infected Meaning in Odia (Oriya). ( infected ଶବ୍ଦର ଓଡିଆ ଅର୍ଥ)
ସଂକ୍ରମିତ,
Adjective:
ସଂକ୍ରମିତ,
People Also Search:
infectinginfection
infections
infectious
infectious agent
infectious disease
infectious hepatitis
infectiously
infective
infectiveness
infectivity
infects
infecund
infecundity
infelicities
infected తెలుగు అర్థానికి ఉదాహరణ:
|ବିଷୁଦ୍ଧ ଜଳ ଯୋଗାଣ ବ୍ୟବସ୍ଥା କରି ଓ ସଂକ୍ରମିତ ଲୋକଙ୍କୁ ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରି ଏହି ରୋଗକୁ ପ୍ରତିରୋଧ କରିବାକୁ ପ୍ରୟାସ କରିବା ଉଚିତ ।
ଏହା ଡାକ୍ତରୀ ପରୀକ୍ଷଣଠାରୁ ଭିନ୍ନ ଯେଉଁଥିରେ ସଂକ୍ରମିତ ଭାବେ ଚିହ୍ନଟ କରାଯାଇଥିବା ବ୍ୟକ୍ତିଙ୍କୁ ସୁସ୍ଥ ବ୍ୟକ୍ତିଙ୍କ ଠାରୁ ଦୁରାଇ ରଖାଯାଏ ।
|ସଂକ୍ରମଣ ଚିକିତ୍ସାଯୋଗ୍ୟ ହୋଇଥିଲେ ମୂଳ ସଂକ୍ରମିତ ରୋଗୀର ପୁନଃସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବା ।
|ସଂକ୍ରମିତ ପଶୁଙ୍କ ନିକଟ ସଂସ୍ପର୍ଶରେ ଆସିଲେ ବା ପରଜୀବୀର ଅଣ୍ଡା ମିଶ୍ରିତ ଖାଦ୍ୟ ଓ ଜଳ ଗ୍ରହଣ କଲେ ଏହି ରୋଗ ବ୍ୟାପେ ।
ସଂକ୍ରମିତ ଲୋକଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ରଖାଯାଏ ଯାହାକୁ ଆଇସୋଲେସନ (isolated) କୁହାଯାଏ ।
ସଂକ୍ରମିତ ଲୋକ ଚିକିତ୍ସା ଆରମ୍ଭ କରିବାର ଅତି କମ୍ରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଅନ୍ୟମାନଙ୍କଠାରୁ ଦୂରରେ ରହିବା ଆବଶ୍ୟକ ।
|ସଂକ୍ରମିତ ମଶା କାମୁଡ଼ିବାଦ୍ୱାରା ଏହି ରୋଗ ବ୍ୟାପେ ।
ସଂକ୍ରମିତ ପଶୁମାନଙ୍କର ଲକ୍ଷଣ ନାସ୍ତି, ସ୍ୱଳ୍ପ ବା ଉତ୍କଟରୁପେ ଦେଖାଯାଇପାରେ ।
ମାଂସାସୀ ପ୍ରାଣୀ ସଂକ୍ରମିତ ପଶୁକୁ ଖାଇଲେ ସଂକ୍ରମିତ ହୋଇ ରୋଗ ହୁଏ ।
ତେଣୁ ରୋଗ ଅନ୍ୟ ସୁସ୍ଥ ଲୋକମାନଙ୍କୁ ସଂକ୍ରମିତ ହେବା ସମ୍ଭାବନା ଅଧିକ ରହେ ।
ଅନେକ ପଶୁଙ୍କ ଦେହରେ ଏହା ସଂକ୍ରମିତ କରାଇ ମନୁଷ୍ୟକୁ ସଂକ୍ରମିତ ହୋଇପାରୁଛି ।
ବିକାଶଶୀଳ ଦେଶମାନଙ୍କରେ ପ୍ରତି ବର୍ଷ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୨.୫ % ଲୋକ ମରନ୍ତି ।
ଏମାନଙ୍କ ସଂଖ୍ୟା ହ୍ରାସ ପାଇବାର ଅନ୍ୟସବୁ କାରଣ ହେଲେ: ଶିକାର ଜନ୍ତୁ କମିବା, ଜଙ୍ଗଲ ନଷ୍ଟ ହେବା, ଅନ୍ୟ ମାଂସଭୋଜି ହିଂସ୍ର ଜନ୍ତୁଙ୍କ ସହ ପ୍ରତିଯୋଗିତା, ଦେଶୀ କୁକୁରମାନଙ୍କଠାରୁ ସଂକ୍ରମିତ ହେଉଥିବା ରୋଗ ।
infected's Usage Examples:
germinate quickly after entering the insect, and the epithelial cells of the ventriculus are infected when the vegetative stage is introduced by way of the hollow.
* … all Aegina's people sick … when the air was so infected … received their health again through seed of ants.
become infected by the virus may experience flu-like symptoms, such as high fevers and headaches.
When an infected tsetse fly bites an animal, the.
The Indonesian Navy hospital ship KRI Dr Soeharso was deployed to transport crew members from the infected.
The spread to greater Africa occurred throughout the 17th and 19th centuries, specifically in 1872 when the infected crewmen of the ship Thomas Mitchell introduced it into Angola by dumping of sand ballast, having sailed from Brazil.
used to treat people who are infected by helminths, a condition called helminthiasis.
Fully grown gametocytes occupy positions lateral to the nuclei of infected erythrocytes.
(A) USUV-uninfected blackbird.
They become infected when the larvae (cercaria) of the worm penetrates the flesh of the fish.
Many Camponotus species are also infected with Wolbachia, another endosymbiont that is widespread across insect groups.
Wallice's career as a performer was effectively over and there were rumors and speculation that he intentionally hid his HIV positive status with fake blood work through several HIV testing cycles to continue working, and consequently infected several actresses, including Brooke Ashley (a.
infected by iflaviruses include aphids, leafhoppers, flies, bees, ants, silkworms and wasps.
Synonyms:
putrefacient, pussy, dirty, contaminative, germy, purulent, infectious, septic, pestiferous, infective, abscessed, septicemic, putrefactive, unhealthful,
Antonyms:
wholesome, nontoxic, healthful, antiseptic, germfree,