kilometre Meaning in Odia (Oriya). ( kilometre ଶବ୍ଦର ଓଡିଆ ଅର୍ଥ)
କିଲୋମିଟର,
Noun:
ଏକ ହଜାର ମିଟର ଦୂରତା |,
People Also Search:
kilometreskilos
kiloton
kilotons
kilovolt
kilovolts
kilowatt
kilowatts
kilp
kilroy
kilt
kilted
kilter
kilting
kilts
kilometre తెలుగు అర్థానికి ఉదాహరణ:
|ଗାନ୍ଧୀଙ୍କ ମରଶରୀରର ଶୋଭାଯାତ୍ରା ଦୀର୍ଘ ୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିଲା ।
ଏହା ବେଲପାହାଡ଼ ସହରଠାରୁ ତିନି କିଲୋମିଟର ଦୂର ବଞ୍ଜାରୀ ଗ୍ରାମରେ ଅବସ୍ଥିତ ।
ଏହା ଢେଙ୍କାନାଳ ସହରଠାରୁ ୨୦ କି.ମି. ଏବଂ ରାଜଧାନୀ ଭୁବନେଶ୍ୱରଠାରୁ ୯୦ କିଲୋମିଟର ଦୂରରେ ଅବସ୍ଥିତ ।
|କୈଳାସର ପରିକ୍ରମା ପଥ ୫୨ କିଲୋମିଟର ଦୀର୍ଘ ।
୨୦୦୫ ମସିହା ସେପ୍ଟେମ୍ବର ୨୬ ତାରିଖ ଦିନ କ୍ୟାସିନି ହାଇପିରିୟନ୍ଠାରୁ ୫୦୦ କିଲୋମିଟର ଉର୍ଦ୍ଧ୍ୱରେ ଉଡ଼ି ଏହାର ଫଟୋ ସଂଗ୍ରହ କରିଥିଲା ।
ଏହା ସମ୍ବଲପୁରରୁ ରାଉରକେଲା ଯିବା ରାଜ୍ୟ ରାଜପଥରେ ସମ୍ବଲପୁରଠାରୁ ୩୩ କିଲୋମିଟର ଓ ଝାରସୁଗୁଡ଼ା ସହରଠାରୁ ୧୬ କିଲୋମିଟର ଦୂରରେ ଅବସ୍ଥିତ ।
| ଜୀବନୀ |ପଞ୍ଜାବର ଅମୃତସର ନିକଟସ୍ଥ ରସୁଲପୁର କାଲାନ ନାମକ ଏକ କ୍ଷୁଦ୍ର ସହରରେ ଜନ୍ମ ଗ୍ରହଣ କରିଥିବା ଖୁସ୍ବିର୍ ୫ କିଲୋମିଟର ଓ ୧୦ କିଲୋମିଟର ଚାଲିବା ଦୌଡ଼ରେ ଜୁନିଅର ସ୍ତରର ଜାତୀୟ ରେକର୍ଡ଼୍ ସ୍ଥାପନ କରିଥିଲେ ।
କାରଖାନାରୁ ନିର୍ଗତ ହୋଇଥିବା ବିଷାକ୍ତ ଗ୍ୟାସ ପ୍ରାୟ ୩ କିଲୋମିଟର ପରିଧିରେ ବ୍ୟାପି ଯାଇଥିଲା ।
ଏହା ରାଜ୍ୟ ରାଜଧାନୀଠାରୁ 98 କିଲୋମିଟର ଦୂର ଓ ଏହା ସମୁଦ୍ରପତ୍ତନ ଠାରୁ 7000 ଫୁଟ ଉଛରେ ରହିଛି ।
ଏହା ମଥୁରାଠାରୁ ଦକ୍ଷିଣ -ପୂର୍ବ ଦିଗରେ 15 କିଲୋମିଟର ଦୂରରେ ଅବସ୍ଥିତ ।
, ପିନଯୋର ସହରରୁ ଏହା 5 କିଲୋମିଟର ଏବଂ ବୀର ଶିକାରଗଡ ଅଭୟାରଣ୍ୟ ଠାରୁ 13 କିଲୋମିଟର ଦୂରରେ ରହିଛି ।
ଏଠାରୁ ୨୫ କିଲୋମିଟର ଦୂରରେ ଗନ୍ଧମାର୍ଦନ ପର୍ବତ ଅବସ୍ଥିତ ।
kilometre's Usage Examples:
Temple of Soaring Meditation" is a gompa built on a hill on a peninsula jutting into Yamdrok Lake about 10 kilometres (6.
The Jack Hills mine is a haematite iron ore mine located 400 kilometres (250 mi) northeast of Geraldton and 165 kilometres (103 mi) northwest of Cue in.
Nikolopoulos competed in the 333 metres and the 2 kilometres races, placing second in each to Frenchman Paul Masson.
About a kilometre to the south of Menstrie, the burn joins the River Devon which in turn meets the River Forth at Cambus.
Gwaii Haanas National Marine Conservation Area Reserve, which covers 3,400 square kilometres, is a primary feeding habitat of the [whale] (North Pacific population) protected by Canada's Species at Risk Act (SARA).
From there it flows north-northwesterly for about 40 kilometres, emptying into the upper reaches of the Murchison.
exceed 3 kilometres (2 mi) in width nearly every year in areas that can be waded waist-deep in the dry season.
028 cu mi) and is used to irrigate an area of 200 square kilometres (77 sq mi).
white light intensity of 208,000 candlepower, visible for 32 kilometres (20 mi) and the red, of 83,000 candlepower, visible for 19 kilometres (12 mi).
Bird had crossed 9,000 kilometres of the Pacific Ocean in 294 days in a 10.
The volcano erupted more than one cubic kilometre of lava.
established campsite a few kilometres north of its base, complete with windbreaks and emergency shelters.
Jannali is located 28 kilometres south of the Sydney central business district in the local government area of the Sutherland Shire.
Synonyms:
myriameter, kilometer, hm, hectometer, metric linear unit, hectometre, km, myriametre, klick, mym,