melanin Meaning in Odia (Oriya). ( melanin ଶବ୍ଦର ଓଡିଆ ଅର୍ଥ)
ମେଲାନିନ,
Noun:
ମେଲାନିନ |,
People Also Search:
melaninsmelanism
melanocyte
melanoma
melanomas
melanomata
melanos
melanosis
melastoma
melastomaceae
melatonin
melba
melbourne
melchior
meld
melanin తెలుగు అర్థానికి ఉదాహరణ:
କିନ୍ତୁ ଅତ୍ୟଧିକ ମେଲାନିନ୍ ପାଇଁ କଳା ରଙ୍ଗର ଲୋମତଳେ ଏହି ଚିତା ଚିତା ଦାଗ ଲୁଚିଯାଏ ଓ ବାଘର ଚମ ଏକ ଚିତ୍ରିତ ରେଶମ କପଡ଼ା ପରି ଦେଖାଯାଏ ।
ବିଜ୍ଞାନ ଗବେଷଣା ପତ୍ରିକା ପ୍ରୋସିଡିଂସ୍ ଅଫ୍ ଦ ନ୍ୟାସନାଲ ଏକାଡେମୀ ଅଫ୍ ସାଇନ୍ସ ଅନୁସାରେ କେରାଟିନ୍ ଓ ମେଲାନିନ୍ ମଧ୍ୟରେ ସମନ୍ୱୟର କିଂଚିତ ବିଚ୍ୟୁତିରୁ ଏହି ବର୍ଣ୍ଣାଳିସୃଷ୍ଟି ହେଇଛି ।
ଏହି ପ୍ରଜାତିର ବିରାଡ଼ି ଗଛରେ ରହନ୍ତି, ଏମାନଙ୍କ ଓଜନ ୧୮ କିଲୋଗ୍ରାମରୁ କମ୍ ଓ ଏମାନଙ୍କର କେବେକେବେ ମେଲାନିନ୍ ଆଧିକ୍ୟ ଦେଖାଦିଏ ।
ଏହି ରୋଗ ଥିଲେ ଖରାରେ ଅଳ୍ପ କିଛି ମିନିଟ ରହିଲେ ସାଂଘାତିକ ସନବର୍ଣ୍ଣ (sunburn) ହୁଏ, ଶୁଷ୍କ ଚର୍ମ, ସୂର୍ଯ୍ୟାଲୋକ ପଡ଼ିବା ସ୍ଥାନରେ ମେଲାନିନ ପିଗମେଣ୍ଟ ଏକତ୍ର ଅଧିକ ହୋଇ କଳାଦାଗ (freckling) ପଡ଼ିଯାଏ ଓ ଚର୍ମରେ ପିଗମେଣ୍ଟେସନ ହୁଏ ଶ୍ରବଣ ହାନୀ, ନିୟନ୍ତ୍ରଣ ଅଭାବ, ବୌଦ୍ଧିକ କର୍ମ ହାନୀ ଓ ବାତ ଭଳି ସ୍ନାୟୁ ମଣ୍ଡଳ ସମସ୍ୟା ସୃଷ୍ଟି ହୁଏ ।
| କଳାମହାବଳ ବାଘ |କଳାରଙ୍ଗର ବଡ଼ବାଘ, ମହାବଳବାଘର ଏକ ମେଲାନିନ୍ ଆଧିକ୍ୟବିଶିଷ୍ଟ ବାଘ ଓ କୌଣସି ଅନ୍ୟ ପ୍ରଜାତି ନୁହେଁ ।
|ବର୍ତ୍ତମାନ ସମୟରେ ଚିହ୍ନଟ ହୋଇଥିବା କଳା ମହାବଳବାଘ ଆଭାଷୀ ମେଲାନିନ୍ ଆଧିକ୍ୟବିଶିଷ୍ଟ ବାଘ ।
|କଲରାପତରିଆ ବାଘଙ୍କ କ୍ଷେତ୍ରରେ ମେଲାନିନ୍ ଆଧିକ୍ୟତା ବଂଶାନୁକ୍ରମିକ ମଧ୍ୟ ହୋଇପାରେ, ତେବେ ପତ୍ରଦାଗ ତୁଳନାରେ ଏହା ଏକ ପ୍ରଭାବୀ ଗୁଣ ନୁହେଁ ।
ଏଥିରୁ ଜଣାପଡ଼େ ଯେ ଜାଗୁଆରର ମେଲାନିନ୍ ଆଧିକ୍ୟ ବହନକାରୀ ଜିନ୍ ସିଂହୀର ସାଧାରଣ ରଙ୍ଗର ଜିନ୍ ଅପେକ୍ଷା ପ୍ରଭାବଶାଳୀ ।
| ମେଲାନିନ୍ ଆଧିକ୍ୟ |ମଣିଷମାନଙ୍କ ଶରୀରରେ ମେଲାନିନର ମାତ୍ରା ମଣିଷର ରଙ୍ଗ ନିର୍ଣ୍ଣୟ କରେ ।
ମେଲାନିନ୍ ଆଧିକ୍ୟ ରହିଥିବା କଲରାପତରିଆ ବାଘଙ୍କୁ ଈଂରାଜୀରେ "black panther" (ବ୍ଲାକ୍ ପାନ୍ଥର୍) ବୋଲି କୁହାଯାଏ ।
| କଳା ଜାଗୁଆର |ପ୍ରମୁଖ ଏଲୀଲ ହିଁ ଜାଗୁଆରମାନଙ୍କ ଶରୀରରେ ମେଲାନିନ୍ ଆଧିକ୍ୟର କାରଣ ।
କେତେକ ସଦ୍ୟ ପରୀକ୍ଷଣରୁ ଜଣାପଡ଼ିଛି ଯେ ଶରୀରର ପ୍ରତିରୋଧକ କ୍ଷମତାରେ ଉନ୍ନତିମୂଳକ ପରିବର୍ତ୍ତନ ବା ମ୍ୟୁଟେଶନ୍ (Mutation) ହେଲେ ଶରୀରରେ ମେଲାନିନ୍ ବୃଦ୍ଧିପାଏ ।
melanin's Usage Examples:
Melanocytes are melanin-producing neural crest-derived cells located in the bottom layer (the stratum basale) of the skin"s epidermis, the middle layer.
substances, although the single most important substance is the pigment melanin.
Role in diseaseNeuromelanin-containing neurons in the substantia nigra undergo neurodegeneration during Parkinson's disease.
This is because green eyes have a strong presence of both melanin and pheomelanin.
TYRP1 is an enzyme involved in the synthesis of eumelanin.
Generally, if more melanin is present, the color of the hair is darker; if less melanin is present, the.
melaninized cells which are most easily visible on people with a fair complexion.
by iron catalysis into dopaquinones and semiquinones which are then phagocytosed and are stored as neuromelanin.
protein, the black pigment eumelanin cannot form in the hair.
melanin-forming cells (melanocytes) in certain areas of the skin and hair.
The article focused on the correlation between melanin spots and carotenoid-based coloration on the wings of nestlings with food.
there is decreased or absent melanin in the hair bulbs of affected hair follicles; the melanocytes of the skin are usually not affected.
Synonyms:
feather, plume, tegument, plumage, animal pigment, cutis, skin,
Antonyms:
disarrange, dirty, undercharge, underdress, dress down,