<< kolinsky kolkhoz >>

kolkata Meaning in Odia (Oriya). ( kolkata ଶବ୍ଦର ଓଡିଆ ଅର୍ଥ)



କୋଲକାତା,

Noun:

କଲିକତା |,

People Also Search:

kolkhoz
kolkhozes
koln
kolo
kolossal
komi
komodo
kong the master
kongo
koniology
konk
konkan
konking
konqueror
koodoo

kolkata తెలుగు అర్థానికి ఉదాహరణ:

କୋଲକାତାର (ପୂର୍ବତନ କଲିକତା) ଦମଦମ (Dumdum, Calcutta, India) ସ୍ଥାନରେ ଜଣେ ମୃତ ସୈନିକର ପ୍ଲୀହାରୁ ସ୍ମିଅର ନେଇ ଉଇଲିଅମ ଲିସମ୍ୟାନ ନାମକ ଜଣେ ସ୍କଟିସ ଡାକ୍ତର ପ୍ରଥମେ କାଲା ଆଜାରର ଏଜେଣ୍ଟକୁ ଆବିଷ୍କାର କରିଥିଲେ, ତେଣୁ ଏହାକୁ ଦମଦମ ଜ୍ୱର କୁହାଯାଏ ।

ସହରଟି ରାଜ୍ୟ ରାଜଧାନୀ ଭୂବନେଶ୍ୱରଠାରୁ ୩୯୦କି.ମି.  ଦୂରରେ ଅବସ୍ଥିତ ଏବଂ ଏହା ରେଳପଥଦ୍ୱାରା ଭୁବନେଶ୍ୱର, ଜୟପୁର, ବିଶାଖାପାଟଣା, ରାୟପୁର, କୋରାପୁଟ, କୋଲକାତା, ଚେନ୍ନାଇ, ବାଙ୍ଗାଲୋର, ମୁମ୍ବାଇ, ହାଇଦରାବାଦ ଓ ଦିଲ୍ଲୀ ସହ ସଂଯୁକ୍ତ ।

|କୋଲକାତାର ଅଲିପୁର ଚିଡ଼ିଆଘର, ଓକ୍ଲାହାମା ଚିଡ଼ିଆଘର ଓ ନନ୍ଦନକାନନ ଜୀବ ଉଦ୍ୟାନ ଆଦିରେ ସଫଳ ଭାବେ ବଜ୍ରକାପ୍ତାଙ୍କ ମିଳନ ଓ ପ୍ରଜନନ କରାଯାଇପାରିଛି ।

ହୁଗୁଳି, କୋଲକାତା ଏବଂ ଉତ୍ତର ୨୪ ପ୍ରଗଣା ଏବଂ ଦକ୍ଷିଣ ୨୪ ପ୍ରଗଣାକୁ ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ରଖାଯାଇଛି ।

| ବୃତ୍ତିଗତ ଜୀବନ |ଗୋସ୍ୱାମୀ ଜଣେ ସାମ୍ବାଦିକ ଭାବରେ କୋଲକାତାରେ ଦି ଟେଲିଗ୍ରାଫ୍ ସହିତ ନିଜର ସାମ୍ବାଦିକତା ଜୀବନର ଆରମ୍ଭ କରିଥିଲେ ।

୨୦୧୧ ମସିହା ଫେବୃଆରୀ ୧୯ ତାରିଖରୁ ୭ ନଭେମ୍ବର ମଧ୍ୟରେ ନୂଆ ଦିଲ୍ଲୀର ଜାତୀୟ ସଂଗ୍ରହାଳୟ, ମୁମ୍ବାଇର ପ୍ରିନ୍‍ସ୍ ଅଫ୍ ୱେଲ୍‍ସ୍ ସଂଗ୍ରହାଳୟ, ହାଇଦ୍ରାବାଦର ସଲାର୍ ଜଂଗ୍ ସଂଗ୍ରହାଳୟ ଏବଂ କୋଲକାତାର ଭାରତୀୟ ଜାତୀୟ ପାଠାଗାରରେ "Treasures of Ancient China" (ପ୍ରାଚୀନ ଚୀନର ସମ୍ପଦ) ନାମକ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ।

ସେ ମିତ୍ର ଅନୁଷ୍ଠାନ, କୋଲକାତା ଏବଂ ପ୍ରେସିଡେନ୍ସି କଲେଜରେ ଅଧ୍ୟୟନ କରିଥିଲେ ।

ବଛା ପ୍ରତିଯୋଗୀ ସିଧାସଳଖ ଫେମିନା ମିସ ଇଣ୍ଡିଆ କୋଲକାତା ୨୦୧୫ରେ ଯୋଗଦେବାକୁ ସୁଯୋଗ ମିଳେ ।

ଗିରୀଶ ଚନ୍ଦ୍ର ଘୋଷଙ୍କ ଅନୁରୋଧରେ ସେ କୋଲକାତା ଫେରିଥିଲେ ଓ ପୁଣିଥରେ ଅଭିନୟ ଆରମ୍ଭ କରିଥିଲେ ।

kolkata's Usage Examples:

com/city/kolkata/mahuas-rowak-er-chhele-jibe-for-pms-didi-o-didi-call/articleshow/81877469.


com/kolkata-crematoriums-get-a-makeover Retrieved 19 January 2019 Cotton, H.



kolkata's Meaning in Other Sites