<< noometry noonday >>

noon Meaning in Odia (Oriya). ( noon ଶବ୍ଦର ଓଡିଆ ଅର୍ଥ)



ମଧ୍ୟାହ୍ନରେ,

Noun:

ମଧ୍ୟାହ୍ନ, ଅପରାହ୍ନ,

People Also Search:

noonday
noondays
nooner
nooning
noons
noontide
noontides
noontime
noontimes
noop
noor
noose
noosed
nooses
noosing

noon తెలుగు అర్థానికి ఉదాహరణ:

| ପୂଜା |ପ୍ରତ୍ୟେକ ଦିନ ବାଳଭୋଗରୁ ପୂଜାକାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନରେ ଅନ୍ନପ୍ରସାଦ ଭୋଗ, ସନ୍ଧ୍ୟା ଆଳତି, ରାତ୍ରି ଭୋଗ ପରେ ରାତି ୯ରେ ରୀତିନୀତି ସମାପନ ହୋଇଥାଏ ।

ଏହା ମଧ୍ୟାହ୍ନରେ ଆରମ୍ଭ କରାଯାଇଥାଏ ।

|ବିଧି|ଆଶ୍ୱିନ ମାସ କୃଷ୍ଣପକ୍ଷର ଦଶମୀ ଦିନ ପ୍ରାତଃକାଳରେ ସ୍ନାନ କରିବା ସହିତ ମଧ୍ୟାହ୍ନରେ ପୁଣି ଅବଗାହନ କରି ଭୋଜନ କରିବା ଉଚିତ୍ ।

ଶିବଦର୍ଶନ କଲେ ସହସ୍ର ଅଶ୍ୱମେଧ ଯଜ୍ଞର ଫଳଲାଭ, ମଧ୍ୟାହ୍ନରେ ଦର୍ଶନ କଲେ ସକଳ ଦୂରିତ ନାଶ ହୁଏ, ପ୍ରଦୋଷରେ ଦର୍ଶନକଲେ ବ୍ରହ୍ମହତ୍ୟା ଦୋଷ ଖଣ୍ଡନ ହେବା, ପ୍ରତିଦିନ ଦର୍ଶନରେ ଶିବଙ୍କ ପ୍ରିୟଭାଜନ ହେବା, ଚତୁର୍ଦ୍ଦଶୀରେ ଦର୍ଶନ କଲେ ପାପମୁକ୍ତ ହୋଇ ଶିବଲୋକରେ ସ୍ଥାନ ପାଇବା ଆଦି ପ୍ରସଙ୍ଗ ଆଲୋଚନା କଲେ ।

ମହାବିଷୁବ ପଣା ସଂକ୍ରାନ୍ତି ମଧ୍ୟାହ୍ନରେ ମହାନ ଉତ୍ସବ ଝାମୁଯାତ୍ରା ହୁଏ; ରାଉଳମାନେ ନିଆଁ ଉପରେ ଚାଲନ୍ତି ଆଉ ପଣ୍ଡା ପୂଜକଙ୍କଦ୍ୱାରା ଦେବୀଙ୍କୁ ପଇଡ ଅର୍ପଣ କରାଯାଏ ।

ନୃସିଂହ ଜୟନ୍ତୀରେ ଭକ୍ତମାନେ ମଧ୍ୟାହ୍ନରେ ସଂକଳ୍ପ କରନ୍ତି ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ବିଧିବିଧାନ ଅନୁସାରେ ଶ୍ରୀନୃସିଂହଙ୍କଠାରେ ପୂଜାର୍ଚ୍ଚନା କରନ୍ତି ।

ପତରପେଣ୍ଠିରୁ ଶୀତଳଷଷ୍ଠୀ ଉତ୍ସବର ଶୁଭାରମ୍ଭ ହୋଇ, ତତ୍ ପରଦିନ ଦେବ ନିମନ୍ତ୍ରଣ, ଚତୁର୍ଥୀତିଥିରେ ସମସ୍ତ ମନ୍ଦିରରୁ ଦେବାଧିଦେବଙ୍କ ବରଯାତ୍ରା, ପରଦିନ କନ୍ୟାପିତାଙ୍କ ଗୃହରେ ରାତ୍ରିରେ ବିବାହୋତ୍ସବ ଏବଂ ତା’ପରଦିନ ମଧ୍ୟାହ୍ନରେ ଶିବପାର୍ବତୀ ବାହୁଡା ବରକନ୍ୟାଙ୍କର ଆଡ଼ମ୍ବରପୂର୍ଣ୍ଣ ଦିବ୍ୟ ଶୋଭାଯାତ୍ରାରେ ନଗର ପରିକ୍ରମା ପରେ ସ୍ୱ ସ୍ୱ ମନ୍ଦିର ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ବେଶ୍ ମନୋଜ୍ଞ ଓ ମନମୁଗ୍ଧକର ।

ମଧ୍ୟାହ୍ନରେ ଶଙ୍କୁଡ଼ି ଧୂପରେ ଲାଗିହେବା ପାଇଁ ଖିରି ବା ତରଣ, ଚକୁଳିପିଠା, ତରକାରି ଇତ୍ୟାଦି ପ୍ରସ୍ତୁତ କରାଯାଇ ଶ୍ରଦ୍ଧାର ସହ ଭୋଗ ଲଗାଯାଏ ।

ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ଓ ସନ୍ଧ୍ୟା ସମୟରେ ଆଳତୀ ସହ ଶୁଖିଲା ଭୋଗ ଲାଗି ହୋଇ ପହୁଡ଼ ପଡିଥାଏ ।

|ମଧ୍ୟାହ୍ନରେ ମଧ୍ୟାହ୍ନ ସୂର୍ଯ୍ୟ ତେଜୋଦୀପ୍ତ ଭାସ୍କରଙ୍କୁ ଦ୍ୱିତୀୟ ଧୂପ ଦିଆଯାଏ ।

ପରମ୍ପରାନୁଯାୟୀ ଏହିସମୟରେ ଦେବୀ ଭଟ୍ଟାରିକାଙ୍କୁ ପ୍ରତ୍ୟହ କିଶୋରୀ, କୁମାରୀ ଏବଂ ପୌଢା ଏହି ତିନି ମାତୃଶକ୍ତି ରୂପେ ଯଥାକ୍ରମେ ସକାଳେ, ମଧ୍ୟାହ୍ନରେ ଏବଂ ସଞ୍ଜରେ ସଜାଯାଇ ପୂଜାର୍ଚ୍ଚନା କରାଯାଏ ।

ମନ୍ଦିର ବେଢାରେ ପ୍ରତ୍ୟେହ ପ୍ରାତଃରେ ଜପ ଓ ମଧ୍ୟାହ୍ନରେ ସପ୍ତସତୀ ଚଣ୍ଡିପାଠ କରାଯାଏ ।

|ରୀତିନୀତି|ଏଠାରେ ପ୍ରତ୍ୟହ ମଧ୍ୟାହ୍ନରେ ଅନ୍ନଭୋଗ ଓ ଉପରଓଳି ଫଳଭୋଗ ଲାଗି ହୁଏ ।

noon's Usage Examples:

Dana died in the hospital later that afternoon, and the entire team, including Patrick and Rice, withdrew immediately.


At 8:00"nbsp;am twenty-four of Ireland's diocesan bishops met Pope Benedict and seven leading members of the Curia in the first of three sessions, which continued to 1:00"nbsp;pm and resume after noon until 8:00"nbsp;pm The 16 February session began at 8:00"nbsp;am and ended late that morning.


The Game of the Week has traditionally aired on Saturday afternoons.


after dawn, to having the hour after noon being designated as 1 pm (post meridiem), is that these clocks would likely regularly be reset at local high.


However, the Faroese use the word noon differently from the current English usage.


page of code, in one afternoon, which then served as the model for J implementor, Roger Hui, and was responsible for suggesting the rank operators in.


and DCTV Land—from Thursday evening to Monday afternoon, showing teleconferenced guest interviews, fan panels, and music, as well as reruns of old panels.


Empress Malakotawit was publicly hanged, while her two brothers were speared to death; Bruce states that in one afternoon a total of 37 persons were.


The secondary set at WBRE's facilities used to produce the newscasts on WYOU was eventually modified to broadcast an afternoon lifestyle show on WBRE called PA Live.


At 4:20 pm that afternoon, Warrego discovered the major sections of VH-TFB in of water, a further south-west of Round Top Island (or about south-east of Mackay Airport).


The station also hired Cliff Winston away from KJLH for afternoon drive.


station"s current lineup includes mornings with Kevin Idol and Robyn Cisar; middays with Randy Cain; and afternoon drive time with Becky Rogers.


Over the course of its run, it aired in several different time slots from late Sunday morning to early Sunday afternoons.



Synonyms:

24-hour interval, twenty-four hour period, mean solar day, solar day, twelve noon, twenty-four hours, midday, noonday, time of day, noontide, high noon, hour, day,

Antonyms:

sunrise, sunset, time off, night, day,

noon's Meaning in Other Sites