mustardseed Meaning in Odia (Oriya). ( mustardseed ଶବ୍ଦର ଓଡିଆ ଅର୍ଥ)
ସୋରିଷ,
People Also Search:
mustedmustee
mustela
mustelidae
musteline
mustelines
muster
muster call
muster in
muster out
muster roll
muster up
mustered
mustering
musters
mustardseed తెలుగు అర్థానికి ఉదాహరణ:
ଆମ ରାଜ୍ୟ ଓଡ଼ିଶାରେ ସୋରିଷ ଚାଷ କେବଳ ଶିତ ଋତୁରେ ହୋଇଥାଏ ।
|ଏହାର ପତ୍ର ରସକୁ ଅଥବା କେତକୀ ଫୁଲ ଭିତରେଥିବା ଭଣ୍ଡାକୁ ପୋଡ଼ି ପାଉଁଶ କରି ସେହି ପାଉଁଶକୁ ସୋରିଷତେଲରେ ପାକ କରି ଲଗାଇଲେ କାଛୁ, କୁଣ୍ଡିଆ, ମଚଲା, ବ୍ରଣ, ବିଚର୍ଚ୍ଚିକା ଆଦି ଚର୍ମରୋଗ ଦୂର ହୁଏ ଓ ବିଷଦୋଷ ନାଶଯାଏ।
| ସାମଗ୍ରୀ |ଦେଉଳିଆ ପୋଟଳ ରସା ତିଆରି ପାଇଁ ପୋଟଳ, ଜିରା, ବଟା ନଡ଼ିଆ ରସ, ନାଲିଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ସୋରିଷ ତେଲ ଓ ଲୁଣ ଆଦି ବ୍ୟବହୃତ ହେଉଥିବା ବେଳେ ଘରୋଇ ରନ୍ଧାରେ ପିଆଜବଟା, ଅଦାବଟା, ରସୁଣବଟା, ଗରମ ମସଲା, ଚିନି, ଦହି, ଓ ଚାରମଗଚ ଆଦି ମଧ୍ୟ ବ୍ୟବହୃତ ହୋଇଥାଏ ।
|ସାମଗ୍ରୀ|ଆବଶ୍ୟକ ସାମଗ୍ରୀ.|ଚିଙ୍ଗୁଡି ୧ କେଜି|ପିଆଜ ୨ ଗୋଟି କଟା କିମ୍ବା ପେସ୍ଟ୍|ରସୁଣ ୮ ଗୋଟି|ଜିରା ଅଧା ଚାମଚ|ଲଙ୍କା ୮ ଗୋଟି|ନଡିଆ କ୍ଷୀର ୧ କପ୍|ରାଇ ପେସ୍ଟ ୨ ଚାମଚ|ହଳଦୀ ୧ ଚାମଚ|ଲୁଣ ସ୍ୱାଦ ଅନୁସାରେ|ସୋରିଷ ତେଲ| ତିଆରି ପ୍ରଣାଳୀ |ପ୍ରଥମେ ଚିଙ୍ଗୁଡିରେ ହଳଦୀ, ଲୁଣ ଓ ଅଳ୍ପ ସୋରିଷ ତେଲ ଦେଇ ଭଲକରି ମିଶାନ୍ତୁ ।
କିନ୍ତୁ ଚତୁର ବ୍ରାହ୍ମଣ ବିଦ୍ୟାପତି ଉକ୍ତ ସ୍ଥାନର ପୁନଃ ଚିହ୍ନଟ କରିପାରିବା ନିମନ୍ତେ ସେଠାରେ ସୋରିଷ ମଞ୍ଜି ବୁଣିଦେଇ ଆସିଯାଇଥିଲେ ଯାହାକି ତାଙ୍କୁ ପରବର୍ତ୍ତୀ ସମୟରେ ଗୁମ୍ଫା ଭିତରକୁ ରାସ୍ତା ଚିହ୍ନାଇବାରେ ସାହାଯ୍ୟ କରିଥିଲା ।
| ଉପାଦାନ |କୁନ୍ଦୁରି|ଆଳୁ|ଗୋଟା ଜିରା|ଗୋଟା ସୋରିଷ|ଲୁଣ|ହଳଦୀ ଗୁଣ୍ଡ| ତିଆରି ପ୍ରଣାଳୀ |କୁନ୍ଦୁରି ଓ ଆଳୁକୁ ଛୋଟ ଛୋଟ ଖଣ୍ଡ କରି କାଟି ସେଥିରେ ହଳଦୀ ଗୋଳାଇ ପିଆଜ, ଗୋଟା ଜିରା ଓ ଗୋଟା ସୋରିଷକୁ ତେଲରେ ଭାଜି ଏହା ତିଆରି କରାଯାଇଥାଏ ।
କାସ ଆଦିରେ ଏହାର ମୂଳକୁ ଶୁଣ୍ଠି ସହିତ, ଚର୍ମରୋଗରେ ଏହାର ପତ୍ରରସକୁ ସୋରିଷ ତେଲ ସହିତ ପାକ କରି, ଝାଡାରେ ଏହାର ପତ୍ର ରସକୁ ମୁଥା ଓ ମିଶ୍ରି ସହିତ, ଜ୍ୱରରେ ଏହାର କ୍ୱାଥକୁ ମହୁ ସହିତ ବ୍ରଣରେ ଏହାର ପତ୍ର ରସକୁ ନିମ୍ବ ପତ୍ର ସହିତ ଓ ଯେକୌଣସି କ୍ଷତରେ ବିଶୁଦ୍ଧ ପତ୍ରର ରସକୁ ପ୍ରୟୋଗ କରାଯାଏ ।
ସେଥିରେ ସୋରିଷ ତେଲ, କଟା ପିଆଜ,କଟା ଟମାଟୋ,ଲଙ୍କା ଏବଂ ବିଭିନ୍ନ ମସଲା ପକାଇ ବାଇଗଣ ଭରତା ପ୍ରସ୍ତୁତ କରଯାଏ ।
ସୋରିଷ ଧାଡିକୁ ଉତର-ଦକ୍ଷିଣ ଭାବେ ବୁଣିଲେ ସୂର୍ଯାଲୋକର ଉପଯୋଗ ଠିକ ହୋଇଥାଏ ଓ ଅମଳ ବୃଦ୍ଧି ପାଏ ।
ସପ୍ତାହେ ପରେ ତାକୁ ସୋରିଷ ତେଲରେ ବୁଡ଼ାଯାଏ ।
|ଧଳା ସୋରିଷକୁ ଲୋକେ ରାଇ ସୋରିଷ କହନ୍ତି, କିନ୍ତୁ ଧଳା ସୋରିଷ (ଶ୍ୱେତିକା, ସିଦ୍ଧାର୍ଥ) ଓ ରାଇ ସୋରିଷ (ରାଜିକା; ଛୋଟ ଓ ନାଲିଆ), ଉଭୟେ ପୃଥକ ।
|ସୋରିଷ ତେଲକୁ ରସୁଣ ସହ ଫୁଟାଇ ଗୋଡ଼ ତଥା ପାଦରେ ଘସିଲେ, ଥଣ୍ଡା କମେ ଏବଂ ଗୋଡ଼ହାତ ବିନ୍ଧାବିନ୍ଧି କମିଥାଏ ।
mustardseed's Usage Examples:
Mustard Seed International Founder Lillian Dickson Founded at Formosa Website mustardseed.