insphered Meaning in Odia (Oriya). ( insphered ଶବ୍ଦର ଓଡିଆ ଅର୍ଥ)
ଅନୁପ୍ରାଣିତ,
Adjective:
ପ୍ରକାଶିତ |, ଅନୁପ୍ରାଣିତ,
People Also Search:
inspheringinspirable
inspiration
inspirational
inspirationally
inspirations
inspirative
inspirator
inspirators
inspiratory
inspire
inspired
inspirer
inspirers
inspires
insphered తెలుగు అర్థానికి ఉదాహరణ:
ପ୍ରଖ୍ୟାତ ଆଥ୍ଲେଟ୍ କାର୍ଲ୍ ଲୁଇସ୍ଙ୍କଦ୍ୱାରା ଅନୁପ୍ରାଣିତ ହୋଇ ସେ ଖେଳରେ ମନ ଦେଇଥିଲେ ।
ବିଜୁ ପଟ୍ଟନାୟକ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ସେ ୧୭୬୭ ମସିହାରେ ରାଜନୀତିକୁ ଆସିଥିଲେ ଓ ମାହାଙ୍ଗାରୁ ନିର୍ବାଚନ ଲଢିଥିଲେ ।
ଏହି ପିଉସାଙ୍କ ଉତ୍ସାହ ଓ ପ୍ରେରଣାରେ ଅନୁପ୍ରାଣିତ ହୋଇ ନିଜର ସାହିତ୍ୟ ଜୀବନ ଆରମ୍ଭ କରିଥିଲେ ବୋଲି ବସନ୍ତ କୁମାରୀ ନିଜର ପ୍ରଥମ ଉପନ୍ୟାସର ମୁଖବନ୍ଧରେ ଲେଖିଛନ୍ତି ।
ଏହି ଚଳଚ୍ଚିତ୍ରଟି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଉପରେ ଅନୁପ୍ରାଣିତ ଥିଲା , ଏହା ବିଜୁ ବାବୁଙ୍କର ଜୀବନୀ ଉପରେ ନିର୍ମିତ ହୋଇନଥିଲା ।
ରେଖା ଓ ଝରଣା ଦାସଙ୍କ ଭଏସ୍ ତାଙ୍କୁ ବିଶେଷ ଭାବେ ଅନୁପ୍ରାଣିତ କରିଛି ।
କ୍ଷେତ୍ରୀ ମହଲର ଭାସ୍କର୍ଜ୍ୟରେ ଅନୁପ୍ରାଣିତ ହେଇ ସେ ଏହି ଢାଞ୍ଚାରେ ଏଇତିହାସିକ ହାୱା ମହଲ ନିର୍ମାଣ ଯୋଜନା କରିଥିଲେ ।
୧୦ ବର୍ଷ ବୟସରେ, ସେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବାନର ସେନାରେ ପ୍ରଶିକ୍ଷଣ ନେଇ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିଲେ ।
| ରାଜନୈତିକ ଜୀବନ |ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ, ମନମୋହନ ପିଲାବେଳରୁ ଦେଶପ୍ରେମୀ ଥିଲେ ।
ବଡ଼ବାପା ମଧୁସୂଦନ ଓ ଗାନ୍ଧିଜୀଙ୍କଦ୍ୱାରା ଅନୁପ୍ରାଣିତ ହୋଇ ସେ ଓ୍ୱାର୍ଦ୍ଧା ଆଶ୍ରମ ଶୈଳୀରେ ଗଢ଼ିଥିଲେ "ବରି ଆଶ୍ରମ' ।
ନିଜ ପୂର୍ବଜଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମଦନମୋହନ ଏକ ନୂତନ ଭାରତର କଳ୍ପନା କରିଥିଲେ ଏବଂ ନୂଆ ରାଜନୈତିକ ନେତୃତ୍ୱ ଦେବା ପାଇଁ ସେ ବଦ୍ଧପରିକର ହେବାସହ ଶିକ୍ଷାକ୍ଷେତ୍ରରେ ଅବିସ୍ମରଣୀୟ ଭୂମିକା ନିର୍ବାହ କରିଥିଲେ ।
୧୯୪୩ରୁ ୧୯୪୪ ମସିହାରେ ତାଙ୍କ ବାପା ଗ୍ରାମଫୋନଟିଏ ଘରକୁ ଆଣିବା ପରେ ତାଙ୍କ ମନରେ ସଂଗୀତ ପ୍ରତି ଉତ୍ସାହ ଜାଗ୍ରତ ହେଇଥିଲା ଏବଂ ସେହି ଦିନଠୁ ସଂଗୀତ ପ୍ରତି ଅନୁପ୍ରାଣିତ ହେଇଥିଲେ ।
| ରାଜନୈତିକ ଜୀବନ |ଭଗବତୀ ତାଙ୍କ ବାପାଙ୍କଦ୍ୱାରା ଅନୁପ୍ରାଣିତ ହୋଇ ରାଜନୀତିରେ ଯୋଗ ଦେଇଥିଲେ ।
ସେତେବେଳେ କୁଚିପାଲିଠାରେ ମାତ୍ର ଗୋଟିଏ ଜୁଗାରଯାତ୍ରା ଚାଲିଥିବା ବେଳେ ପରେ ଏହି ଯାତ୍ରାଦ୍ୱାରା ଅନୁପ୍ରାଣିତ ହୋଇ ଏହାର ଆଖପାଖ ଅଞ୍ଚଳରେ ଜୁଗାର ଯାତ୍ରା ସଂଖ୍ୟା ଏବେ ୨୫ରେ ପହଞ୍ଚିଛି ।
insphered's Usage Examples:
mock-up of the Brazilian Navy and Avibras project for anti-ship missile insphered on the AM39 Excocet was shown in April 2011 during Latin America Aero.