jabbling Meaning in Odia (Oriya). ( jabbling ଶବ୍ଦର ଓଡିଆ ଅର୍ଥ)
ଜାବୁଡ଼ି,
Noun:
ନୀରବ କଥାବାର୍ତ୍ତା |, ଅଧା,
People Also Search:
jabirujabirus
jabot
jabots
jabs
jacamar
jacamars
jacana
jacanas
jacaranda
jacarandas
jacent
jacet
jacinth
jacinthe
jabbling తెలుగు అర్థానికి ఉదాహరణ:
ମାତ୍ର ଏହାର ମାନେ ନୁହଁକି ଟ୍ରେଡର ହାର ମାନି ପୁଣି ସେହି ଚିରାଚରିତ ଏଫଡି ଜାବୁଡ଼ିକି ରହିଯିବେ ।
କଲରା ପତରିଆ ବାଘପରି ସେମାନେ ତଣ୍ଟିକୁ ଜାବୁଡ଼ି ଧରି ଶିକାର ମାରିବାରେ ଅସମର୍ଥ ।
ଛପି ରହି ଗୋମୁହାଁ କୁମ୍ଭୀର ଶିକାର ଜନ୍ତୁକୁ ଜାବୁଡ଼ି ଧରିବାର ସୁଯୋଗ ଉଣ୍ଡୁଥାଏ ।
ସେମାନଙ୍କୁ ଜାବୁଡ଼ି ଧରି ପାଣି ଭିତରକୁ ଟାଣି ନେଇଯାଏ ।
ଯଦିଓ ଇଂରେଜଶାସକର ଏହି କୌଶଳକୁ ତତ୍କାଳୀନ ଓଡ଼ିଆ ବୁଦ୍ଧିଜୀବୀ ବୁଝିପାରି ନଥିଲେ, ତଥାପି ସର୍ବସ୍ୱହରାଇ କେବଳ ସ୍ୱାଭିମାନକୁ ଜାବୁଡ଼ି ଧରିଥିବା ଏହି ଜାତିକୁ ପୁଣିଥରେ ଏକାଠି କରିବାର ସୂତ୍ର ଏହିଭାଷା ଆନ୍ଦୋଳନଦ୍ୱାରା ମିଳିଗଲା; ଯାହା ସମଗ୍ର ଭାରତବର୍ଷର ଅନ୍ୟ ଭାଷାଭାଷୀମାନଙ୍କପାଇଁ ଈର୍ଷାର କାରଣ ପାଲଟି ଯାଇଥିଲା।
ଏହାର ପ୍ରତି ଗଣ୍ଠିରୁ ଚେର ବାହାରି ମାଟିକୁ ଦୃଢ଼ ଭାବେ ଜାବୁଡ଼ି ଧରିଥାଏ ।
ଏହି ଖେଳରେ ପ୍ରଥମେ ବର କଉଡିଟିକୁ ତାର ଗୋଟିଏ ହାତର ମୁଠାରେ ଜାବୁଡ଼ି ଧରେ ଓ କନ୍ୟା ନିଜର ଦୁଇହାତ ସାହାଯ୍ୟରେ ସେହି ମୁଠାକୁ ଫିଟାଇ କଉଡ଼ି ନେବାକୁ ଚେଷ୍ଟା କରିଥାଏ।
ଶାବକମାନେ ଜନ୍ମର ପ୍ରଥମ ସପ୍ତାହ ନିଜ ମା’କୁ ଜାବୁଡ଼ି ଧରି ରହନ୍ତି, ମା’ଠାରୁ ସ୍ତନ୍ୟପାନ କରନ୍ତି ଓ ଶୋଇ ରହନ୍ତି ।
|ବଡ଼ ଶିକାରଟିଏ ଧରିବା ପରେ ବଳିଆ କୁକୁରମାନେ ତା’କୁ ଚାରିପଟୁ ଘେରିଯାଇ ତାହାର ନାକ, ପାର୍ଶ୍ୱଦେଶ, ପଶ୍ଚାତଦେଶକୁ ପାଟିରେ ଜାବୁଡ଼ି ଧରିବାକୁ ଚେଷ୍ଟା କରନ୍ତି ।
ତାହାର ବେର ଅଗ୍ରରେ ଲାଗିଥିବା ଟୋପିଟିକୁ ଘୂରାଇଲେ ମାଇକ୍ରୋମିଟରର ଦାନ୍ତଟି ବସ୍ତୁକୁ ଜୋରରେ ଜାବୁଡ଼ି ଧରେ ।
ପ୍ରତିଟି ଗଣ୍ଠି(ଆଖି)ରୁ ଅଠାଯୁକ୍ତ ଆସ୍ଥାନିକ ଚେର (ଚେର ପରି ଏକ ପ୍ରକାରର ଡେମ୍ଫ) ବାହାରେ ଯାହା ରଞ୍ଜା ସାହାଯ୍ୟରେ ବା କୌଣସି ଆଧାରକୁ ଜାବୁଡ଼ି ଧରି ମାଡ଼ିଥାଏ।
ଏହି ଗଛର ଚେର ମାଟି ଭିତରକୁ ପ୍ରାୟ ୬ ମିଟର ପର୍ଯ୍ୟନ୍ତ ଯାଇ ମାଟିକୁ ଜାବୁଡ଼ି ଧରିଥାଏ ।