<< memorability memorably >>

memorable Meaning in Odia (Oriya). ( memorable ଶବ୍ଦର ଓଡିଆ ଅର୍ଥ)



ସ୍ମରଣୀୟ,

Adjective:

ସ୍ମରଣୀୟ, ପ୍ରସିଦ୍ଧ, ଅବିସ୍ମରଣୀୟ |,

memorable తెలుగు అర్థానికి ఉదాహరణ:

ଭାରତୀୟ ଆଇନ ସେବା କ୍ଷେତ୍ରରେ ଏହି ପଦକ୍ଷେପକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୯ ତାରିଖ ଜାତୀୟ ଆଇନ ସେବା ଦିବସ ରୂପେ ସାରା ଦେଶରେ ପାଳିତ ହୋଇ ଆସୁଛି ।

୧୯୨୮ରେ ନେଦରଲାଣ୍ତରେ ଆୟୋଜିତ ଅଲିମ୍ପିକ୍ସ, ୧୯୩୨ରେ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସ ଓ ୧୯୩୬ରେ ବର୍ଲିନ ଅଲିମ୍ପିକ୍ସରେ ଭାରତକୁ ସ୍ୱର୍ଣ୍ଣପଦକ ବିଜୟୀ କରାଇବାରେ ଧ୍ୟାନଚାନ୍ଦଙ୍କ ଭୂମିକା ଅବିସ୍ମରଣୀୟ

ଶତାବ୍ଦୀ ପୁର୍ତ୍ତୀକୁ ସ୍ମରଣୀୟ କରିବା ପାଇଁ ମହୀଶୁର ସାଣ୍ଡାଲ ସେଣ୍ଟେନିଆଲ ନାମରେ ଉପସ୍ଥାପିତ ହେବାକୁ ଯୋଜନା ଅଛି ।

ଆଜି ଯଦି ଆମେ ଆମ ଜଗନ୍ନାଥ ଏବଂ ରଥଯାତ୍ରାକୁ ବିଶ୍ୱ ପ୍ରସିଦ୍ଧ କହୁ ସେଥିପାଇଁ ସ୍ୱାମୀ ପ୍ରଭୁପାଦଙ୍କର ଅବଦାନ ଚିର ସ୍ମରଣୀୟ

|ଆଜାଦ ୧୯୮୩ରେ ନୂଆ ଦିଲ୍ଲୀରେ ଖେଳାଯାଇଥିବା ଭାରତର ପ୍ରଥମ ଦିବାରାତ୍ର ଏକଦିବସୀୟ ମ୍ୟାଚରେ ଏକ ସ୍ମରଣୀୟ ପ୍ରଦର୍ଶନ ଦେଇଥିଲେ ।

ୱେଷ୍ଟ ଇଣ୍ଡିଜ ବିରୁଦ୍ଧ ସିରିଜର  ୩ୟ ଟେଷ୍ଟରେ ଅଧିନାୟକ ଭାବେ ଭରତକୁ ତାର ଅତ୍ୟନ୍ତ ସ୍ମରଣୀୟ ବିଜଯ ଦେଇଥିଲେ ।

ଇଣ୍ଡିଆ ପୋଷ୍ଟ ୨୦୦୩ରେ ଜ୍ଞାନପୀଠ ପୁରସ୍କାର ବିଜେତା କ୍ରମ ଧାରାବାହିକ ଅଧୀନରେ ତାଙ୍କ ପ୍ରତିଛବିକୁ ଦର୍ଶାଇ ଏକ ସ୍ମରଣୀୟ ଡାକ ଷ୍ଟାମ୍ପ ଜାରି କରିଥିଲା ।

ନିଜ ପୂର୍ବଜଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମଦନମୋହନ ଏକ ନୂତନ ଭାରତର କଳ୍ପନା କରିଥିଲେ ଏବଂ ନୂଆ ରାଜନୈତିକ ନେତୃତ୍ୱ ଦେବା ପାଇଁ ସେ ବଦ୍ଧପରିକର ହେବାସହ ଶିକ୍ଷାକ୍ଷେତ୍ରରେ ଅବିସ୍ମରଣୀୟ ଭୂମିକା ନିର୍ବାହ କରିଥିଲେ ।

| ନାଟକ ଓ ଅଭିନୟ |ଶ୍ୟାମସୁନ୍ଦର ମହାପାତ୍ର, ଗଣକବି ବୈଷ୍ଣବ ପାଣି, ପଲ୍ଲୀ କବି କୃଷ୍ଣପ୍ରସାଦ ବେହେରା, ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା, ନାଟ୍ୟ ଭୁଷଣ ଉମାକାନ୍ତ ବେହେରା, ନବ କିଶୋର ବେହେରା, ସୁଧାଂଶୁ ଶେଖର ନାୟକ ଇତ୍ୟାଦି ଏ ଦିଗରେ ଅଗ୍ର ସ୍ମରଣୀୟ

|ତାଙ୍କର ଜୀବନୀ ଉପରେ ଡକୁମେଣ୍ଟାରୀ|୨୦୧୭ ମସିହାର ଏକ କାନାଡ଼ା କମ୍ପାନୀ ପାକିସ୍ଥାନୀ ସଙ୍ଗୀତ ଉଦ୍ୟୋଗକୁ ଶୌକତ ଅଲିଙ୍କ ଅବଦାନ‌କୁ ସ୍ମରଣୀୟ କରିବାକୁ ତାଙ୍କ ପୁତ୍ରଙ୍କ ସ‌ହାୟତାରେ ଗୋଟିଏ ଏକ ଘଣ୍ଟା ବ୍ୟାପୀ ଡକୁମେଣ୍ଟାରୀ ପ୍ରସ୍ତୁତ କରିଥିଲେ ।

ଏଠାରେ ପାକିସ୍ଥାନ ସହ ଟେଷ୍ଟ ମେଚରେ ସ୍ପିନର ଅନିଲ କୁମ୍ବଲେ ଗୋଟିଏ ଇନିଂସରେ ସମସ୍ତ 10ଟି ଜକ ୱିକେଟ ନେବାର ବିଶ୍ୱ ରେକର୍ଡ ସହ , ସଚିନ ତେନ୍ଦୁଲକରଙ୍କ 35 ତମ ଶତକ ହାସଲ ତଥା  ସୁନୀଲ ଗାଭାସ୍କରଙ୍କ 29 ତମ ଶତକଦ୍ୱାରା ସେ ଡନ ବ୍ରାଡମାନଙ୍କ ରେକର୍ଡର  ସମକକ୍ଷ ହେବା ସ୍ମରଣୀୟ ଘଟଣା ବଳି ହେଇ ରହିଛି ।

 .  2007 T20 ବିଶ୍ୱ କପରେ ସ୍ଥାନ ପାଇ ସେ ଶେଷ ଓଭର ବୋଲିଂ କରି ଭାରତକୁ ଅଷ୍ଟ୍ରେଲିଆ ଓ ପରେ ଫାଇନାଲରେ ପାକିସ୍ତାନ ବିରୁଦ୍ଧରେ ସ୍ମରଣୀୟ ବିଜୟ ଆଣି ଦେଇଥିଲେ ।

କାଦମ୍ବରୀ ପ୍ରମତ୍ତ ବଳଦେବଙ୍କ ଦର୍ପିତ ପହଣ୍ଡି, କେତେକୀ ଟାହିଆର ଠାଣି ଓ ବିଜେ କାହାଳୀ, ଘଣ୍ଟନାଦ ମଧ୍ୟରେ ମୋର ଦୃଷ୍ଟିପଥରେ ଉଦ୍‌ଭାସିତ ହୋଇ ଉଠିଥିଲା, ଇତିହାସର ବହୁ କ୍ଷତବିକ୍ଷତ ସେଇ ଅରାଜେୟ ଓଡ଼ିଆ ଆତ୍ମାର ଅଭ୍ୟୁଦୟ ! ସେ ଦିନର ସେଇ ଅବିସ୍ମରଣୀୟ ଅନୁଭୂତି ମୋତେ ଯେଉଁ ପ୍ରେରଣା ଦେଇଥିଲା, ‘ନୀଳଶୈଳ’ ତାହାର ପରିଣତି ।

memorable's Usage Examples:

idea behind the concept is to create a memorable dramatic phrase that will sum up the tone and premise of an audio/visual product, or to reinforce and strengthen.


his speech "an unfortunate prelude to Lincoln"s memorable second inaugural address.


(/ˈædɪdʒ/; Latin: adagium) is a concise, memorable, and usually philosophical aphorism that communicates an important truth derived from experience, custom, or.


On 8 August 1902, he ascended the throne that marked the end of memorable regency and the beginning of what was to become Mysore's Golden Era, an era that came to be known by the encomium 'Ramarajya'.


Critic Dave Sindelar gives the film a positive review: It's not perfect; it's a little too long, so you end up figuring some of the final revelations before you should, and it gets a little repetitive at times, but the strong acting and some memorable images make it worth the investment.


In addition, Reuschel pitched in a memorable game for Cub fans on July 28, 1977, when making a rare relief appearance on two days' rest, he entered the 13th inning of a 15–15 tie between the Cubs and the Cincinnati Reds at Wrigley Field.


In one memorable scene once the assailant has gained entry the lord brandishes an aerosol can labelled "Knight-Rid" to stop the pilgrim in his tracks.


denoting "delimitation", "distinction", and "definition") is a concise, terse, laconic, or memorable expression of a general truth or principle.


Critics highlight individual songs as stand out tracks, and found the album a memorable effort within the Japanese pop genre.


His most memorable catch was a Hail Mary touchdown reception with no time left against the Jacksonville Jaguars on December 8, sealing a 21–20 win.


Eurogamer called Bridget as [o]ne of Guilty Gear's more memorable characters, while Kotaku's Brian Ashcraft said not only one of Guilty Gear's most memorable characters [.


CareerSam SpadeDuff's most memorable radio role was as Dashiell Hammett's private eye Sam Spade in The Adventures of Sam Spade (1946–1950).


Dürr notes: "The fascination of these ariosos lies in their memorable and eloquent melodic line which presents the text.



Synonyms:

unforgettable,

Antonyms:

unmemorable, forgettable,

memorable's Meaning in Other Sites