<< maharaja maharajahs >>

maharajah Meaning in Odia (Oriya). ( maharajah ଶବ୍ଦର ଓଡିଆ ଅର୍ଥ)



ମହାରାଜା,

ଭାରତରେ ଜଣେ ହିନ୍ଦୁ ରାଜକୁମାର କିମ୍ବା ରାଜାଙ୍କଠାରୁ ଅଧିକ ସ୍ଥାନ |, ଜଣେ ମହାନ ରାଜା |,

Noun:

ମହାରାଜା,

maharajah తెలుగు అర్థానికి ఉదాహరణ:

ତେଣୁ ମହାରାଜାଙ୍କ ପୁତ୍ର ନଥିଲେ ପୋଷ୍ୟପୁତ୍ର ଗ୍ରହଣ କରିବାକୁ ହୁଏ ।

| ଆଧାର |ଜନନକ୍ଷମତା|ମାନବ ପ୍ରଜନନ|ଯୌନବିଦ୍ୟା|ଯୌନତା ସନ୍ତୋଷ ଟ୍ରଫି ଫୁଟବଲ ୧୯୪୧ ମସିହାରେ ଭାରତୀୟ ଫୁଟବଲ ଆସୋସିଏଶନ ସଭାପତି ଥିବା ସନ୍ତୋଷର ମହାରାଜା ସାର ମନ୍ମଥ ନାଥ ରାୟ ଚୈଧୁରୀଙ୍କ ନାମରେ ଏହି ଟ୍ରଫିର ନାମକରଣ ହୋଇଛି।

ଏହି ଘଟଣାକୁ ଚୁଗୁଲିଆମାନେ ଏକ କଦର୍ଯ୍ୟ କଳେବର ଦେଇ ମହାରାଜା ଦିବ୍ୟସିଂହ ଦେବଙ୍କ ସନ୍ଦେହ ସୃଷ୍ଟି କରାଇଲେ ।

' ଯଯାତି କେଶରୀ ମହାରାଜା ସୋନପୁର ପର୍ଯ୍ୟନ୍ତ ଆସି ଖଣ୍ଡାୟତମାନଙ୍କୁ ପଚାରନ୍ତେ ଠାକୁରମାନେ ପାତାଳୀ ହୋଇଥିବା|ସେମାନଙ୍କଠାରୁ ଶୁଣିଲେ କିନ୍ତୁ କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ପାତାଳୀ ହୋଇଛନ୍ତି କେହି କହିପାରିଲେ ନାହିଁ ।

|ମୟୂରଭଞ୍ଜ ରାଜ୍ୟ ରେଳପଥର ଆରମ୍ଭ ତତ୍କାଳୀନ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓଙ୍କଦ୍ୱାରା ଆରମ୍ଭ ହୋଇଥିଲା ।

|ଜଗନ୍ନାଥ ସାହିତ୍ୟରେ ଇନ୍ଦ୍ରଦ୍ୟୁମ୍ନ|ଆଧାର|୨୦୧୫ ନବକଳେବର ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ|ଜଗନ୍ନାଥ|ଗଜପତି ମହାରାଜା ଆନନ୍ଦପୁର ମହାବିଦ୍ୟାଳୟ ଓଡ଼ିଶାର କେନ୍ଦୁଝର ଜିଲ୍ଲା ଥିବା ଏକ ସରକାରୀ ମହାବିଦ୍ୟାଳୟ ।

୧୯୩୦ ମସିହାରେ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ନିର୍ଦ୍ଦେଶରେ ସେ ହରିହରପୁର ପ୍ରାସାଦର ପୁନରୁଦ୍ଧାର ଦାୟିତ୍ୱ ନେଇଥିଲେ ।

ସୁନିଆ ଦିନଠାରୁ ଗଜପତି ମହାରାଜାଙ୍କ ଗାଦିନାସୀନ ବର୍ଷର ଗଣନା ହୋଇଥାଏ ।

ଏଠାରେ ମଧ୍ୟ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟ ଓ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ଅବସ୍ଥିତ ।

ଚେନ୍ନାଇର ଷ୍ଟେଲା ମ୍ୟାରିସ କଲେଜରେ କିଛି ଦିନ କାର୍ଯ୍ୟ କରିବା ପରେ ସେ ୧୯୫୨ ମସିହାରେ ପଲକ୍କଡ଼ର ଭିକ୍ଟୋରିଆ କଲେଜରେ ଯୋଗଦାନ କରିଥିଲେ ଏବଂ ପରେ ମହାରାଜା କଲେଜ ଏବଂ ସରକାରୀ ବ୍ରେନନ କଲେଜ, ଥାଲାସେରୀରେ ଶିକ୍ଷାଦାନ କରିଥିଲେ ।

ଚାକିରି ସହିତ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରେ ପାଠ ମଧ୍ୟ ପଢୁଥିଲେ ।

କରଣସାମନ୍ତମାନେ ମଧ୍ୟ ଶ୍ରୀନଅରକୁ ଆସି ଗଜପତି ମହାରାଜାଙ୍କୁ ଭେଟିଦେଇଥାନ୍ତି ।

maharajah's Usage Examples:

The Thampis and Kochammas are the sons and daughters of the maharajahs of Travancore and their consorts belonging to Nair caste Thampis and Thankachis.


sorties to India, where guns from the famous collections of the princes and maharajahs were bought back, developing an important market for second-hand pieces.


Early lifeJohn Henry Harvey-Jones was born in Hackney, London, but spent most of his early childhood in Dhar, India, where his father, Mervyn Stockton Harvey-Jones (né Harvey), a former Captain in the Indian Army and bank employee, was guardian and tutor to a teenage maharajah.


The themed storyline continues with subsequent maharajahs (including the original maharajah"s bachelor brother) transforming the.



maharajah's Meaning in Other Sites