melanoma Meaning in Odia (Oriya). ( melanoma ଶବ୍ଦର ଓଡିଆ ଅର୍ଥ)
ମେଲାନୋମା,
Noun:
ମେଲାନୋମା |,
People Also Search:
melanomasmelanomata
melanos
melanosis
melastoma
melastomaceae
melatonin
melba
melbourne
melchior
meld
melded
melder
melding
melds
melanoma తెలుగు అర్థానికి ఉదాహరణ:
ଏଥିରେ ମେଲାନୋମା, ଫୁସଫୁସ କର୍କଟ, ବୃକ୍କୀୟ ଜୀବକୋଷ କର୍କଟ, ହଜକିନ୍ସ ଲିମ୍ଫୋମା, ମୁଣ୍ଡ ଏବଂ ବେକ କର୍କଟ, କୋଲୋନ୍ କର୍କଟ ଏବଂ ଯକୃତ କର୍କଟ ଅନ୍ତର୍ଭୁକ୍ତ | ଏହା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ ।
|ଆଧାର|ଓଡ଼ିଆ ଖେଳାଳି|ଜୀବିତ ବ୍ୟକ୍ତି|ମୟୂରଭଞ୍ଜ ଜିଲ୍ଲାର ଲୋକ ଡାକାର୍ବାଜିନ (ଇଂରାଜୀ ଭାଷାରେ Dacarbazine ବା DTIC), ଅନ୍ୟ ନାମ ଇମିଡାଜୋଲ କାର୍ବୋକ୍ସାମାଇଡ) ଏକ କେମୋଥେରାପି ଔଷଧ (chemotherapy medication) ଯାହା ମେଲାନୋମା ଓ ହଜକିନ୍ସ ଲିମ୍ଫୋମା ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ ।
ଅପରେଶନ କରି ମେଲାନୋମାକୁ ବାହାର କରିଦିଆଯାଏ ।
ମେଲାନୋମା ଅତ୍ୟନ୍ତ ଆଗ୍ରେସିଭ ବା ବ୍ୟାପିବାଗୁଣ ସମ୍ପର୍ଣ୍ଣ ।
ମେଲାନୋମା, ଲିମ୍ଫୋମା, ଫୁସଫୁସ, ସ୍ତନ କିମ୍ବା ଗ୍ରାସନଳୀ କର୍କଟରୁ ହୃତ୍ପିଣ୍ଡକୁ ବିସ୍ତାର ହୋଇପାରେ।
ଅଧୁନା ସ୍ତନ କର୍କଟ, ମଲ୍ଟିପ୍ଲ ମାୟେଲୋମା, ଲିମ୍ଫୋମା, ପ୍ରୋସ୍ଟେଟ କର୍କଟ, ମେଲାନୋମା ଇତ୍ୟାଦି କର୍କଟ ରୋଗମାନଙ୍କର ଚିକିତ୍ସା ଏହି ପଦ୍ଧତିରେ ଚାଲିଛି ।
ବିସ୍ତାର ଲାଭ ନ କରିଥିଲେ ଅଧିକାଂଶ ମେଲାନୋମା ଆରୋଗ୍ୟ ହୋଇଯାଏ ।
|ଦୀର୍ଘ ସମୟ ଧରି ଅଲ୍ଟ୍ରାଭାୟୋଲେଟ ବିକୀରଣ ହେଉଥିଲେ ମେଲାନୋମା ଓ ଅନ୍ୟ ଚର୍ମ କର୍କଟ ରୋଗ ହୁଏ ।
|ମେଲାନୋମା ଓ ସ୍କ୍ୱାମସସେଲ କର୍କଟ ରୋଗର ପ୍ରତିଷେଧ ଭାବେ ଅତିବାଇଗିଣୀ ରଶ୍ମୀ ସଂସ୍ପର୍ଶରେ କମ ଆସିବା ଓ ସନସ୍କ୍ରିନ ବ୍ୟବହାର ଆବଶ୍ୟକ ।
ମେଲାନୋମା, ଫୁସଫୁସ କର୍କଟ, ମୁଣ୍ଡ ଏବଂ ବେକ କର୍କଟ, ହଜକିନ୍ସ ଲିମ୍ଫୋମା, ଗର୍ଭାଶୟ କର୍କଟ ଏବଂ ପାକସ୍ଥଳୀ କର୍କଟ ଇତ୍ୟାଦି ରୋଗମାନଙ୍କରେ ଚିକିତ୍ସାରେ ଦିଆଯାଏ ।
ନନମେଲାନୋମା ମଧ୍ୟରେ ୮୦ % ବାସାଲ ଓ ୨୦ % ସ୍କ୍ୱାମସ ସେଲ କର୍କଟ ଦେଖାଯାଏ ।
ମେଲାନୋମା ନିମନ୍ତେ ଅପରେଶନ (surgery) କରାଯାଏ ଓ ଏହି ଔଷଧ ଦିଆଯାଏ ।
melanoma's Usage Examples:
In addition to melanoma, individuals with the condition are at increased risk for pancreatic cancer.
His clinical practice focuses on intraocular tumors, including uveal (ocular) melanoma, retinoblastoma, lymphoma and other neoplasms.
classified by morphology as either benign naevi (moles) or malignant melanomas because the mass shows features of both.
PathologyThe histopathologic characteristics of melanoma in FAMMM kindreds are not different from those seen in sporadic cases of melanoma and, thus, are not useful in diagnosing the syndrome.
"The EWS-ATF-1 gene involved in malignant melanoma of soft parts with t(12;22) chromosome translocation, encodes a constitutive.
Brain metastases are particularly common in patients with metastatic melanoma.
Patients with recurrent melanomas receive recombinant IFN-α2b.
Phase 1 and 2 clinical studies in metastatic melanoma showed some responses.
Diameter: moles greater than 6"nbsp;mm are more likely to be melanomas than smaller moles.
biopsy is often performed, especially for T1b/T2+ tumors, mucosal tumors, ocular melanoma and tumors of the limbs.
Littler received the Ben Hogan Award in 1973 for a courageous comeback from injury or illness, after returning to the tour following treatment for malignant melanoma.
Melanomas tend to display the typical asymmetry, uneven borders and dark discoloration as do melanomas in other parts of the body.
Indoor tanning is a source of UV radiation, which is known to cause skin cancer, including melanoma and skin aging, and is associated with sunburn, photodrug.
Synonyms:
skin cancer, malignant melanoma,