jabalpur Meaning in Odia (Oriya). ( jabalpur ଶବ୍ଦର ଓଡିଆ ଅର୍ଥ)
ଜବଲପୁର,
Noun:
ଜବଲପୁର |,
People Also Search:
jabbedjabber
jabbered
jabberer
jabberers
jabbering
jabberings
jabbers
jabberwock
jabberwocks
jabberwocky
jabbing
jabble
jabbled
jabbling
jabalpur తెలుగు అర్థానికి ఉదాహరణ:
|ଆହୁରି ଦେଖନ୍ତୁ|ପଶ୍ଚିମ ଘାଟ|ଗୋଆ|ଜୋଗ ଜଳପ୍ରପାତ|ଆଧାର|ଅନ୍ୟାନ୍ୟ ଲିଂକ୍|Official Dudhsagar Waterfall Website|How to Reach Dudhsagar falls|ଗୋଆ|ଭାରତର ଜଳପ୍ରପାତ ଧୂଆଁଧାର ଜଳପ୍ରପାତ ମଧ୍ୟ ପ୍ରଦେଶ ରାଜ୍ୟ ଅନ୍ତର୍ଗତ ଜବଲପୁର ଜିଲ୍ଲାରେ ଅବସ୍ଥିତ ।
ଜବଲପୁରରୁ ଦିଲ୍ଲୀକୁ ଦୈନିକ ଫ୍ଲାଇଟ ରହିଛି ।
ସେ ଜବଲପୁର, ବର୍ଦ୍ଧମାନ ଓ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ଡିଲିଟ ଲାଭ କରିଛନ୍ତି ।
ତେବେ ବାନ୍ଧବଗଡ଼ରୁ କିଛି ଦୂରତାରେ (୧୯୯ କିଲୋମିଟର୍/୪ ଘଣ୍ଟା ୩୦ ମିନିଟ୍ର ରାସ୍ତା) ଥିବା ଜବଲପୁର ସହରରେ ଏକ ବିମାନ ବନ୍ଦର ରହିଛି ଓ ଭାରତର ଅଧିକାଂଶ ସ୍ଥାନକୁ (ଯଥା : ଦିଲ୍ଲୀ, ମୁମ୍ବାଇ, କୋଲକାତା, ହାଇଦ୍ରାବାଦ୍, ପୁଣେ, ବେଲଗାଓଁ ଓ ଭୋପାଳ) ଏହି ବିମାନ ବନ୍ଦର ସଂଯୁକ୍ତ କରୁଛି ।
ଏଠାରୁ ଜବଲପୁରକୁ ମଧ୍ୟ ଲାଇନ ଯାଇଛି ।
ମଧ୍ୟ ପ୍ରଦେଶର ଖଜୁରାହୋ ଓ ଜବଲପୁର ଏବଂ ଓଡ଼ିଶାର ହୀରାପୁର ଓ ରାଣୀପୁର- ଝରିଆଲର ୬୪ଯୋଗିନୀ ମନ୍ଦିର ଢାଞ୍ଚାରେ ଭାରତୀୟ ସଂସଦ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ ।
|ଜବଲପୁର ହେଉଛି କାହ୍ନାର ନିକଟବର୍ତ୍ତୀ ରେଳ ଷ୍ଟେସନ ।
|Category:Articles that mention track gauge 762 mm|ଏହାର ନିକଟସ୍ଥ ବିମାନବନ୍ଦର ନାଗପୁର 180 କିଲୋମିଟର ଓ ଜବଲପୁର 135 କିଲୋମିଟର ଦୂରରେ ରହିଛି ।
ଅନ୍ୟ ତିନିଗୋଟି ଯୋଗିନୀ ମନ୍ଦିର ଭୁବନେଶ୍ୱର ପାଖ ହୀରାପୁର, ଖଜୁରାହୋ ଏବଂ ଜବଲପୁର ପାଖ ବେରାଘାଟରେ ଅବସ୍ଥିତ ।
|ଗମନାଗମନ|କାହ୍ନା ଅଭୟାରଣ୍ୟରୁ ୧୭୫ କି.ମି. ଦୂରରେ (ପ୍ରାୟ ୪ ଘଣ୍ଟା ୩୦ ମିନିଟ୍ ଦୂରରେ) ଅବସ୍ଥିତ ଜବଲପୁର ବିମାନ ବନ୍ଦରରୁ ଦିଲ୍ଲୀ, ମୁମ୍ବାଇ, କୋଲକାତା, ହାଇଦ୍ରାବାଦ, ପୁଣେ, ବେଲଗାଓଁ, ଭୋପାଳ ପ୍ରଭୃତି ସହରକୁ ଦୈନିକ ବିମାନ ଚଳାଚଳ ବ୍ୟବସ୍ଥା ରହିଛି ।
ପ୍ରାୟ ଦଶ ବର୍ଷ ସେ ଜବଲପୁର ବିଶ୍ୱବିଦ୍ୟାଳୟରେ ଗଣିତ ବିଭାଗର ମୁଖ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
|ପରିବାର|ରଶ୍ମି ମଧ୍ୟପ୍ରଦେଶର ଜବଲପୁରର କୈଳାସ ସିଂଙ୍କୁ ୨୦୦୧ ମସିହାରେ ବିବାହ କରିଥିଲେ ।
jabalpur's Usage Examples:
From Jabalpur, the best way to travel is via Mandla, which has a tourist taxi service to the park, and one can reach up to Chiraidongri the newly added Broad Gauge station via jabalpur, Nainpur railway route to enter national park through Kanha gate.