<< marine engineer mariner's compass >>

mariner Meaning in Odia (Oriya). ( mariner ଶବ୍ଦର ଓଡିଆ ଅର୍ଥ)



ନାବିକ,

Noun:

ନାବିକ, ସମୁଦ୍ର ଯାଉଥିବା ନାବିକମାନେ |,

mariner తెలుగు అర్థానికి ఉదాహరణ:

| ସଂରକ୍ଷଣ |ଆଧୁନିକ ଦିଗବାରେଣୀ ବ୍ୟବସ୍ଥା ତଥା ଜିପିଏସ୍ ଜ୍ଞାନ କୌଶଳର ବ୍ୟବହାର ପରେ ନାବିକମାନଙ୍କ ପାଇଁ ବତିଘରର ମହତ୍ତ୍ୱ ହ୍ରାସ ପାଇଛି ।

ଆଧୁନିକ ଯୁଗରେ ବୈଷୟିକ ଜ୍ଞାନକୌଶଳ ଓ ଆଧୁନିକ ଉପକରଣ ସହାୟତାରେ ନାବିକମାନେ ଦିଗ ଓ ପଥ ନିର୍ଣ୍ଣୟ କରିପାରୁଛନ୍ତି ।

ନାବିକମାନେ ନୌକା ନେବା ବେଳେ ଏଠି ପୂଜା କରନ୍ତି ।

| ଆଧାର | ଅଧିକ ତଥ୍ୟ |http://www.ias.ac.in/womeninscience/liladaug.html|ଲେଖକ ଭାସ୍କୋ ଡା ଗାମା ଜଣେ ପର୍ତ୍ତୁଗୀଜ ନାବିକ

ଯମୁନା ନ‌ଦୀ କୁଳରେ ବାସ କରୁଥିବା ନାବିକ ମୁଖିଆ ଦୁଶରାଜର ପୋଷ୍ୟ କନ୍ୟା ଥିଲେ ।

ପୂର୍ବେ ବିଶାଳ ସମୁଦ୍ର ବକ୍ଷରେ ଜାହାଜ ଯାତ୍ରା କାଳରେ ନାବିକମାନେ ପାଖରେ ଗୋଟିଏ କମ୍ପାସ ରଖୁଥିଲେ ।

ଏହି ଆଲୋକ ବା ବତୀ ବହୁ ଦୂର ପର୍ଯ୍ୟନ୍ତ ଦେଖାଯାଉଥିବାରୁ ସମୁଦ୍ରରୁ କୂଳ ଆଡ଼କୁ ଆସୁଥିବା ଜାହାଜର ନାବିକ, ନଦୀନାଳ ପରି ଅନ୍ୟ ଜଳପଥ ବ୍ୟବହାର କରୁଥିବା ନାବିକଙ୍କୁ ଦିଗ ଠଉରାଇବାରେ ସହାୟକ ହୋଇଥାଏ ।

ଗଙ୍ଗୁଆ ନାଳରୁ ଦୟା ନଦୀ ଦେଇ ସମୁଦ୍ର ଅଭିମୁଖେ ଯାଉଥିବା ପ୍ରାଚୀନ ଓଡ଼ିଶାର ନାବିକଙ୍କ ପାଇଁ ଲିଙ୍ଗରାଜ ମନ୍ଦିରର ଚତୁର୍ଦ୍ଦଶୀ ମହାଦୀପ ଏକ ବତିଘରର କାମ କରୁଥିବା ସମ୍ଭବପର ବୋଲି ଗବେଷକ ଦୀପକ ଭଟ୍ଟାଚାର୍ଯ୍ୟ ନିଜର ଏକ ଗବେଷଣା ଲେଖରେ ଲେଖିଛନ୍ତି ।

୧୯୮୮ରେ ଏଠାରେ ନୌକା ଦୁର୍ଘଟଣାରେ ଦୁଇଜଣ ନାବିକ ପ୍ରାଣ ହରେଇଥିଲେ ।

ଜାହାଜଟି ଶୀଘ୍ର ବୁଡ଼ିବା ସହ ୪୯ ଜଣ ନାବିକ ମୃତ୍ୟୁବରଣ କରିଥିଲେ ।

| ଆର୍କ୍‌ମିଡ଼ିସ୍‌ଙ୍କ ପେଞ୍ଚ ||ପ୍ଲୁଟାରଚ ବର୍ଣ୍ଣନା କରିଛନ୍ତି କିପରି ଆର୍କ୍‌ମିଡ଼ିସ୍‌ ଭାରୀ ଜିନିଷ ଉଠାଇବାରେ କପିକଳ (pulley) ପ୍ରଣାଳୀ ପ୍ରସ୍ତୁତ କରିଥିଲେ ଯାହା ବ୍ୟବହାର କରି ନାବିକ ମାନେ ଭାରୀ ଜିନିଷକୁ ସହଜରେ ଉଠାଇ ପାରୁଥିଲେ ।

|ଆଇଆରଏନଏସଏସ-୧ଜି : ଏହା ନାବିକ ଉପଗ୍ରହପୁଞ୍ଜର ସପ୍ତମ ତଥା ଶେଷ ଉପଗ୍ରହ।

mariner's Usage Examples:

proper, the mariner"s astrolabe was rather a graduated circle with an alidade used to measure vertical angles.


trademark of various musical styles in Afro-Peruvian musical culture such as marinera, festejo, landó, tondero, zamacueca, and contrapunto de zapateo Cumbia.


Álvares himself was accompanied by two other Portuguese mariners.


written by Daves and Albert Maltz, based on an original story by former submariner Steve Fisher.


organization of 12 autonomous labor unions of mariners, fishermen and boatmen working aboard vessels flagged in the United States or Canada.


defined in such a way that it more or less corresponds to what a mariner observes when estimating visually the average wave height.


Mail quoted a volunteer who described how, while professional mariners kidded the volunteers, they obviously monitored it, because they could count on.


For nearly 45 years prior to 2015, submariners were on 18-hour days with 6 hours of watch followed by 12 hours off watch.


Notice to marinersThe brightness of the reef was compared with the brightness of other reefs that had known depths and similar bottom reflections.


com/sports/mariners/swing-and-miss-jerry-dipoto-may-have-whiffed-when-mariners-traded-chris-taylor-to-dodgers-but-thats-baseball/ Stephen.


Zhang Lianzhong (Chinese: 张连忠; born 23 June 1931) is a retired submariner and admiral of the Chinese People"s Liberation Army Navy (PLAN).


Both the civilian mariners and the merchant vessels are.



Synonyms:

sea dog, Jack, pilot, sea lawyer, roustabout, deckhand, able seaman, sailor, old salt, steerer, gob, seaman, crewman, bo"s"n, bos"n, whaler, bo"sun, officer, lighterman, bargeman, helmsman, seafarer, bargee, bosun, boatswain, ship"s officer, Jack-tar, able-bodied seaman, tar, steersman,

Antonyms:

employer, civilian,

mariner's Meaning in Other Sites