inspectress Meaning in Odia (Oriya). ( inspectress ଶବ୍ଦର ଓଡିଆ ଅର୍ଥ)
ଇନ୍ସପେକ୍ଟର,
People Also Search:
inspectsinsphere
insphered
insphering
inspirable
inspiration
inspirational
inspirationally
inspirations
inspirative
inspirator
inspirators
inspiratory
inspire
inspired
inspectress తెలుగు అర్థానికి ఉదాహరణ:
” ଶେଷରେ ସେ ଦୁଇଟି ପରାମର୍ଶ ଦେଇ ଲେଖିଥିଲେ -(୧) ଓଡ଼ିଆ ମାଧ୍ୟମରେ ଶିକ୍ଷାାନର ବ୍ୟବସ୍ଥା ଓ ନର୍ମାଲ ସ୍କୁଲ ଗୁରୁ(ଶିକ୍ଷକ)ଟ୍ରେନିଂ ସ୍କୁଲ ସ୍ଥାପନ ତଥା ଓଡ଼ିଶାପାଇଁ ଏକ ସ୍ୱତନ୍ତ୍ର ଶିକ୍ଷାବିଭାଗର ଇନ୍ସପେକ୍ଟର ପଦବୀ ସୃଷ୍ଟି କରିବା ଆବଶ୍ୟକ ।
ସେ ' ଆଖେ ' ଚଳଚ୍ଚିତ୍ରରେ ଇନ୍ସପେକ୍ଟର ପ୍ୟାରେ ମୋହନ ଭୂମିକା କରି ଦର୍ଶକଙ୍କ ବହୁଳ ପ୍ରଶଂସା ମଧ୍ୟ ପାଇଥିଲେ ।
କିନ୍ତୁ ସେ ଏହି ପଦବୀରେ ଯୋଗଦାନ କରିବା ପୂର୍ବରୁ ଅନ୍ୟଜଣେ ବଙ୍ଗୀୟ ବ୍ୟକ୍ତି ତତ୍କାଳୀନ ଇନ୍ସପେକ୍ଟର ମାର୍ଟିନ ସାହେବଙ୍କଦ୍ୱାରା ନିଯୁକ୍ତି ପାଇ ସେହି ପଦବୀରେ ଯୋଗଦେଲେ ।
ଓଡ଼ିଶା କମିଶନରଙ୍କ ଏହି ପ୍ରସ୍ତାବ ଉପରେ ତତ୍କାଳୀନ ଦକ୍ଷିଣ-ପଶ୍ଚିମ ଡିଭିଜନର ସ୍କୁଲ ଇନ୍ସପେକ୍ଟର ଆର୍.ଏଲ୍. ମାର୍ଟିିନ ତା ୯.୮.୧୮୬୭ରେ ଲେଖିଥିଲେ - “ବର୍ତ୍ତମାନ ବଙ୍ଗଳାଭାଷା ସହିତ ଓଡ଼ିଆକୁ ସମାନ କରିବାକୁ ହେଲେ ଈଶ୍ୱରଚନ୍ଦ୍ରଙ୍କ ପରି କୌଣସି ବ୍ୟକ୍ତିଙ୍କୁ ବର୍ତ୍ତମାନଠାରୁ ଆରମ୍ଭ କରି ୨୦ବର୍ଷ ପର୍ଯ୍ୟନ୍ତ ଚେଷ୍ଟା କରିବାକୁ ପଡ଼ିବ ।
| ଓଡ଼ିଶା କମିଶନରଙ୍କ ନିର୍ଦ୍ଦେଶନାମା |କମିଶନର ରେଭେନ୍ସା ୨୧-୧୧-୬୭ରେ ସରକାରଙ୍କୁ ଦେଇଥିବା ପତ୍ରରେ ଲେଖିଥିଲେ - “ଓଡ଼ିଶାରେ ବାସ କରୁଥିବା ବଙ୍ଗାଳୀମାନେ ଅସ୍ଥାୟୀ, ଏଠିକାର ସ୍କୁଲ ଶିକ୍ଷକ, ଡେପୁଟି ଇନ୍ସପେକ୍ଟର ଇତ୍ୟାି ହେଉଛନ୍ତି ବଙ୍ଗାଳୀ।
ମଧୁସୂଦନ ଶିକ୍ଷାବିଭାଗର ବିଭିନ୍ନ ପଦବୀରେ କାର୍ଯ୍ୟ କରି ଶେଷରେ ମାସିକ ପାଞ୍ଚଶହ ବେତନରେ ଇନ୍ସପେକ୍ଟର ପଦବୀରୁ ଅବସର ଗ୍ରହଣ କରିଥିଲେ ।
୧୯୧୩ ମସିହାରେ ସେ ନିଜ ଶିକ୍ଷା ସମ୍ପନ୍ନ କରି ବମ୍ବେର ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କରେ ଇନ୍ସପେକ୍ଟର ଚାକିରୀ କରିଥିଲେ ।
|ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଆସିବା ପରେ ସବ-ଇନ୍ସପେକ୍ଟର ପୃଥ୍ୱୀ ପାଲ ଆଗକୁ ବଢ଼ୁଥିବା ଜନତାଙ୍କ ଉପରକୁ ଗୁଳି ଚଳାଇବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ।
ପ୍ରଦର୍ଶନକାରୀଙ୍କୁ ସ୍ଥାନୀୟ ଦରୋଗା (ଇନ୍ସପେକ୍ଟର) ଗୁପ୍ତେଶ୍ୱର ସିଂ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ମାଡ଼ ମାରିଥିଲେ ।
ପୁରୀରୁ ସେବାଙ୍କୁଡ଼ାକୁ ବଦଳି ହେଲେ ଓ ସେଠାରୁ ୧୮୭୬ରେ ସ୍କୁଲ ବିଭାଗୀୟ ଡ଼େପୁଟି ଇନ୍ସପେକ୍ଟର୍ ପଦରେ ବାଲେଶ୍ୱର ଜିଲ୍ଲାକୁ ଫେରି ଆସିଲେ ।
inspectress's Usage Examples:
She had succeeded Stroud as inspectress in 1985, and served as curator until 2005, with Helen Dorey as inspectress).
"In response I asked him why he had selected this inspectress for the girls" schools and related how she had treated his wife.
She served as Director of Education of then Government of Bombay, inspectress of Schools, Chairman of the National Council for Women"s Education and.