<< noonday nooner >>

noondays Meaning in Odia (Oriya). ( noondays ଶବ୍ଦର ଓଡିଆ ଅର୍ଥ)



ମଧ୍ୟାହ୍ନ,

ଦିନର ମଧ୍ୟଭାଗରେ |,

Adjective:

ମଧ୍ୟାହ୍ନ, ଅପରାହ୍ନ,

People Also Search:

nooner
nooning
noons
noontide
noontides
noontime
noontimes
noop
noor
noose
noosed
nooses
noosing
nopal
nopals

noondays తెలుగు అర్థానికి ఉదాహరణ:

| ପୂଜା |ପ୍ରତ୍ୟେକ ଦିନ ବାଳଭୋଗରୁ ପୂଜାକାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନରେ ଅନ୍ନପ୍ରସାଦ ଭୋଗ, ସନ୍ଧ୍ୟା ଆଳତି, ରାତ୍ରି ଭୋଗ ପରେ ରାତି ୯ରେ ରୀତିନୀତି ସମାପନ ହୋଇଥାଏ ।

ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଏବଂ ସମ୍ମିଳିତ ଶିଶୁ ବିକାଶ ସେବା ଯୋଜନାଗୁଡ଼ିକ ସମସ୍ତଙ୍କ ପାଇଁ ହୋଇଥିଲେ ମଧ୍ୟ ପିଡିଏସ ବ୍ୟବସ୍ଥା କେବଳ ଭାରତର ଦୁଇତୃତୀୟାଂଶ ଲୋକଙ୍କଠାରେ ସୀମିତ ।

ଦ୍ୱିପ୍ରହର ୧:୩୦ରୁ ୨:୦୦ ପର୍ଯ୍ୟନ୍ତ କର୍ମଚାରୀମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ବିରତି ଥିବାରୁ ଏହି ସମୟରେ କେବଲ୍ କାର୍ ସେବା ବନ୍ଦ ରହେ ।

ଏହି ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ସ୍ୱୟଂସହାୟକ ଗୋଷ୍ଠୀ ଗୁଡ଼ିକ ୧୯,୬୬୧ ସ୍କୁଲରେ, ଅକ୍ଷୟ ପାତ୍ର ଫାଉଣ୍ଡେସନ ୧୮୩୪, ମନ୍ନା ଟ୍ରଷ୍ଟ ୯୩୭ ଓ ସ୍କୁଲ ପରିଚାଳନା କମିଟି ୪୦ ହଜାରରୁ ଅଧିକ ସ୍କୁଲରେ ମଧ୍ୟାହ୍ନ ଭୋଜନ ଯୋଗାଣ କରୁଛନ୍ତି ।

ମଧ୍ୟାହ୍ନ ସମୟରେ ଆକାଶରେ ସୂର୍ଯ୍ୟର ଅବସ୍ଥାନରୁ ସେହି ସ୍ଥାନର ଅକ୍ଷାଂଶ ନିର୍ଣ୍ଣୟ କରାଯାଏ ।

ମଧ୍ୟାହ୍ନ ଧୂପ ପରେ ଦେବଦମ୍ପତିଙ୍କୁ ଭିତରକୁ ବିଜେ କରାଯାଏ ଓ ପରେ ବନ୍ଦାପନା ହୋଇ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ।

|ବାଡ଼ି ନୃସିଂହ ବିଜେ|ନୃସିଂହ ମହାପ୍ରଭୁ ଶ୍ରାବଣ କୃଷ୍ଣ ପକ୍ଷ ନବମୀ ତିଥିରେ ମଧ୍ୟାହ୍ନ ଧୂପପରେ ରତ୍ନସିଂହାସନକୁ ବିଜେ କରି ଆଜ୍ଞାମାଳ ପାଇଥାନ୍ତି।

ଆଶ୍ୱିନ ଷୋଳପୂଜାବେଳେ ଦୈନିକ (୧) ମୁଆଁ ପାଞ୍ଚଗୋଟା, (୨) ଗୁଡ଼ ଖଇ ଏକ ବଢ଼ା, (୩) ଗୁଡ଼ କୋରା ଛୋଟ ପାଞ୍ଚଗୋଟା, (୪) ସକଳ ଧୂପ ଖେଚେଡ଼ି ଗୋଟାଏ, ଏଣ୍ଡୁରି ଚଉଠେ ଓ ଶାଗ ଏକ ବଢ଼ା, (୫) ମଧ୍ୟାହ୍ନ ଧୂପର ହେଉଥିଲା ଓରିଆ ଏକ ଗୋଟା, ମରିଚିପାଣି ଏକ ବଢ଼ା ଓ ମୁଗ ଏକ ବଢ଼ା, (୬) ସଂଧ୍ୟା ଧୂପରେ ଦହି ପଖାଳ ଓ ଶାକର ଏକବଢ଼ାର ବ୍ୟବସ୍ଥା ଅଛି ଓ ଏହା ଅଦ୍ୟାବଧି ନିୟମିତ ଆସୁଅଛି ।

ଉକ୍ତଦିନ ଶ୍ରୀଜୀଉମାନଙ୍କ ମଧ୍ୟାହ୍ନ ଧୂପ ସମାପ୍ତି ପରେ ଏହି ବେଶ ହୋଇଥାଏ ।

ମଧ୍ୟାହ୍ନ ଧୂପର ପ୍ରସାଦ ସାଧୁ, ସନ୍ଥ, ଅତିଥି ଓ ପୂଜକ ସମସ୍ତେ ଏକତ୍ର ଭୋଜନ କରନ୍ତି ।

ଏହା ମଧ୍ୟାହ୍ନରେ ଆରମ୍ଭ କରାଯାଇଥାଏ ।

ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ ।

ମଧ୍ୟାହ୍ନ ଧୂପରେ ଦିବା ପହୁଡ ଓ ସର୍ବଶେଷରେ ରାତ୍ରି ପହୁଡ଼ କରାଯାଏ ।

Synonyms:

noon, day, hour, high noon, noontide, time of day, midday, twenty-four hours, twelve noon, solar day, mean solar day, twenty-four hour period, 24-hour interval,

Antonyms:

day, night, time off, sunset, sunrise,

noondays's Meaning in Other Sites