହ୍ମଣମାନଙ୍କ ସହିତ ଅର୍ଜୁନ ବର୍ତ୍ତମାନ-ଭାରତର ଉତ୍ତର ପୂର୍ବ ଅଞ୍ଚଳକୁ ଯାଆନ୍ତି ।

ସାମ୍ପ୍ରଦାୟିକ ବନ୍ଧୁତା, ସର୍ବଭାରତୀୟ ନ୍ୟାୟ ଏବଂ ସମବେଦନା ଉପରେ ଆଧାରିତ ତାଙ୍କର ଗୀତଗୁଡ଼ିକ ଆସାମ (ଭାରତ), ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଲୋକମାନଙ୍କ ମଧ୍ୟରେ ବିଶେଷ ଲୋକପ୍ରିୟ | ସେ ଆସାମ ଏବଂ ଉତ୍ତର ପୂର୍ବ ଭାରତର ସଂସ୍କୃତି ଏବଂ ଲୋକ ସଂଗୀତକୁ ଜାତୀୟ ସ୍ତରରେ ହିନ୍ଦୀ ସିନେମା ମାଧ୍ୟମରେ ପରିଚିତ କରାଇଥିଲେ ।

ଏହା ଗଞ୍ଜାମ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାର ସୀମା ନିକଟରେ ସୃଷ୍ଟି ହୋଇ ଉତ୍ତର ପୂର୍ବ, ପୂର୍ବ ଓ ଦକ୍ଷିଣାଞ୍ଚଳକୁଅ ପ୍ରବାହିତ ହୁଏ ।

| ଅନ୍ୟାନ୍ୟ ତଥ୍ୟ|ତାଳଚେର ବୃହତ ତାପଜ ବିଦ୍ୟୁତ୍‍ କେନ୍ଦ୍ରର ପ୍ରଥମ ଚରଣରେ (1000 ମେଗାୱାଟ) ଉତ୍ପାଦିତ ହୋଇଥିବା ବିଦ୍ୟୁତ୍ ମୁଖ୍ୟତଃ ଓଡ଼ିଶା, ବିହାର୍, ପଶ୍ଚିମ ବଂଗ, ଆସାମ , ଉତ୍ତର ପୂର୍ବ ରାଜ୍ୟ ମାନଂକୁ ପଠାଯାଇଥାଏ ।

ମଣିପୁର ବିଶ୍ୱବିଦ୍ୟାଳୟର କେତେକ ଗବେଷକ ପରୀକ୍ଷା କରି ଦେଖିଥିଲେ ଉତ୍ତର ପୂର୍ବ ଭାରତ ଛଡ଼ା ଭାରତର ଅନ୍ୟ ସ୍ଥାନରେ ଚାଷ କରାଗଲେ ରାଜ ମରିଚର ସ୍କୋଭିଲ୍ ମାନ ପ୍ରାୟ ୩୨୯୧୦୦ SHU ହୋଇଥାଏ ।

ଏହା ଉତ୍ତର ପୂର୍ବ ଓ କେନ୍ଦ୍ରୀୟ ଭାରତରେ ପ୍ରବାହିତ ହୋଇ ହୀରାକୁଦ ଜଳଭଣ୍ଡାରରେ ପତିତ ହୁଏ ।

north easter's Usage Examples:

Named after a long gone palatial residence, it is a north eastern suburb of Newcastle and lies six kilometres.


By the mid-13th century, the Jaqelis realm thus incorporated most of the mountainous areas of north eastern Anatolia.


Nant Gwylan and the River Cwerchyr join the River Cynllo here and there are a number of Tree Preservation Orders along the north eastern bank.


The side ditches of the road are visible extending in a north easterly direction for 950m.


eastern footballer (in Australia), Atypichthys latus, is a species of sea chub found in inshore waters around southern Australia and the north eastern.


The species Neorites kevedianus, commonly called fishtail oak or fishtail silky oak, is endemic to the wet tropics rainforests of north eastern Queensland.


Amado also explores the idea of nature and the inhospitality of the Brazilian north eastern wilderness and landscape through which.


characteristic are its crags on the north eastern face; these fall precipitously to Coire a" Mhusgain over 400 metres below and contribute greatly to.


species Neorites kevedianus, commonly called fishtail oak or fishtail silky oak, is endemic to the wet tropics rainforests of north eastern Queensland.


The route continues in a north easterly direction towards Ballinacarrow.


"Moonee Creek", the Moonee quassia, is a shrub found in north eastern New South Wales, Australia.


found in parts of Southeast Asia (including Vietnam and Laos), parts of central, eastern, and north eastern India, parts of Bangladesh in South Asia, in parts.



Synonyms:

noreaster, storm, violent storm,

Antonyms:

defend,

north easter's Meaning in Other Sites