kabuli Meaning in Odia (Oriya). ( kabuli ଶବ୍ଦର ଓଡିଆ ଅର୍ଥ)
କାବୁଲି,
Noun:
କାବୁକି |,
People Also Search:
kabylekaccha
kacha
kachin
kachina
kachinas
kaddish
kadi
kadu
kae
kaffir
kaffir pox
kaffirs
kaffiyeh
kaffiyehs
kabuli తెలుగు అర్థానికి ఉదాహరణ:
କାବୁଲି ପଲଉ ମୋଟା ଓ ଅଳ୍ପ ଖାଲୁଆ ପାତ୍ରରେ ରନ୍ଧାଯାଏ ।
ଭୋଜନ ବେଳେ ମୁଖ୍ୟତଃ ନାନ୍ ରୁଟି, କାବୁଲି ପଲଉ ପରି ଖାଦ୍ୟ ସହ ଚପଲି କବାବକୁ ପାର୍ଶ୍ୱ ବ୍ୟଞ୍ଜନ ଭାବେ ପରଷାଯାଏ ।
ଏଥିରେ ମୁଖ୍ୟ ସାମଗ୍ରୀ କାବୁଲି ଚଣା ଅଟେ ।
ଜଣେ ଶିଶୁ କଳାକାର ଭାବରେ ସେ କାବୁଲିବାଲା (୨୦୦୬), ଏକ ଟାକର ବୋଉ (୨୦୦୮), ଚାଚୁ ଅମାର ଚାଚୁ (୨୦୧୦) ବଙ୍ଗଳାଦେଶୀ କଥାଚିତ୍ର ପାଇଁ ତିନିଥର ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଶିଶୁ କଳାକାର ଭାବରେ ବିଜେତା ହୋଇଛନ୍ତି ।
ଏହି କାବୁଲି ପଲଉକୁ ସାଉଦି ଆରବରେ ରୋଜ୍ ବୁଖାରି (ଆରବୀ ଭାଷାରେ: رز بخاري ଯାହାର ଅର୍ଥ ହେଲା ବୁଖାରାର ଭାତ) ବୋଲି କୁହାଯାଏ ଓ ଏହା ଆରବ ଦେଶରେ ଖୁବ୍ ଲୋକପ୍ରିୟ ମଧ୍ୟ ।
|ଆଫଗାନିସ୍ଥାନ|ଆଫଗାନିସ୍ଥାନର କାବୁଲି ପଲଉ (ଦାରି : قابلی پلو ) ବସୁମତୀ ଚାଉଳ ଓ ବିଭିନ୍ନ ମାଂସକୁ ତେଲରେ ଭାଜି ପ୍ରସ୍ତୁତ କରାଯାଏ ।
କାବୁଲିୱଲା ଫିଲ୍ମରେ ସଙ୍ଗୀତ ରଚନା ପାଇଁ ତାଙ୍କୁ ୧୯୫୭ରେ ସିଲଭର୍ ବିଅର୍ ଅକ୍ସଟ୍ରାଅଡିନାରୀ' ପ୍ରାଇଜ ମିଳିଥିଲା ।
| ସାମଗ୍ରୀ |କାବୁଲି ଚଣା ସହିତ ଏଥିରେ ପିଆଜ, ଟମାଟୋ, ଅଦା, ରସୁଣ, ଧନିଆ, ହଳଦୀ, ଧନିଆ ପାଉଡର, ଗରମ ମସଲା, ତେଲ, ଲୁଣ ଏବଂ ଲଙ୍କା ପଡିଥାଏ ।
ଏହି ଜନଜାତି ଜଙ୍ଗଲ ସଫା କରି ମାଣ୍ଡିଆ, ଚଣା, କାବୁଲି ବୁଟ, କାନ୍ଦୁଲ ଆଦି ଚାଷ କରିବା ମଧ୍ୟ ଦେଖାଯାଇଛି ।
kabuli's Usage Examples:
A short-necked double-chested or boat-shaped variant; here plucked versions like the kabuli rebab (sometimes referred to as the robab or rubab) also exist.
These are known as kabuli chana (काबुली चना) in Hindustani.
Nasi kebuli (kabuli rice; Arabic: الرز الكابلى; Arabic pronunciation: [Ka:buly:]) is an Indonesian variation of pilaf.
double-chested or "boat-shaped" variant; here plucked versions like the kabuli rebab (sometimes referred to as the robab or rubab) also exist.
Institute for the Semi-Arid Tropics (ICRISAT), sequenced CDC Frontier, a kabuli chickpea variety, and identified more than 28,000 genes and several million.
nymphaea nymphaea Catocala nymphaea kabuli (O.
pasta), kabuli palaw (rice with lentils, raisins, carrots, and lamb), shorm beray, bolani (fried or baked flat bread with a vegetable filling), and rice,.