mahabharata Meaning in Odia (Oriya). ( mahabharata ଶବ୍ଦର ଓଡିଆ ଅର୍ଥ)
ମହାଭାରତ,
(ହିନ୍ଦୁ ଧର୍ମ),
Noun:
ମହାଭାରତ,
People Also Search:
mahajanmahal
maharaj
maharaja
maharajah
maharajahs
maharajas
maharanee
maharanees
maharani
maharanis
maharashtra
maharishi
maharishi's
maharishis
mahabharata తెలుగు అర్థానికి ఉదాహరణ:
ତେଲୁଗୁ ମହାଭାରତର ସଭା ପର୍ବରେ ମଧ୍ୟ ଏହି ପ୍ରଥାର ଉଲ୍ଲେଖ ରହିଛି ।
|ମହାଭାରତରେ ସତ୍ୟବତୀଙ୍କର ଅନେକ ନାମ ଥିଲା ଯେପରିକି ସାସେୟୀ, ଗନ୍ଧକଳୀ, ଗନ୍ଧବତୀ, କାଳି, ମତ୍ସ୍ୟଗନ୍ଧା ଓ ଯୋଜନଗନ୍ଧା ।
| ଆଧାର |ମହାଭାରତର ଚରିତ୍ର ଶ୍ରୀକାନ୍ତ ସାହୁ ଜଣେ ଓଡ଼ିଆ ରାଜନୀତିଜ୍ଞ ।
(ମହାଭାରତ ୫:୧୯୧୬୭)|ହରିବଂଶ (୩୩.୧୮୪୭) କାବ୍ୟାନୁସାରେ ହୈହୟ ଓ ଯଦୁ କୁଳର ସହଞ୍ଜଙ୍କ ପୁତ୍ର ରାଜା ମହିଷ୍ମନ୍ତଙ୍କଦ୍ୱାରା ମାହିଷ୍ମତୀ ନଗରୀର ସ୍ଥାପନା କରାଯାଇଥିଲା ।
| ଇତିହାସ |ପୌରାଣିକ|ପୌରାଣିକ ଆଖ୍ୟାୟିକା ଅନୁସାରେ ମହାଭାରତ ଯୁଦ୍ଧରେ ପାଣ୍ଡବ ମାନେ ନିଜରପିତାମହ,ଗୁରୁ ଓ ଭାଇମାନଙ୍କୁ ବିନାଶ କରିବା ଜନିତ ଦୋଷରୁ ମୁକ୍ତି ପାଇବା ପାଇଁ ଭଗବାନ ଶଙ୍କରଙ୍କ ଆଶିର୍ବାଦ ଲାଭ ଉଦ୍ଦେଶ୍ୟରେ କାଶୀ, ଗୁପ୍ତକାଶୀ ଆସି କେଦାରଖଣ୍ଡରେ ପହଞ୍ଚିଲେ ।
ପରେ ସେ ଏକ ହିନ୍ଦୀ ପୁରାଣ ନାଟକ ଚକ୍ରଭ୍ୟୁରେ ଅବଭିନୟ କରିଥିଲେ, ଯେଉଁଥିରେ ସେ ପ୍ରଭୁ କୃଷ୍ଣ ଭାବରେ କରିଥିଲେ, ଯାହକି ପରବର୍ତ୍ତୀ ସମୟରେ ମହାଭାରତରେ କୃଷ୍ଣ ଭୂମିକାରେ ଅଭିନୟ କରିବାର ବାଟ ଫିଟେଇଥିଲା ।
| ଆଧାର |ମହାଭାରତର ଚରିତ୍ର ସୁବଳ ସାହୁ (୧୧ ମାର୍ଚ୍ଚ ୧୯୬୧ - ୨୨ ଅଗଷ୍ଟ ୨୦୧୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ ।
ମନ୍ଦିର କାନ୍ଥରେ ଖୋଦିତ ରାମାୟଣ ଯୁଦ୍ଧ, ମହାଭାରତ ଯୁଦ୍ଧ, ରାବଣ କୈଳାସ ପର୍ବତ ଉଠାଇବାକୁ ଚେଷ୍ଟା କରିବା, ସମୁଦ୍ର ମନ୍ଥନ, କୃଷ୍ଣ ଓ ବାଣାସୁର ଯୁଦ୍ଧ ଇତ୍ୟାଦି ପୌରାଣିକ କାହାଣୀର ନିଖୁଣ ଚିତ୍ର, ସ୍ଥାପତ୍ୟର ସୌନ୍ଦର୍ଯ୍ୟ ନିମନ୍ତେ ଏହି ମନ୍ଦିର ବିଶ୍ୱ ପ୍ରସିଦ୍ଧ ।
ସ୍ୱର୍ଗ ଲୋକରେ ଇନ୍ଦ୍ର ସଭାରେ ଉପସ୍ଥିତ ନୃତ୍ୟ ଶିଳ୍ପୀ, ସଙ୍ଗୀତକାର ଓ ସଭାଷଦଙ୍କ ବିଷୟ ମହାଭାରତ କାବ୍ୟରେ ବର୍ଣ୍ଣିତ ଅଛି ।
| ଆଧାର |ମହାଭାରତର ଚରିତ୍ର ପ୍ରଦୀପ କୁମାର ପାଣିଗ୍ରାହୀ (ଜନ୍ମ: ୪ ମାର୍ଚ୍ଚ ୧୯୬୩) ଜଣେ ଓଡ଼ିଆ ରାଜନୀତିଜ୍ଞ ।
କିନ୍ତୁ ଗିରିପ୍ରସ୍ଥ ନିଷାଦ ରାଜ୍ୟର ରାଜଧାନୀ ଥିଲା ବୋଲି ମହାଭାରତରେ ବର୍ଣ୍ଣିତ ଅଛି ।
ମହାଭାରତର ଦୁଷ୍ମନ୍ତ-ଶକୁନ୍ତଳା ଓ ନଳ-ଦମୟନ୍ତିଙ୍କର ଚିତ୍ର କରି ସେ ଉଲ୍ଲେଖନୀୟ ହୋଇପାରିଥିଲେ ।
ମହାଭାରତ ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କ ରଥର ସାରଥୀହେଇ ରଥକୁ ସୁଚାରୁ ରୂପେ ଚାଳନା କରିଥିଲେ।