<< merchantry merchet >>

merchants Meaning in Odia (Oriya). ( merchants ଶବ୍ଦର ଓଡିଆ ଅର୍ଥ)



ବଣିକମାନେ, ଡିଲର, ବ୍ୟବସାୟୀ, ସତ୍ୟବାଦର, ଷ୍ଟୋରକିପର, ଦୋକାନୀ,

Noun:

ଡିଲର, ବ୍ୟବସାୟୀ, ସତ୍ୟବାଦର, ଷ୍ଟୋରକିପର,

merchants తెలుగు అర్థానికి ఉదాహరణ:

ଏହି ଜଳ ପଥ ଦେଇ, ଉତ୍କଳର ବଣିକମାନେ ସେହିସବୁ ଦେଶଗୁଡିକ ସାଙ୍ଗରେ ବ୍ୟବସାୟ ବାଣିଜ୍ୟ କରୁଥିଲେ ।

ଭାରତୀୟ ବଣିକମାନେ ଫୁନାନ ଓ ଅଂକୋରର କ୍ଷ୍ମେର୍ ସାମ୍ରାଜ୍ୟ ଓ ଶ୍ରୀବିଜୟଙ୍କ ସହିତ ବାଣିଜ୍ୟିକ ସମ୍ପର୍କ ରଖିଥିଲେ ଓ ଦକ୍ଷିଣ-ପୂର୍ବ ଏସିଆରେ ରାମାୟଣ ଭାରତୀୟ ବଣିକ ଓ ବିଦ୍ୱାନମାନଙ୍କଦ୍ୱାରା ହିଁ ପ୍ରଚାରିତ ହୋଇଥିଲା ।

|ପୁରାତନ କାଳରେ ମୁଖ୍ୟ ବଣିକମାନେ ଥିଲେ ଚୀନି, ପର୍ସିଆନ, ସୋମାଲୀୟ, ସିରିଆନ, ରୋମାନ, ଆର୍ମେନିଆନ, ଭାରତୀୟ ଓ ବ୍ୟାକ୍ଟେରିଆନ ଥିଲେ ଓ ପରେ ୫ମରୁ ୮ମ ଶତକ ଯାଏ ସଗଡ଼ିଆନ ଲୋକେ ।

୧୯ଶ ଶତକ ବେଳରେ ଓଡ଼ିଶାର ରାଜନୀତିରେ ଅନେକ ବଦଳ ଦେଖିବାକୁ ମିଳିଥିଲା .୧୮୦୩ରେ ଇଂରେଜ ବଣିକମାନେ ଓଡ଼ିଶା ଅଧିକାର କଲାପରେ ଓଡ଼ିଶାର ୨୬ଟି ଗଡ଼ଜାତ ବହୁକାଳ ଧରି ଇଂରେଜ ମାନଙ୍କୁ ପ୍ରତିହତ କରିଥିଲେ ।

|ପ୍ରାଚୀନ କଳିଙ୍ଗର ନରପତିଙ୍କ ସମୟରେ ଯେତେବେଳେ ଜବା ଦ୍ୱୀପ (ଜାଭା), ସୁମାତ୍ରା, ବାଲି ଦ୍ୱୀପକୁ କଳିଙ୍ଗର ବଣିକମାନେ ନୌବାଣିଜ୍ୟ କରିବାକୁ ଯାଉଥିଲେ, ସେତେବେଳେ ମଧ୍ୟ କୋଶାମ୍ବ ବାଲେଶ୍ୱର ପରମିଟ ଘାଟ ବନ୍ଦରରୁ ପଣ୍ୟ ଦ୍ରବ୍ୟ ବିକାହେବା ପାଇଁ ଯାଉଥିଲା ।

| ଇତିହାସ |ସପ୍ତଦଶ ଶତାବ୍ଦୀ ସୁଦ୍ଧା ବ୍ରିଟିଶ ବଣିକମାନେ ଭାରତର ବିଭିନ୍ନ ସ୍ଥାନରେ ବାଣିଜ୍ୟକେନ୍ଦ୍ରମାନ ପ୍ରତିଷ୍ଠା କରିସାରିଥିଲେ ।

ଓଡ଼ିଶାର ବଣିକମାନେ ଜାଭା, ସୁମାତ୍ରା ଅଦି ଦ୍ୱୀପକୁ ଯାଇ ବ୍ୟବସାୟ ବାଣିଜ୍ୟ କରିବା କଥା ପୁରାଣରେ ଲେଖା ଅଛି ।

ରେଶମ ପଥରେ ଯାତାୟତ କରୁଥିବା ବଣିକମାନେ ତାକଲାମାକାନର ମରୂଦ୍ୟାନମାନଙ୍କରେ ରହି ପୁଣି ଆଗକୁ ଯାତ୍ରା କରୁଥିଲେ ।

|ବେପାର ମାର୍ଗ|ଆରବ ସାଗର ମଧ୍ୟ ଦେଇ ଅନେକ ବିଦେଶୀ ବଣିକମାନେ ବେପାର କରିବାକୁ ଭାରତକୁ ଆସୁଥିଲେ ।

ଏ ସମ୍ପର୍କରେ ତତ୍କାଳୀନ ହରିହରପୁର ଫ୍ୟାକ୍ଟ୍ରି ଦାୟିତ୍ୱରେ ଥିବା ମିଷ୍ଟର କୋଲି ଏକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସେତେବେଳେ ସେ ଏଠାରୁ ୪ ହଜାର ଖଣ୍ଡ ବସ୍ତ୍ର କ୍ରୟ କରି ଇଂଲଣ୍ଡ ପାରିପାର୍ଶ୍ୱିକ ସୁବିଧା ଓ ଅନ୍ୟ କାରଣରୁ ଇଂରେଜ ବଣିକମାନେ ୧୬୩୩ ବେଳକୁ ହରିହର ପୁରରେ ବ୍ୟବସାୟ କେନ୍ଦ୍ର ଅର୍ଥାତ୍‌ ବାଣିଜ୍ୟ କୋଠି ସ୍ଥାପନ କରିବାକୁ ସକ୍ଷମ ହୋଇଥିଲେ ।

 ପୁରାତନ ବଣିକମାନେ କଳିଙ୍ଗରୁ ଏହି ବୋଇତରେ ବାଲି, ଜାଭା, ସୁମାତ୍ରା, ବୋର୍ଣ୍ଣିଓ, ଶ୍ରୀଲଙ୍କା, ମାଲେସିଆ, ଭିଏତନାମ, ଥାଇଲାଣ୍ଡ, କାମ୍ବୋଡ଼ିଆ, ଫିଲିପାଇନ୍ସ ଓ ଚୀନ ଆଦି ଦୂର ଦେଶମାନଙ୍କୁ ବେପାର ବଣିଜ ଓ ସାଂସ୍କୃତିକ କାରବାର ପାଇଁ ଯାତ୍ରା କରୁଥିଲେ ।

ଓଡ଼ିଆ ଓ ବଙ୍ଗଳା ବଣିକମାନେ ଶ୍ରୀଲଙ୍କାରୁ ମରିଚର ଆମଦାନୀ କରୁଥିବାରୁ ଏହା କ୍ରମେ ଲଙ୍କା ମରିଚ ବା ଲଙ୍କା ନାମରେ ଜଣାଶୁଣା ହେଲା)।

ଏହି କିମ୍ବଦନ୍ତୀ ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରୁ ବାଣିଜ୍ୟ ଉଦ୍ଦେଶ୍ୟରେ ତଳମୁଣ୍ଡରୁ ଆସିଥିବା ବଣିକମାନେ ସେହି ଅଞ୍ଚଳରୁ ବିନିକେୟୀ ଠାକୁରାଣୀଙ୍କୁ ଚୋରିକରି ନେଇଯାଉଥିଲେ ।

merchants's Usage Examples:

VaishyaVaishyas are mostly landowners and merchants.


No one other than these merchants could buy from farmers or sell in cities.


Otherwise known as bank–client confidentiality or banker–client privilege, the practice was started by Italian merchants during the.


The slight couldn"t hamper the City"s growth, as merchants profiteered in arms and rum trades to belligerent countries.


This chart ranked the biggest selling singles in retail stores, as reported by merchants surveyed throughout.


In the main villages around are the masters' houses of the rich manufacturers and merchants of the nineteenth and twentieth centuries who made their fortunes in the linen trade.


Its merchants avoided the customs duties which angered London officials and led to a crackdown on smuggling.


Early lifeRicard was born in Sainte-Marthe, part of the 14th arrondissement of the city of Marseille, to a family of wine merchants.


Although shipping was regulated, the Qianlong emperor's administration was diligent in accommodating the requisites of Western merchants.


According to Watt, by 600 CE, the leaders of Quraysh "were prosperous merchants who had obtained something like a.


His familiarity with the languages and cultures of the Islamic world allowed him to travel to many places on board ships owned by Islamic merchants.


Amercement of merchantsThe trader is in the same position as the liber homo, except that it is his “merchandise,” not his “contenement,” that is protected.


(fair trial), 40 (justice), 41 (free movement of merchants), and 47 (disafforesting common land).



Synonyms:

milliner, hatter, dealer, poultryman, stationer, bargainer, retailer, retail merchant, businessperson, schlockmeister, clothier, stationery seller, poulterer, vender, book seller, seller, tradesman, merchandiser, trader, shopkeeper, vintner, shlockmeister, rug merchant, meatman, market keeper, grocer, monger, jeweler, vendor, bourgeois, jeweller, salter, marketer, bookdealer, wine merchant, haberdasher, salt merchant, butcher, baker, merchant-venturer, venturer, modiste, storekeeper, trafficker, hatmaker, grain merchant,

Antonyms:

socialistic, lower-class, upper-class,

merchants's Meaning in Other Sites