<< kab kababs >>

kabab Meaning in Odia (Oriya). ( kabab ଶବ୍ଦର ଓଡିଆ ଅର୍ଥ)



କବାବ,

Noun:

କବାବ |,

People Also Search:

kababs
kabala
kabbala
kabbalah
kabbalistic
kabob
kabobs
kabuki
kabul
kabuli
kabyle
kaccha
kacha
kachin
kachina

kabab తెలుగు అర్థానికి ఉదాహరణ:

| ପରଷିବା ଶୈଳୀ |ପ୍ରସ୍ତୁତ ହୋଇସାରିବା ପରେ ଚପଲି କବାବକୁ ପର୍ସଲେ ପତ୍ର, କଟା ପିଆଜ, କଟା ବିଲାତି ବାଇଗଣ ଇତ୍ୟାଦି ସହ ଥାଳିରେ ସଜାଇ ପରଷାଯାଏ ।

|ଟୁଣ୍ଡେ କବାବ ମୋଗଲମାନଙ୍କ ଏକ ନିତିଦିନିଆ ଖାଦ୍ୟ ଅଟେ ।

|ବ୍ୟବହାର|ଟମାଟୋ ଚଟଣୀର ବ୍ୟବହାର ଅସଂଖ୍ୟ ଖାଦ୍ୟପଦାର୍ଥ ଓ ବ୍ୟଞ୍ଜନ ଯଥା; କବାବ, ସ୍ୟାଣ୍ଡୱିଚ, ବର୍ଗର ଓ ମାଂସ ସହିତ ଖିଆଯାଏ ।

ଏହି କବାବର ନାମରେ ରହିଥିବା ଚପଲି ଶବ୍ଦ ଏକ ପସ୍ତୋ ଶବ୍ଦ ଚପ୍ରିଖ୍‍ରୁ ଉଦ୍ଧୃତ ଯାହାର ଶବ୍ଦାର୍ଥ ହେଲା ଚଟକାକାର ।

ସେଠାରେ ଅତିଥିମାନଙ୍କୁ ଚପଲି କବାବ ଦେବାର ପ୍ରଥା ମଧ୍ୟ ରହିଛି ।

ଏହି କବାବ ପ୍ରସ୍ତୁତ କରିବା ପାଇଁ କୁକୁଡ଼ା ମାଂସ, ଛେଳି ମାଂସ, ମେଣ୍ଢା ମାଂସ କିମ୍ବା ଗୋମାଂସ ବ୍ୟବହାର କରାଯାଏ ।

ଇଦ୍ ଉଲ୍-ଅଝା ଓ ରମଜାନ ଅବସରରେ ଆୟୋଜିତ ଇଫ୍‍ତାର ଭୋଜିରେ ଚପଲି କବାବ ବେଶ୍ ଚାହିଦାରେ ରହିଥାଏ ।

କିନ୍ତୁ ଭୂଲମ୍ବ କାଠିରେ ମାଂସ ଲଗାଇ ସିଝାଇବା ଓ ସିଝୁଥିବା ଅବସ୍ଥାରେ ଏଥିରୁ ପତଳା ପତଳା ମାଂସ ବାହାର କରିବାର ପଦ୍ଧତି ଉନବିଂଶ ଶତାବ୍ଦୀରେ ଓଟ୍ଟୋମାନ୍ ସାମ୍ରାଜ୍ୟରେ (ବର୍ତ୍ତମାନର ତୁର୍କୀ) ପ୍ରଥମେ ଡୋନର୍ କବାବ ରୂପରେ ଦେଖାଦେଇଥିଲା ।

| The Restaurant ||ପରାଡାଇଜ ହୋଟେଲ ଦାମ ବିରିଆନୀ , କବାବ, ଚାଇନୀଜ ବ୍ୟଞ୍ଜନ  , ଓ ରାମଦାନ ସମୟରେ ହାଇଦ୍ରାବାଦୀ ହାଲିମ ପରିବେଷଣ କରିଥାଏ ।

ସ୍ଥାନ ଅନୁସାରେ ସ୍ଥାନୀୟ ମସଲାର ବ୍ୟବହାରକୁ ଆଖି ଆଗରେ ରଖି ଚପଲି କବାବର ପ୍ରସ୍ତୁତିରେ ପରିବର୍ତ୍ତନ ଦେଖାଦେଇପାରେ ।

ଗାଇରୋସ୍ ନାମକ ଗ୍ରୀକ୍ ଖାଦ୍ୟ ଓ ଶୱର୍ମାର ପ୍ରସ୍ତୁତି ପ୍ରଣାଳୀ ଏହି ଡୋନର୍ କବାବର ପ୍ରସ୍ତୁତି ପ୍ରଣାଳୀରୁ ଗୃହୀତ ।

ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଏପରି ମେଦଜାତ ତୈଳରେ କବାବ ପ୍ରସ୍ତୁତ କରିବା ଠିକ୍ ପ୍ରଣାଳୀ ନୁହେଁ ।

| ଆହୁରି ଦେଖନ୍ତୁ |ତନ୍ଦୁର୍|ଶୱର୍ମା|ଟୁଣ୍ଡେ କବାବ|ଚିକେନ ଟିକ୍କା|ପନୀର ଟିକ୍କା| ଆଧାର |ଏସୀୟ ଖାଦ୍ୟ ଶ୍ରୀଲଙ୍କାର ପର୍ଯ୍ୟଟନ ଶିଳ୍ପ ମଧ୍ୟରେ ଅଛି ବିସ୍ତୃତ ସମୁଦ୍ରସୀମା, ଐତିହାସିକ ସ୍ମାରକୀ, ଜୈବ ବିବିଧତା ଏବଂ ବନ୍ୟଜନ୍ତୁ ସମ୍ବଳ ।

kabab's Usage Examples:

şiş; Azerbaijani: toyuq kababı) is a traditional marinated chicken shish kebab of Ottoman cuisine that later became part of Middle Eastern cuisine.


A connoisseur of biryani and kababs, Ahmad Jan was famous for his interpretation of the wide-ranging patterns.


Meat croquettes called kababs are made with minced mutton.


Traditionally, this dish is restricted to kabab koobideh (the most common variety of nan-e kabab), as well as jujeh kabab, shish kabab, shishleek, and chenjeh.


Shami kabab or shaami kabab, literally meaning "Syrian Kebab", is a local variety of kebab.


It is sometimes spelled as Joojay kebob or Joojeh kabab.


Musallam (chicken cooked with rice and dry fruits stuffed inside) Seekh kababs (minced meat rolls) Gol gappa Dahi bhallay (appetizers dipped in yoghurt).


Shirmal is sometimes served with Lucknow kababs or alongside nihari.


[clarification needed] Dum biryani, kababs, and kormas are some of the dishes made in this region.


(meatballs in a fiery red gravy) Lahabi kabab or Moachi kabab (flattened mutton kababs cooked in yogurt) Daeni phoul (mutton dish) Doudha ras (mutton cooked in.


the rice and accompaniments are served first, immediately followed by the kababs, which are threaded on skewers, as well as a piece of flat bread (typically.


pastes, fruit juices, fruit drinks Biryanis, curries, barbeque items and kababs (ready-to-eat-meals) The company currently operates three factories in the.


See alsoNan-e-kababPilafIranian cuisineReferencesIranian cuisineNational dishes Maximilian “Max” Wilhelm Gustav Moritz von Prittwitz und Gaffron (27 November 1848 – 29 March 1917) was an Imperial German general.



kabab's Meaning in Other Sites