<< kong the master koniology >>

kongo Meaning in Odia (Oriya). ( kongo ଶବ୍ଦର ଓଡିଆ ଅର୍ଥ)



କଙ୍ଗୋ,

Noun:

କଙ୍ଗୋ |,

People Also Search:

koniology
konk
konkan
konking
konqueror
koodoo
koodoos
kook
kookaburra
kookaburras
kookie
kookier
kookiest
kooking
kooks

kongo తెలుగు అర్థానికి ఉదాహరణ:

ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ସେ ଆଙ୍ଗୋଲା, ମାଲି, ମାଲାୱି, ରିପବ୍ଲିକ ଅଫ କଙ୍ଗୋର ସଭାପତି ଯଥାକ୍ରମେ ଜୋଅଓ ଲୌରେଙ୍କୋ, ଇବ୍ରାହିମ ବୌବାକାର, ହାଗେ ଗିଙ୍ଗୋବ ଓ ଡେନିସ ସାସୌ; ନାମିବିଆର ପ୍ରଥମ ଲେଡି, ସନ ୨୦୧୮ର ନୋବେଲ ପୁରସ୍କାର ବିଜେତା ଡେନିସ କୁକ୍ୱେଗେଯୁନେସ୍କୋର ଡେପୁଟି ଡାଇରେକ୍ଟର ଜେନେରାଲ, ଗିନିର ଡେପୁଟି ପ୍ରଧାନ ମନ୍ତ୍ରୀ ଓ ଆଫ୍ରକିକା ସମସ୍ତ ସାଂସ୍କୃତିକ ମନ୍ତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ ।

ସୁବାଷ ଦାସ, ଗୀତା ଦାଶ, ଇରା ମହାନ୍ତି, ଦେବାଶିଷ ମହାପାତ୍ର, ଅରବିନ୍ଦ ମୁଦୁଲି, ୟୋନେଶ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ|ଗୀତ|ଆଧାର|ବାହାର ଆଧାର|୨୦୦୨ର ଓଡ଼ିଆ କଥାଚିତ୍ର କ୍ରାଇମିଆନ-କଙ୍ଗୋ ହେମୋରେଜିକ ଜ୍ୱର ବା ସିସିଏଚଏଫ (ଇଂରାଜୀ ଭାଷାରେ Crimean–Congo hemorrhagic fever or CCHF) ଭୂତାଣୁ ଜନିଟ ରୋଗ (viral disease) ।

|ରିଉମାଟଏଡ ଆର୍ଥ୍ରାଇଟିସ: ୦.୧% ଆଲଜେରିଆ(ସ‌ହରରେ); ୦.୬% ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ(ସ‌ହରରେ), ୨.୫% ଓ ୦.୦୭% ଯଥାକ୍ରମେ ଦକ୍ଷିଣ ଆଫ୍ରିକାର ସ‌ହର ଓ ଗ୍ରାମରେ; ୦.୩% ମିଶରରେ (ଗ୍ରାମରେ), ୦.୪% ଲେସୋଥୋରେ(ଗ୍ରାମରେ)|ଓଷ୍ଟିଓଆର୍ଥ୍ରାଇଟିସ: ୫୫.୧% ଦକ୍ଷିଣ ଆଫ୍ରିକାର ସ‌ହରରେ ଓ ୫୫ ବର୍ଷ ବୟସ ଓ ତଦୁର୍ଦ୍ଧ୍ୱରେ ୨୯.୫ରୁ ୮୨.୭% ।

ଭାଇରାଲ ହେମୋରେଜିକ ଫିଭର ମଧ୍ୟରେ ଲାସା ଫିଭର, କ୍ରିମିଆନ-କଙ୍ଗୋ ହେମୋରେଜିକ ଫିଭର (Crimean–Congo hemorrhagic fever) ଓ ହାଣ୍ଟାଭାଇରସ ସଂକ୍ରମଣ (Hantavirus infection) ରୋଗମାନଙ୍କରେ ଦିଆଯାଏ କିନ୍ତୁ ଇବୋଲା (Ebola) ବା ମାରବର୍ଗ (Marburg) ରୋଗରେ ଦିଆଯାଏ ନାହିଁ ।

ସନ ୧୯୭୦ରେ କଙ୍ଗୋ ଦେଶରେ (Democratic Republic of the Congo) ପ୍ରଥମେ ମଣିଷ ଦେହରେ ଏ ରୋଗ ଦେଖାଯାଇଥିଲା ।

ଲେସୋଥୋ ଏବଂ କଙ୍ଗୋ-କିନସାସା ପରି ଦେଶରୁ ଏମାନେ ସମ୍ପୂର୍ଣ୍ଣ୍ଣ ଲୋପ ପାଇଯାଇଛନ୍ତି ।

ଏବେକାର ସଭ୍ୟ ଦେଶମାନଙ୍କର ନାମ ଆଲଜେରିଆ, ଆଙ୍ଗୋଲା Angola, ଇକ୍ୱାଡୋର, ବିଷୁବରେଖୀୟ ଗିନି, ଗାବନ Gabon, ଇରାନ, ଇରାକ , କୁଏତ, Libya, ନାଇଜେରିଆ, ଦି ରିପବ୍ଲିକ ଅଫ କଙ୍ଗୋ (the Republic of the Congo), ସାଉଦି ଆରବ (ବାସ୍ତବ ନେତା), ୟୁନାଇଟେଡ଼ ଆରବ ଏମିରଟ, ଓ ଭେନେଜୁଆଲା Venezuela ।

ପଶ୍ଚିମ ଆଫ୍ରିକୀୟ ଦେଶ କଙ୍ଗୋଠାରେ ସେ ଜାତିସଂଘ ପାଇଁ ଏକ ବହୁ ଦେଶିୟ ମିଳିତ ବାଟାଲିୟନରେ ନେତୃତ୍ୱ ମଧ୍ୟ ନେଇଥିଲେ ।

ଆଫ୍ରିକୀୟ ହାତୀଦାନ୍ତରେ ତିଆରି ସମାନ ଧରଣର ହାତୀଦାନ୍ତ କାମ କଙ୍ଗୋର ଅଇଭରି କୋଷ୍ଟରେ ଏବଂ ବେନିନ ଦେଖିବାକୁ ମିଳିଥାଏ ।

ସନ ୨୦୧୭ରେ ଅଧିକାଂଶ ରୋଗୀ ଡେମୋକ୍ରାଟିକ ରିପବ୍ଲିକ ଅଫ ଦି କଙ୍ଗୋ (Democratic Republic of the Congo), ମାଡାଗାସ୍କର (Madagascar) ଓ ପେରୁ (Peru) ଭଳି ଦେଶମାନଙ୍କରେ ଦେଖାଯାଇଥିଲେ ।

| ଇତିହାସ | ଭୂଗୋଳ | ଧର୍ମ | ପ୍ରଶାସନିକ ବିଭାଜନ | ଭାଷା |ଆଧାର| ବାହାର ତଥ୍ୟ |Union des Comores official government website|Comoros from the BBC News|Key Development Forecasts for Comoros from International Futures|ଆଫ୍ରିକାର ଦେଶ କଙ୍ଗୋ ମଧ୍ୟ ଆଫ୍ରିକାରେ ଥିବା ଏକ ଦେଶ।

ଜଳ ବିଦ୍ୟୁତ୍ କ୍ରମଶଃ ନରୱେ, କଙ୍ଗୋ, ପାରାଗୁଏ, ବ୍ରାଜିଲ୍ ଭଳି ଦେଶର ୮୫% ବିଦ୍ୟୁତ୍ ଚାହିଦା ପୂରଣ କରିବାରେ ସମର୍ଥ ହୋଇପାରିବ ବୋଲି ଆଶା କରାଯାଉଛି ।

kongo's Usage Examples:

Coke"s hartebeest (Alcelaphus buselaphus cokii) or kongoni is an antelope native to Kenya and Tanzania.


In its earliest attestations in Kikongo dialects in the early seventeenth century, it was transliterated as mokissie (in Dutch), as the mu- prefix in this noun class were still pronounced.


The FNLA largely consisted of Bakongo people hailing from Northern Angola.


He also came to the arenas in full pilgrimage garments, including white robes and suge-kasa hats, and carried a shakujo staff and a kongo-zue.


Kunpengopterus was assigned to the Wukongopteridae, a family of pterosaurs showing a mix of basal and derived pterodactyloid traits.


Kongo or Kikongo (Kongo: Kikongo) is one of the Bantu languages spoken by the Kongo people living in the Democratic Republic of the Congo, the Republic.


Mwana Hiti Figures (in Regards to Mwali) Mwana Hiti figures may also be referred to as mwana nya kiti, mwana nya nhiti, or mwana mkongo.


The hartebeest (/ˈhɑːrtəˌbiːst/; Alcelaphus buselaphus), also known as kongoni, is an African antelope.


Wukongopteridae is a group of basal pterosaurs, found in China and the UK.


It developed in the Portuguese Empire among Kongo and Mbundu slaves who spoke Kikongo and Kimbundu languages.


In the sixteenth century, when the Kingdom of Kongo was converted to Christianity, ukisi (a substance having characteristics of nkisi) was used to translate holy in the Kikongo Catechism of 1624.


country, but only four have the status of national languages: Kituba ("Kikongo ya leta"), Lingala, Tshiluba, and Swahili.



Synonyms:

Bantu, Bantoid language,

kongo's Meaning in Other Sites