infective Meaning in Odia (Oriya). ( infective ଶବ୍ଦର ଓଡିଆ ଅର୍ଥ)
ସଂକ୍ରାମକ,
Adjective:
ସଂକ୍ରାମକ,
People Also Search:
infectivenessinfectivity
infects
infecund
infecundity
infelicities
infelicitous
infelicitously
infelicity
infelt
infer
inferable
inference
inferences
inferential
infective తెలుగు అర్థానికి ఉదాహరణ:
| ରଚନାବଳୀ |ଅନୁଭୁତ ଯୋଗମାଳା(ସହଜ ଚିକିତ୍ସା) - ୧୯୭୦(କମଳା ଦେବୀ, ପୁରୀ)|ଅନୁଭୁତ ଯୋଗମାଳା-୨(ଘର ବଇଦ)|ସର୍ବ ବିଷ ଚିକିତ୍ସା|ସଂକ୍ରାମକ ରୋଗ ଚିକିତ୍ସା|ମାନସିକ ବିକୃତି - ୧୯୫୪(ଉତ୍କଳ ବିଶ୍ୱବିଦ୍ୟାଳୟ)| ଆଧାର |୧୯୦୦ ଜନ୍ମ|୧୯୮୯ ମୃତ୍ୟୁ|ଓଡ଼ିଆ ଲେଖକ ବୈରାଗୀ ଜେନା (୪ ଜୁନ ୧୯୨୯ - ୯ ଜୁଲାଇ ୨୦୦୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ ।
ଏହି ରୋଗକୁ ସଂକ୍ରାମକ ଜୀବାଣୁ ଅନୁସାରେ ୫ଶ୍ରେଣୀରେ ବିଭକ୍ତ କରାଯାଇଛି ।
|ଇନଫେକ୍ଟିଭ ଏଣ୍ଡୋକାର୍ଡ଼ାଇଟିସ୍ କିମ୍ବା ହୃଦ୍ଘାତ ଯୋଗୁ ପାପିଲାରି ମାଂସପେଶୀ ଫାଟିବା ହେତୁ, ଆଘାତ କିମ୍ବା ମାର୍ଫାନ୍ ସିଣ୍ଡ୍ରୋମ ଯୋଗୁଁ ହଠାତ୍ ଏହି ରୋଗ ଆରମ୍ଭ ହୋଇପାରେ | ଡିଜେନେରେଟିଭ ପରିବର୍ତ୍ତନ, ମାଇଟ୍ରାଲ ଭଲ୍ଭ ପ୍ରୋଲାପ୍ସ, ରିଉମାଟିକ ହୃଦ୍ରୋଗ, ସଂକ୍ରାମକ ଏଣ୍ଡୋକାର୍ଡ଼ାଇଟିସ, କାର୍ଡ଼ିଓପାୟୋପାଥି, ହୃଦ୍ପାତ, କିମ୍ବା ଆଟ୍ରିଆଲ ଫିବ୍ରିଲେସନ ଯୋଗୁ ଏହି ରୋଗ ଧୀରେ ଧୀରେ ଆରମ୍ଭ ହୁଏ ।
|ପ୍ଲାଜମୋଡିୟମର ପାଞ୍ଚଟି ପ୍ରଜାତି ମନୁଷ୍ୟମାନଙ୍କୁ ଆକ୍ରମଣ କରିପାରେ ତଥା ସଂକ୍ରାମକ ହୋଇଥାଏ ।
ଅନେକ ପ୍ରଜାତିରେ ଜୀବାଣୁ ସଂକ୍ରାମକ ରୋଗ ସୃଷ୍ଟି କରନ୍ତି ଯେପରିକି କଲେରା, ସିଫିଲିସ୍, ଆନ୍ଥ୍ରାକ୍ସ, କୁଷ୍ଠ ଓ ବୁବୋନିକ୍ ପ୍ଲେଗ୍ ଇତ୍ୟାଦି ।
|ଏକ ନିର୍ଦ୍ଦିଷ୍ଟ ଏସେରିକିଆ କୋଲାଇ ୦୧୫୭:ଏଚ୭ (O157:H7) ସଂକ୍ରମଣ ଯୋଗୁ ହେଉଥିବା ସଂକ୍ରାମକ ତରଳ ଝାଡ଼ା (infectious diarrhea) ପରେ ଅଧିକାଂଶ ହେମୋଲିଟିକ-ୟୁରିମିକ ସିଣ୍ଡ୍ରୋମ ରୋଗ ସୃଷ୍ଟି ହୁଏ ।
ଏଥିରେ ପରଯୀବୀ ପାଇଲେ ଅନ୍ୟାନ୍ୟ ଯୌନ ସଞ୍ଚାରିତ ସଂକ୍ରାମକ ରୋଗ ନିମନ୍ତେ ପରୀକ୍ଷା କରିବା ଆବଶ୍ୟକ ହୁଏ ।
| ଯକ୍ଷ୍ମା |ସଂକ୍ରାମକ ରୋଗମାନଙ୍କ ମଧ୍ୟରେ ମୃତ୍ୟୁର କାରଣ ରୁପେ ଯକ୍ଷ୍ମାର ନାମ ସର୍ବାଗ୍ରେ ଆସେ ।
|ଗୀତ|ଆଧାର|ବାହାର ଆଧାର|୨୦୦୨ର ଓଡ଼ିଆ କଥାଚିତ୍ର ସେପ୍ଟିକ ଅର୍ଥ୍ରାଇଟିସ (ଇଂରାଜୀ ଭାଷାରେ Septic arthritis, also known as joint infection or infectious arthritis) ଏକ ଗଣ୍ଠି (joint) ରୋଗ ଯାହା ଏକ ସଂକ୍ରାମକ ଏଜେଣ୍ଟ (infectious agent) ସାହାଯ୍ୟରେ ସଂକ୍ରମିତ ହୋଇ ଗଣ୍ଠି ପ୍ରଦାହ joint inflammation ହୋଇଥାଏ ।
ଉଦାହରଣ ସ୍ବରୂପ - ବସନ୍ତ ରୋଗର କାମିଙ୍କୁ ପରେ ସମସ୍ତ ସଂକ୍ରାମକ ରୋଗର କାମି ରୂପେ ସ୍ୱୀକାର କରାଗଲା ।
| ଆଧାର |ଚିକିତ୍ସା ବିଜ୍ଞାନ|ସଂକ୍ରାମକ ରୋଗ ଲଡୁ ଏକ ଗୋଲାକାର ମିଷ୍ଠାନ୍ନ ଯାହା ଭାରତୀୟ ଉପମହାଦେଶରେ ବହୁଳ ଭାବରେ ପ୍ରଚଳିତ ।
infective's Usage Examples:
diarrhea, anorexia, anemia, poor growth, dehydration, and emaciation, but acuteness is usually connected to the infective dose or concurrent bacterial enteritis.
The simplest classification is based on cause: either infective or non-infective, depending.
It forms a protective layer called endospore by which it can remain inactive for many years and suddenly becomes infective.
Of the organic psychoses, eclamptic, Donkin, epileptic and infective psychoses have all started during.
specific to any particular condition, and can be associated with subacute infective endocarditis, scleroderma, trichinosis, systemic lupus erythematosus (SLE).
Their life cycle alternates between a swimming trophozoite and an infective, resistant cyst.
The human-infective stage are sporozoites from the salivary gland of a mosquito.
Several broad types of anti-infective drugs exist, depending on the type.
The zygote sporulates after one to five days, and becomes infective.
antiseptics G02 Other gynecologicals G03 Sex hormones and modulators of the genital system G04 Urologicals ATCvet only QG51 Antiinfectives and antiseptics for.
which are broom-like structures that are formed from the stem, and highly infective mushrooms formed on pods and affected vegetative tissue, which are.
particular condition, and can be associated with subacute infective endocarditis, scleroderma, trichinosis, systemic lupus erythematosus (SLE), rheumatoid.
pontine hemorrhage, ischemia, tumors, infective mass lesions such as tuberculomas, and demyelinating conditions like multiple sclerosis.
Synonyms:
morbific, pathogenic, unhealthful,
Antonyms:
sanitary, wholesome, nontoxic, healthful,