kilogramme Meaning in Odia (Oriya). ( kilogramme ଶବ୍ଦର ଓଡିଆ ଅର୍ଥ)
କିଲୋଗ୍ରାମ,
Noun:
କିଲୋଗ୍ରାମ୍ |,
People Also Search:
kilogrammeskilograms
kilohertz
kilohm
kilojoule
kilojoules
kilolitre
kilolitres
kilometer
kilometers
kilometre
kilometres
kilos
kiloton
kilotons
kilogramme తెలుగు అర్థానికి ఉదాహరణ:
ଏହି ହରିଣମାନଙ୍କ ଓଜନ ପ୍ରାୟ ୧୮୦ କିଲୋଗ୍ରାମ୍ ।
୨୦୧୩ରେ ୩୪୦ ନିୟୁତ କିଲୋଗ୍ରାମର ସର୍ବାଧିକ ଉତ୍ପାଦନ ରେକର୍ଡ ହୋଇଥିବାବେଳେ ୨୦୧୪ରେ ଉତ୍ପାଦନ ସାମାନ୍ୟ ହ୍ରାସ ପାଇ ୩୩୮ ନିୟୁତ କିଲୋଗ୍ରାମରେ ପହଞ୍ଚିଥିଲା ।
ଉଦାହରଣ ସ୍ୱରୂପ ଚୀନରେ ଦେଖାଯାଉଥିବା ଗୟଳ (B. g. laosiensis) ପାଖାପାଖି ୧୨୦୦ କିଲୋଗ୍ରାମ୍ (୨୬୦୦ ପାଉଣ୍ଡ) ବା ତାହାଠାରୁ ଅଧିକ ହୋଇପାରେ ।
ପ୍ରାପ୍ତ ବୟସ୍କ ବଳିଆ କୁକୁରର ଓଜନ ପ୍ରାୟ ୧୮ କିଲୋଗ୍ରାମ୍ (୪୦ ପାଉଣ୍ଡ୍) ଏବଂ ମାଈ ବଳିଆ କୁକୁରଗୁଡ଼ିକ ଅଣ୍ଡିରାଠାରୁ ପ୍ରାୟ ୪.୫ କିଲୋଗ୍ରାମ୍ (୯.୯ ପାଉଣ୍ଡ୍) କମ୍ ଓଜନର ହୋଇଥାନ୍ତି ।
|ହିମ କଲରାପତ୍ରିଆ ବାଘର ଓଜନ ୨୨ରୁ ୫୫ କିଲୋଗ୍ରାମ୍ ପର୍ଯ୍ୟନ୍ତ ହୋଇଥାଏ ।
ଏହା ୧୭୫୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନର ପେ-ଲୋଡ୍ ବହନ କରିପାରେ ।
ଉଚ୍ଚତାରେ ଏହା ପ୍ରାୟ ୧ ମିଟର ଯାଁଏ ଓ ଓଜନରେ ପ୍ରାୟ ୨୧ କିଲୋଗ୍ରାମ ଯାଁଏ ବଢୁଥିବା ଆକଳନ ହୋଇଅଛି ।
|ଗୀତ|ଆଧାର|ବାହାର ଆଧାର|୨୦୧୯ର ଓଡ଼ିଆ କଥାଚିତ୍ର କିଲୋଗ୍ରାମ (mark: kg) ଓଜନ ମାପର ଏକ SI ମାପକ ଅଟେ ।
ସେ ଏହି ବିରଳ କୃତି ୨୦୧୬ ମସିହାରେ ବ୍ରାଜିଲର ରିଓଠାରେ ହେଇଥିବା ଅଲିମ୍ପିକ କ୍ରୀଡ଼ାରେ ୫୮ କିଲୋଗ୍ରାମ ବର୍ଗର ମହିଳା ଫ୍ରିଷ୍ଟାଇଲ କୁସ୍ତିରେ ହାସଲ କରିଥିଲେ ।
ଅଭିଜ୍ଞତା ସହିତ ମହିଳାମାନେ ଶୀଘ୍ର ଶୀଘ୍ର ଚା ପତ୍ର ତୋଳିବାର କ୍ଷମତା ହାସଲ କରନ୍ତି ଏବଂ ଦୈନିକ ପ୍ରାୟ ୧୫ରୁ ୨୦ କିଲୋଗ୍ରାମ ଚା ପତ୍ରର ଓଜନ ସ୍ଥିର କରି ତା’ପରେ ନିକଟସ୍ଥ ଚା କାରଖାନାକୁ ପଠାଯାଏ ।
ସେ 55 କିଲୋଗ୍ରାମ ମହିଳା ଫ୍ରି ଷ୍ଟାଇଲ ବିଭାଗରେ ପ୍ରତିଯୋଗିତା କରୁଥିଲେ ଓ ବିଶିଷ୍ଟ କୋଚ ମହାବୀର ପ୍ରସାଦ ଫୋଗତ ତାଙ୍କର କୋଚ ଥିଲେ ।
|ଦୈନିକ ପ୍ରୟୋଗରେ ଆମେ କିଲୋଗ୍ରାମକୁ ବସ୍ତୁର ଭାର ରୂପେ ଜାଣିଥାଉ, କିନ୍ତୁ ତାହା ଭାର ନହୋଇ ଦ୍ରବ୍ୟମାନର ମାପ ଅଟେ ।
ପୂର୍ଣ୍ଣ ବୟସ୍କ ସୁମାତ୍ରା ବଳିଆ କୁକୁରର ଶରୀରର ଦୈର୍ଘ୍ୟ ପ୍ରାୟ ୩ ଫୁଟ୍, ଲାଞ୍ଜର ଦୈର୍ଘ୍ୟ ପ୍ରାୟ ୧୫-୧୮ ଇଞ୍ଚ, ଭୂମିରୁ କାନ୍ଧ ପର୍ଯ୍ୟନ୍ତ ଉଚ୍ଚତା ପ୍ରାୟ ୧୯.୬୯ ଇଞ୍ଚ ଏବଂ ଶରୀରର ଓଜନ ପ୍ରାୟ ୧୦-୧୩ କିଲୋଗ୍ରାମ ।
kilogramme's Usage Examples:
unit symbol for the kilopondmetre, (sometimes erroneously called metre-kilogramme, therefore mkg), a unit of torque.
training, demonstration or leisure purposes, with bells weighing just a few kilogrammes.
lower weight categories, a request which involved having to shed over 10 kilogrammes over just two years.
The kilogram (also kilogramme) is the base unit of mass in the International System of Units (SI), the current metric system, having the unit symbol kg.
Cigars, snuff or tobacco in any shape per kilogramme ten cents per pound one penny Gunpowder per kilogramme ten cents per pound one penny Fire arms of.
kilogrammes of beechnuts yielded one litre of beechnut oil.
men"s event at the competition, featuring competitors with over 105 kilogrammes of body mass.
A quadrupedal animal could have weighed 3963 kilogrammes.
The kilogram (also kilogramme) is the base unit of mass in the International System of Units (SI), the metric system, having the unit symbol kg.
Pishgam (Persian: پیشگام, "pioneer") is an Iranian 300-kilogramme space capsule and associated rocket (کاوشگر پیشگام Kavoshgar-Pishgam "Explorer-Pioneer").
Thürnau dyed the Sieber tributary of the Eichelbach (Herzberg) with six kilogrammes of fluorescein.
system works by firing a single rocket from a launcher mounted on a 136 kilogramme trailer which has to be towed to the edge of the mined area.
women"s event at the competition, limiting competitors to a maximum of 63 kilogrammes of body mass.