<< memoirs memorabilia >>

memorabile Meaning in Odia (Oriya). ( memorabile ଶବ୍ଦର ଓଡିଆ ଅର୍ଥ)



ସ୍ମରଣ,

Adjective:

ସ୍ମରଣୀୟ, ପ୍ରସିଦ୍ଧ, ଅବିସ୍ମରଣୀୟ |,

memorabile తెలుగు అర్థానికి ఉదాహరణ:

ଭାରତୀୟ ଆଇନ ସେବା କ୍ଷେତ୍ରରେ ଏହି ପଦକ୍ଷେପକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୯ ତାରିଖ ଜାତୀୟ ଆଇନ ସେବା ଦିବସ ରୂପେ ସାରା ଦେଶରେ ପାଳିତ ହୋଇ ଆସୁଛି ।

ସେମାନେ ଏହି ପର୍ବରେ ପିତୃ ପୁରୁଷଙ୍କୁ ସ୍ମରଣ କରି ପୂଜା କରିଥାନ୍ତି ।

| ସାହିତ୍ୟିକ ରଚନା |ସେ ୧୯୬୩-୬୪ ମସିହାରେ ରେଭେନ୍ସା କଲେଜ କଟକ ୱେଷ୍ଟ ହଷ୍ଟେଲ ପାଇଁ ଉର୍ମି ପତ୍ରିକାର ସମ୍ପାଦନା, ୧୯୬୫ ମସିହାରେ ମୌସୁମୀ ନାମକ ଏକ କ୍ଷୁଦ୍ର ଗଳ୍ପ ସଂକଳନ ପ୍ରକାଶ, ୧୯୬୬ ମସିହାରେ ଗଣକବି ସ୍ମରଣିକା, ୧୯୬୭ରେ ଜଗାମୋହନ ଲାଲା ସ୍ମରଣିକା ଏବଂ ୧୯୭୫ରେ ପ୍ୟାରିମୋହନ ଲାଲା ସ୍ମରଣିକା ଆଦି ପ୍ରକାଶ କରିଥିଲେ ।

୧୯୨୮ରେ ନେଦରଲାଣ୍ତରେ ଆୟୋଜିତ ଅଲିମ୍ପିକ୍ସ, ୧୯୩୨ରେ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସ ଓ ୧୯୩୬ରେ ବର୍ଲିନ ଅଲିମ୍ପିକ୍ସରେ ଭାରତକୁ ସ୍ୱର୍ଣ୍ଣପଦକ ବିଜୟୀ କରାଇବାରେ ଧ୍ୟାନଚାନ୍ଦଙ୍କ ଭୂମିକା ଅବିସ୍ମରଣୀୟ ।

ଶତାବ୍ଦୀ ପୁର୍ତ୍ତୀକୁ ସ୍ମରଣୀୟ କରିବା ପାଇଁ ମହୀଶୁର ସାଣ୍ଡାଲ ସେଣ୍ଟେନିଆଲ ନାମରେ ଉପସ୍ଥାପିତ ହେବାକୁ ଯୋଜନା ଅଛି ।

ଆଜି ଯଦି ଆମେ ଆମ ଜଗନ୍ନାଥ ଏବଂ ରଥଯାତ୍ରାକୁ ବିଶ୍ୱ ପ୍ରସିଦ୍ଧ କହୁ ସେଥିପାଇଁ ସ୍ୱାମୀ ପ୍ରଭୁପାଦଙ୍କର ଅବଦାନ ଚିର ସ୍ମରଣୀୟ ।

|ଆଜାଦ ୧୯୮୩ରେ ନୂଆ ଦିଲ୍ଲୀରେ ଖେଳାଯାଇଥିବା ଭାରତର ପ୍ରଥମ ଦିବାରାତ୍ର ଏକଦିବସୀୟ ମ୍ୟାଚରେ ଏକ ସ୍ମରଣୀୟ ପ୍ରଦର୍ଶନ ଦେଇଥିଲେ ।

ୱେଷ୍ଟ ଇଣ୍ଡିଜ ବିରୁଦ୍ଧ ସିରିଜର  ୩ୟ ଟେଷ୍ଟରେ ଅଧିନାୟକ ଭାବେ ଭରତକୁ ତାର ଅତ୍ୟନ୍ତ ସ୍ମରଣୀୟ ବିଜଯ ଦେଇଥିଲେ ।

ସେ ଅଶ୍ୱିନୀ କୁମାରଙ୍କୁ ସ୍ମରଣ କରି ତାଙ୍କରି ଆଶୀର୍ବାଦରୁ ନକୁଳ ଏବଂ ସହଦେବଙ୍କୁ ଜନ୍ମ ଦେଇଥିଲେ ।

ଇଣ୍ଡିଆ ପୋଷ୍ଟ ୨୦୦୩ରେ ଜ୍ଞାନପୀଠ ପୁରସ୍କାର ବିଜେତା କ୍ରମ ଧାରାବାହିକ ଅଧୀନରେ ତାଙ୍କ ପ୍ରତିଛବିକୁ ଦର୍ଶାଇ ଏକ ସ୍ମରଣୀୟ ଡାକ ଷ୍ଟାମ୍ପ ଜାରି କରିଥିଲା ।

ତାଙ୍କ ପତ୍ନୀ ସୁଶୀଲା ତାଙ୍କୁ ସେ ଶ୍ରୀକୃଷ୍ଣଙ୍କ ବନ୍ଧୁ ହେଇଥିବା କଥା ସ୍ମରଣ କରାଇ ତାଙ୍କୁ ଭେଟିବାକୁ ଯିବାକୁ କହିଲେ ।

ନିଜ ପୂର୍ବଜଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମଦନମୋହନ ଏକ ନୂତନ ଭାରତର କଳ୍ପନା କରିଥିଲେ ଏବଂ ନୂଆ ରାଜନୈତିକ ନେତୃତ୍ୱ ଦେବା ପାଇଁ ସେ ବଦ୍ଧପରିକର ହେବାସହ ଶିକ୍ଷାକ୍ଷେତ୍ରରେ ଅବିସ୍ମରଣୀୟ ଭୂମିକା ନିର୍ବାହ କରିଥିଲେ ।

| ନାଟକ ଓ ଅଭିନୟ |ଶ୍ୟାମସୁନ୍ଦର ମହାପାତ୍ର, ଗଣକବି ବୈଷ୍ଣବ ପାଣି, ପଲ୍ଲୀ କବି କୃଷ୍ଣପ୍ରସାଦ ବେହେରା, ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା, ନାଟ୍ୟ ଭୁଷଣ ଉମାକାନ୍ତ ବେହେରା, ନବ କିଶୋର ବେହେରା, ସୁଧାଂଶୁ ଶେଖର ନାୟକ ଇତ୍ୟାଦି ଏ ଦିଗରେ ଅଗ୍ର ସ୍ମରଣୀୟ।

memorabile's Usage Examples:

A very popular book (sold in more than 70,000 copies) is 322 de vorbe memorabile, a collection of aphorisms taken from various interviews, ordered alphabetically.


"Scherma, Europei 2017: l"Italia vince sempre! Oro memorabile all"ultima stoccata per le sciabolatrici! Bronzo nel fioretto maschile.


maclachlanianum Costa, 1884 Sericostoma medium Navas, 1917 Sericostoma memorabile McLachlan, 1876 Sericostoma mesopotamicum McLachlan, 1898 Sericostoma.


unei cariere de excepție: cifre UNICE în atacul "câinilor" + momente memorabile, în teren și pe bancă" [VIDEO + PHOTO Claudiu Niculescu, the living legend.


dell"Arte (1648), by Donato Calvi in Effemeride sagro profana di quanto di memorabile sia successo in Bergamo and by Francesco Tassi.


Example: "Namqu(e) etsi nullum memorabile nomen femine(a) in poena (e)st, habet haec victoria laudem, exstinxisse nefas.


272: Ob cuius dispesacionis beneficium ac recordacionis memorabile signum indictum est Polonis, ut in tonsura rotunda conformarent se moribus.


Example: "Namqu(e) etsi nullum memorabile nomen femine(a) in poena (e)st, habet haec victoria laudem, exstinxisse.


Gabrieli, Luca Valerio linceo, un episodio memorabile della vecchia Accademia, Roma 1934 Pier Daniele Napolitani, Metodo e statica.


"FOTO"VIDEO | Imagini memorabile! CFR Cluj a ridicat al șaptelea trofeu de campioană din istoria.


"FOTO"VIDEO | Imagini memorabile! CFR Cluj a ridicat al șaptelea trofeu de campioană din istoria clubului".


Type species Eupatorium memorabile Maguire " Wurdack.


In viola fu protagonista della memorabile stagione 1960-61 (in Italian) "Dino da Costa".



memorabile's Meaning in Other Sites