maharshi Meaning in Odia (Oriya). ( maharshi ଶବ୍ଦର ଓଡିଆ ଅର୍ଥ)
ମହର୍ଷି,
Noun:
ମହର୍ଷି |,
People Also Search:
mahatmamahatmas
mahayana
mahayanist
mahayanists
mahbub
mahdi
mahdis
mahdism
mahdist
mahican
mahler
mahlstick
mahlsticks
mahmal
maharshi తెలుగు అర్థానికి ఉదాహరణ:
ବିଶ୍ୱକର୍ମାଙ୍କର ପଞ୍ଚମୁଖ ତଥା ତାଙ୍କର ପଞ୍ଚପୁତ୍ରଙ୍କ ନାମ ହେଲା - ମନୁ, ମୟ, ତ୍ୱଷ୍ଟା, ଶିଳ୍ପୀ ଓ ଦେବଜ୍ଞ ଏମାନେ ଜଣେ ଜଣେ ସମାଜର ହିତକାରୀ ପ୍ରଚଣ୍ଡ ଦିବ୍ୟ ମହର୍ଷି ଅଟନ୍ତି ।
ଏକ ରସାୟନ ବିଜ୍ଞାନ ଲ୍ୟାବ ସହକାରୀ ଭାବରେ ମହର୍ଷି ମହାବିଦ୍ୟାଳୟରେ ୧୦ ବର୍ଷ ଧରି ସେ ଶିକ୍ଷାଦାନ କରିଥିଲେ ।
| ସମ୍ମାନ ଓ ପୁରସ୍କାର |୧୯୫୮ ମସିହାରେ ଭାରତ ସରକାରଙ୍କଦ୍ୱାରା ମହର୍ଷି କାର୍ଭେଙ୍କୁ ତାଙ୍କ ଶହେତମ ଜନ୍ମ ଦିବସରେ ଦେଶର ସର୍ବୋଚ୍ଚ ବେସାମରିକ ଉପାଧୀ ଭାରତ ରତ୍ନଦ୍ୱାରା ସମ୍ମାନିତ କରିଥିଲେ ।
ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ।
ମହର୍ଷି ଅଗସ୍ତ୍ୟ ରାଜା ଦଶରଥଙ୍କ ରାଜଗୁରୁ ଥିଲେ ।
ଏକଦା ରମନ ମହର୍ଷି ଅନୁଷ୍ଠାନରେ ତାଙ୍କ ମାତା ନୃତ୍ୟ କରୁଥିବା ବେଳେ ସେ ଦୌଡ଼ିଯାଇ ଅନ୍ୟ କଳାକାରଙ୍କ ସହିତ ସଠିକ ତାଳରେ ନୃତ୍ୟ କରିବାକୁ ଲାଗିଲେ ଓ ସେତେବେଲେ ଅନ୍ୟ କଳାକାରଙ୍କର ଆଣ୍ଠୁ ଉଚ୍ଚତା ତାଙ୍କର ଥିଲେ ।
ବିଶ୍ୱାମିତ୍ର ମହର୍ଷି ତାଙ୍କୁ ଏକ ହଜାର ବର୍ଷ ପର୍ଯ୍ୟନ୍ତ ପାଷାଣ ହୋଇ ରହିବାକୁ ଅଭିଶାପ ଦେଇଥିଲେ ।
ଥରେ ଭୀମସେନ ମହର୍ଷି ବେଦବ୍ୟାସଙ୍କୁ କହିଲେ ଦ୍ରୌପଦୀ ଏବଂ ମୋର ସମସ୍ତ ଭ୍ରାତା ଏକାଦଶୀ ବ୍ରତ ରଖୁଛନ୍ତି ।
ସେ ମହର୍ଷି ମହାବିଦ୍ୟାଳୟରେ ପାଠ ପଢ଼ୁଥିଲେ ।
ଶାଣ୍ଡିଲ୍ୟ ମହର୍ଷିଙ୍କ ଅମଳ କଥା ।
ବାଲ୍ମିକୀ ରାମାୟଣ ଅନୁସାରେ ମହର୍ଷି ଭରଦ୍ୱାଜ ହେଉଛନ୍ତି ବାଲ୍ମିକୀଙ୍କ ଶିଷ୍ୟ ।